Browsing Tag

padmapur news

ଅସହାୟ ଗରିବ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତ ସପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସହାୟ ଗରିବ ପରିବାରମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସରକାର ମାଳ ମାଳ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଅଧିକାଂଶ ସ୍ଥାନରେ ଲୋକାଭିମୁଖୀ ଯୋଜନା ବାଟବଣା ହୋଇ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚି ପାରୁନାହିଁ । ଏପରି ଏକ ଅଭାବନୀୟ ଦୃଶ୍ୟ
Read More...

ବସୁଧା ପାନୀୟ ଜଳ ଯୋଗାଣ ଅବ୍ୟବ‌ସ୍ଥା : ଫାଟି ଯାଇଛି ଟାଙ୍କି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବାଦିକଟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସାପଲହର ଗ୍ରାମ ବାସିନ୍ଦାଙ୍କ ଉତ୍କଟ ପାନୀୟ ଜଳ ସମସ୍ୟା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେଲା ପଂଚାୟତ ରାଜ ବିଭାଗ, ବରଗଡ଼ ଏକ ପାଣି ଟାଙ୍କି ନିର୍ମାଣ କରିଥିଲେ । କିନ୍ତୁ ପାଣି ଟାଙ୍କି ନିର୍ମିତ ହେବା
Read More...

୨୪ ଡିସେମ୍ବରରୁ ଛିନ୍ଦେଇକେଲା କପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୬ତମ ଛିନ୍ଦେଇକେଲା କପ ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ ଖେଳାଯିବ । ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍ଲବ ସଭାପତି ଆନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ୧୩ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପ୍‌ସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର'ର ବିଜେତା ହେଉଛନ୍ତି ଭରସୁଜାର ଅନାଦି ଭୋଇ ଭୋଇ । ଏହି ଉଠାଣ
Read More...

ସମ୍ପିଆରେ ନୂତନ ସ୍କୁଲ ଗୃହ ପାଇଁ ଜେଇଙ୍କ ପ୍ରତିଶ୍ରୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମର ସ୍କୁଲ ଗୃହ ଭାଙ୍ଗି ପଡିରହିଛି । ଏ ଦିଗରେ ପ୍ରଶାସନର ଦୃଷ୍ଟି ପଡୁନାହିଁ । ଦେଖିବାକୁ ଭୟଙ୍କର ଅବସ୍ଥାରେ ଶ୍ରେଣୀ କୋଠରୀ । ଶିକ୍ଷା ବିଭାଗ ସଂପିଆ ସ୍କୁଲ ଗୃହ ପାଇଁ ସମ୍ପୂର୍ଣ୍ଣ ଭାବେ ଆଖିବୁଜି
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ସାତ ସପନ ହେଲା କରନ ବାଗଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଦେଶରେ ଓ ରାଜ୍ୟରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପକ୍କାଘର ନିର୍ମାଣ କରି ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ରାଜ୍ୟରେ କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀ ଅଫିସର ମାନଙ୍କ ଓ ପଞ୍ଚାୟତ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ
Read More...

ଡିସେମ୍ବର ୨୨ରୁ କ୍ରିଷ୍ଣା କପ୍ କ୍ରିକେଟ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ ଆସନ୍ତା ଡିସେମ୍ବର ୨୨ ତାରିଖରୁ ୧୯ତମ କ୍ରିଷ୍ଣା କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଅଛି । ଏଥିପାଇଁ କ୍ରିଷ୍ଣା କ୍ରିକେଟ କ୍ଲବର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମତିଲ ସାହୁଙ୍କ
Read More...

ବାଲୁକା ଶିଳ୍ପୀଙ୍କୁ ଆର୍ଥିକ ସହାୟତା କଲେ ଡାକ୍ତର ଦମ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକତା ଥିବା ବିଷୟ ଖବରକାଗଜରେ ପ୍ରକାଶିତ ହେବା ପରେ ଆଜି ବରଗଡ଼ର ଜଣାଶୁଣା ସମାଜସେବୀ ଦମ୍ପତ୍ତି ଡାକ୍ତର ରାଜେଶ ତ୍ରିପାଠୀ ଏବଂ ଡାକ୍ତର ସୁସ୍ମିତା ତ୍ରିପାଠୀ କାର୍ତ୍ତିକଙ୍କୁ
Read More...

ଘେଁସରେ ହଲଧର ନାଗ ଗବେଷଣା କେନ୍ଦ୍ରର ଭୂମି ପୂଜନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସହୀଦ ପୀଠ ଘେଁସ ସ୍ଥିତ କଲେଜ ପରିସରରେ ପଦ୍ମଶ୍ରୀ ହଲଧର ନାଗ କୋଶଲୀ/ସମ୍ବଲପୁରୀ ଭାଷା, ସାହିତ୍ୟ ଗବେଷଣା କେନ୍ଦ୍ର ଏବଂ ସ୍ଥାନୀୟ ମହାବିଦ୍ୟାଳୟର ନୁତନ ଶ୍ରେଣୀ ଗୃହ, ପ୍ରଶାସନିକ ଭବନ ଓ କ୍ୟାନ୍‌ଟିନ୍‌ ଗୃହର ଭିତ୍ତି ପ୍ରସ୍‌ସ୍ତର ସ୍ଥାପିତ
Read More...

ମାଣ୍ଡୋସିଲ୍ ଧାନ ମଣ୍ଡିରେ ଚାଷୀଙ୍କ ମଧ୍ୟରେ ଆଶଙ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡୋସିଲ୍ ଧାନମଣ୍ଡିରେ ଚାଷୀ ମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଉଛି । ସରକାରଙ୍କ ନିୟମ ଅନୁସାରେ ଟୋକନର ବ୍ୟବସ୍ଥା କରି ତାରିଖ ଧାର୍ୟ୍ୟ କରାଯାଇ ଧାନ ଉଠାଇବାର ବ୍ୟବସ୍ଥା କରାଯାଇଛି । ଧାନ ଉଠାଇବାରେ
Read More...