Browsing Tag

padmapur news

ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହରେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ କାର୍ୟ୍ୟରତ ଜଗୁଆଳି କରଣକେଶୀ ବହାଦୁରଙ୍କ ଝୁଲନ୍ତା ମୃତ
Read More...

ଅସହାୟଙ୍କୁ ସାହା ହୁଅ : ଦୁଃଖିନୀ ସତ୍ୟବତୀର ଦୁଃଖ କହିଲେ ନସରେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନସ୍ଥ କଟାବାହାଲ ଗ୍ରାମପଂଚୟତର ଯୁବାଖୋଲ ଏକ ପଲ୍ଲୀ ଗ୍ରାମ । ଜଣେ ଅସହାୟ ମହିଳା ସତ୍ୟବତୀ ସାହୁ , ସ୍ୱାମୀ ମୁରଲୀଧର ସାହୁ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବହୁଦିନରୁ ଆର ପାରିକୁ ଚାଲିଗଲେଣି । ବିଧବା ମା' ସତ୍ୟବତୀ
Read More...

କୁର୍କୁଟାରେ ପ୍ରୟାସ ଜନ କଲ୍ୟାଣ ସମିତି ପକ୍ଷରୁ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ଜନ କଲ୍ୟାଣ ସମିତି କୁର୍କୁଟା ପକ୍ଷରୁ ଦ୍ୱିତୀୟ ପର୍ୟ୍ୟାୟରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ବଡବାଉଁଶେନ ପଞ୍ଚାୟତ
Read More...

ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ନେତାଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପଦ୍ମପୁରର ପୁର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ଆଜି ପରଲୋକ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଏହି ଖବର ପାଇ କେନ୍ଦ୍ର
Read More...

ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ଗତ ସୋମବାର ରାତିରେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହେଉଥିଲା । ସେ ତାଙ୍କ ପଛରେ ଧର୍ମପତ୍ନୀ ସୁଲୋଚନା
Read More...

ବିଜେପୁରରୁ ଭାଜପାର ବିଶୋଧନ ଅଭିଯାନ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ସହରରୁ କରୋନା ମହାମାରୀ ଦାଉରୁ ଜନସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ପାଇଁ ବିଶୋଧନ ଅଭିଯାନ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି । ବରଗଡ଼ ଲୋକସଭା ସାଂସଦ ସୁରେଶ ପୁଜାରୀଙ୍କ ନିର୍ଦ୍ଦେଶରେ ଏମସିଏଲ ପକ୍ଷରୁ ଏକ ବିଶୋଧନ ଯାନ ବିଜେପୁର
Read More...

ମାେଟର ସାଇକେଲ ଦୁର୍ଘଟଣା : ଆରାେହୀ ବୟସ୍କା ମହିଳାଙ୍କ ଅକାଳ ବିୟାେଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ଦେଇ ପାଟଣାଗଡରୁ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ବସନାକୁ ସଂଯାେଗ କରୁଥିବା ଏମ୍‌ଡିଆର୍‌ ୩୬ ରାସ୍ତାର ଧଉରାଭଟା ଗ୍ରାମ ଛକ ପାଖରେ ମାେଟର ସାଇକେଲ ଦୁର୍ଘଟଣା ଘଟି ବୟସ୍କ ମହିଳାଙ୍କ ଅକାଳ ବିୟାେଗ ଘଟିଛି । ଜଗଦଲପୁର ଥାନା ପାେଲିସ ସୁତ୍ରରୁ
Read More...

ଭିନ୍ନକ୍ଷମଙ୍କୁ ମିଳୁନାହିଁ ଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଞ୍ଜେନମୁଣ୍ତା ଗ୍ରାମର କିଶୋର ସୁନା( ୪୬) ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ସେ ୬୦ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସେ ଅତି କଷ୍ଟରେ ଜୀବନ ଯାପନ
Read More...

ପାଇକମାଲ ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ଉପଜିଲ୍ଲାପାଳଙ୍କଠାରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଥିବା ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ପାଇକମାଲ ଅଞ୍ଚଳବାସୀଙ୍କ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପାଇକମାଲ ବ୍ଲକ ନିକଟରେ
Read More...

ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟରେ ରୋଗୀ କଲ୍ଯାଣ ସମିତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ରୋଗୀ କଲ୍ଯାଣ ସମିତିର ଗଭଣ୍ଣିଙ୍ଗ ବଡି ବୈଠକ ଚିକିତ୍ସାଳୟ ପରିସର ମଧ୍ୟରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଉପଖଣ୍ତ ଚିକିତ୍ସାଧିକାରୀ
Read More...