ମାଣ୍ଡୋସିଲ୍ ଧାନ ମଣ୍ଡିରେ ଚାଷୀଙ୍କ ମଧ୍ୟରେ ଆଶଙ୍କା
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡୋସିଲ୍ ଧାନମଣ୍ଡିରେ ଚାଷୀ ମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଉଛି । ସରକାରଙ୍କ ନିୟମ ଅନୁସାରେ ଟୋକନର ବ୍ୟବସ୍ଥା କରି ତାରିଖ ଧାର୍ୟ୍ୟ କରାଯାଇ ଧାନ ଉଠାଇବାର ବ୍ୟବସ୍ଥା କରାଯାଇଛି । ଧାନ ଉଠାଇବାରେ!-->…
Read More...
Read More...