Browsing Tag

padmapur news

ପାଇକମାଲ ବ୍ଲକ କଂଗ୍ରେସ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଧୀନସ୍ଥ ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା କାଣ୍ତକୁ ନେଇ ପାଇକମାଲ କଂଗ୍ରେସ ଦଳ ପକ୍ଷରୁ ପାଇକମାଲ ଥାନା ଅଧିକାରୀଙ୍କ ଜରିଆରେ ବରଗଡ଼ ଏସପିଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଆଜି । ପ୍ରଥମେ କଂଗ୍ରେସ ଦଳ ପକ୍ଷରୁ
Read More...

ଉପାନ୍ତ ଅଞ୍ଚଳରେ ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କଲା ବଦାନ୍ୟ ବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଦାନ୍ୟ ବନ୍ଧୁ ପକ୍ଷରୁ ଉପାନ୍ତ ଅଞ୍ଚଳରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଲହରି ଜାରି ରହିଛି । ଏଥିପାଇଁ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ପକ୍ଷରୁ ଜିଲ୍ଲାର ଉପାନ୍ତ ଅଞ୍ଚଳ ମାନଙ୍କରେ
Read More...

ସୁଜିତ ନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ସ୍ଥିତ ଜର୍ଜଗଡରେ ଚାଲିଥିବା ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କୁଆପାଲି ଦଳ ଓ ପାଇକମାଲ କଲୋନୀ ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ । କୁଆପାଲି ଦଳ ୨୦ ଓଭରରେ ୧୫୪ ରନ
Read More...

ସ୍ଵର୍ଗତଃ ରାଏଧର ଲୁହାରଙ୍କ ୧୬ତମ ସ୍ମୃତି ସଭା ଓ ଲକ୍ଷେ ଘର ଗଣ୍ଡା ସମାଜ ବ୍ଳକ ସ୍ତରୀୟ ବାର୍ଷିକ ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ଅନ୍ତର୍ଗତ ବିକ୍ରମନଗର ଠାରେ ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ସ୍ଵର୍ଗତ ରାଏଧର ଲୁହାରଙ୍କ ୧୬ତମ ସ୍ମୃତି ସଭା ଓ ଲକ୍ଷେ ଘର ଗଣ୍ଡାସମାଜ ବ୍ଲକ ସ୍ତରୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ
Read More...

ଖଲିଆପାଲି କ୍ରିକେଟ କପ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ସ୍କୁଲ ଖେଳ ପଡ଼ିଆ ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୨୩ତମ ନେତାଜୀ ମେମୋରିଆଲ କ୍ରିକେଟ କପ ଉଦ୍‌ଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ପଦ୍ମପୁର ଫରେଷ୍ଟ
Read More...

ବୋରାସମ୍ବର ବ୍ଲକ ସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୋରାସମ୍ବର ବ୍ଲକ ସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଅଲ୍‌ ଓଡିଶା ଚିତ୍ରକଳା ଏସୋସିଆସନ ସମ୍ପାଦକ ରଞ୍ଜନ ମିଶ୍ର, ଜିଲ୍ଲା କମିଟିର ପରିଚାଳକ ତେଜରାଜ ସାହୁ. ବିଜେପୁରର ଚିତ୍ରଶିଳ୍ପୀ ଅଭିମନ୍ୟୁ ମେହେର ଓ
Read More...

ସିନାପାଲି ଠାରେ ଭଳି ବଲ ମ୍ୟାଚ : ପଦ୍ମପୁର ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର-ନୂଆପଡା ଜିଲ୍ଲା ସିନାପାଲି ଠାରେ ଏକ ଦିନିକିଆ ଭଳି ବଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଏହି ମ୍ୟାଚରେ ଆଠଟି ଦଳ ସାମିଲ ହୋଇଥିଲେ । ବରଗଡ଼ ଜିଲ୍ଲାର ପଦ୍ମପୁର, ନୂଆପଡ଼ାର ସିନାପାଲି, ରାୟଗଡ଼ାର ମାଳିଗାଁ, କଲାହାଣ୍ଡିର କେସିଙ୍ଗା, ଭବାନୀପାଟଣା,
Read More...

ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ଟଙ୍କା ଜମାହେଲା : ବାଦିକଟା ପଞ୍ଚାୟତରେ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ବାଦିକଟା, ଲଖମରା, ଭେଙ୍ଗରାଜପୁର ୩ଟି ଗ୍ରାମ ପଞ୍ଚାୟତର ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ୩୦ କୋଟିରୁ ଉର୍ଦ୍ଧ୍ବ ଚାଷୀ ମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବା ପରେ ଚାଷୀ ମାନଙ୍କ ତରଫରୁ ପୂର୍ବତନ ବିଧାୟକ ପ୍ରଦୀପ
Read More...

ଗାଁ ଜଙ୍ଗଲ ନିକଟରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ଗ୍ରାମ ନିକଟ ଜଙ୍ଗଲରୁ ଜଣେ ନାବାଳିକାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ନାବାଳିକା ସେହି ଗ୍ରାମର ରାଜେନ୍ଦ୍ର ପାଣ୍ଡେଙ୍କ ୮ ବର୍ଷର ଝିଅ
Read More...

ନୃସିଂହନାଥ ମନ୍ଦିର ଖୋଳାଯିବା ସଂକ୍ରାନ୍ତୀୟ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିବା ପଶ୍ଚିମ ଓଡିଶା ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆସନ୍ତା ତାରିଖ ୬ ବୁଧବାର ଦିନ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ନିମନ୍ତେ ଖୋଲାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ନୃସିଂହନାଥ
Read More...