Browsing Tag

padmapur news

ଗୋଷ୍ଠୀ ଜଙ୍ଗଲର ପରିଚାଳନା କମିଟି ଗଠନ ସକାଶେ ଗ୍ରାମସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ବୁଡେନ ଗ୍ରାମ ପଞ୍ଚାୟତର ବରଦାପାଲି ଗ୍ରାମରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଶିରୋନାମା ପାଇଥିବା ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ସକାଶେ ଏକ କମିଟି ଗଠନ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ
Read More...

ଡିସେମ୍ବର ୧ରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ସଂକଳ୍ପ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ସଂକଳ୍ପ ସମାବେଶ ଆସନ୍ତା ଡ଼ିସେମ୍ବର ୧ ତାରିଖରେ କରିବା ପାଇଁ ନିଷ୍ପତ୍ତି ନିଆଯାଉଛି । ନୃସିଂହନାଥ ମନ୍ଦିରର ସିଂହଦ୍ଵାର ସମ୍ମୁଖରେ ଆୟୋଜିତ ହେବାକୁ ଥିବା
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ୱର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିକ୍ଷା କ୍ଷେତ୍ରରେ ୨୩ ତାରିଖରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କନ୍‌ଫରେନ୍ସ ସେରେମନିରେ ୱାସିଂଟନ୍ ଡିଜିଟାଲ ୟୁନିଭରସିଟିରୁ ସମ୍ମାନଜନକ ଭାବରେ ଡକ୍ଟରେଟ ଉପାଧି ପାଇଥିବା ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର
Read More...

ପଦ୍ମପୁର ଲାୟନ୍ସ କ୍ଲବ ପକ୍ଷରୁ ଅସହାୟ ଲୋକଙ୍କ ସେବାରେ ମୁକ୍ତିରଥ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲାୟନ୍ସ ବ୍ଲକ ତରଫରୁ ଆଜି ମୁକ୍ତିରଥ ଶୁଭାରମ୍ଭ ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରୁ ପ୍ରଥମ କରି ଲାୟନ୍ସ କ୍ଲବର ସଭ୍ୟ ମାନଙ୍କ ଉପସ୍ଥିତିରେ ପଦ୍ମପୁରରୁ ଶରଧାପାଲି ଗାଇସିଲେଟକୁ ମୁକ୍ତିରଥ ସେବା ଯୋଗାଇ ଦିଆଯାଇଛି । ଏହି ଦିନ
Read More...

ବିଜେପୁରରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁରରେ ୧୦ମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲରେ ୩ ଦିନ ଧରି ଚାଲିଥିବା ଏହି ଶିବିରରେ ରେଡକ୍ରସ ପ୍ରଶିକ୍ଷଣ ସହ ସ୍ଵାସ୍ଥ୍ୟ, ସଡ଼କ ସୁରକ୍ଷା, ପ୍ରାକୃତିକ
Read More...

ପାଇକମାଲ ବ୍ଲକ ଅଞ୍ଚଳରେ ଦାଦନ ଶ୍ରମିକ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପାଇକମାଲ ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ ପାଇକମାଲ ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ରାତି ପ୍ରାୟ ୧୨ଟା ୩୦ ମିନିଟ
Read More...

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ସମ୍ବିଧାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜାଜୀ ଟାଉନ ହଲ ଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ପଦ୍ମପୁର ତରଫରୁ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତୀ ଅବସରରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆବାହକ ଚନ୍ଦ୍ରହାସ୍ୟ ଜାଲ ସଂଯୋଜନା
Read More...

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ୨୦୨୪ ଦ୍ଵିତୀୟ ଦିନରେ ଏସ୍‌ଏସ୍‌ ଏଭେଞ୍ଜର୍ସ ଓ ଏସ୍‌ବିଏସ୍‌. XI ସେମିରେ ପ୍ରବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ୨୦୨୪ ଦ୍ଵିତୀୟ ଦିନ ଖେଳ ସମାପ୍ତ ହୋଇଯାଇଛି । ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭିତରେ ଖେଳା ହେଉଥିବା ଏହି
Read More...

ନୃସିଂହ ପଞ୍ଜିକା – ୨୦୨୫ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କପସିଲା ରୋଡ଼ ସ୍ଥିତ ଉଦୟନାଥ ଫର୍ଣିଚର ପରିସରରେ ଗତ କାଲି ଏକ ମନୋରମ ପରିବେଶରେ ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ଵିତୀୟ ସ୍ୱ ନକ୍ଷତ୍ର ଦିବସ ବହୁ ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି । ଏହି ଅବସରେ ଦୀର୍ଘ ବର୍ଷ ଧରି ପ୍ରକାଶିତ ହୋଇ ଆସୁଥିବା
Read More...

ପାଇକମାଲ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛେତଗାଁ କେନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣଡିହି ଠାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମହାଦେବ ବେହେରାଙ୍କ ତତ୍ତ୍ୱବଧାନରେ ଛେତଗାଁ ଉଚ୍ଚ ବିଦ୍ୟାଳୟର
Read More...