Browsing Tag

padmapur news

ଜାମସେଠ ପଞ୍ଚାୟତର ବିଜୁ ଯୁବ ଜନତା ଦଳରୁ ୩ ନିଯୁକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବିଜୁ ଜନତା ଦଳ ବ୍ଳକ କମିଟି ଓ ବିଜୁ ଯୁବ ଜନତା ଦଳ କମିଟି ଗଠନରେ ତିନି ଜଣ ଚୟନ ହୋଇଛନ୍ତି । ବ୍ଳକ ଉପ-ସଭାପତି ଭାବେ ଶରତ ଚନ୍ଦ୍ର ତାଣ୍ଡି, ଆଇଟି କୋଡିନେଟର ଭାବେ ରାଜେନ୍ଦ୍ର ପ୍ରଧାନ ଓ ପଞ୍ଚାୟତ ବିଜୁ ଯୁବ ଜନତା ଦଳ ସଭାପତି ଭାବେ
Read More...

ସିଆର୍‌ପିଏଫ୍‌ ଯବାନଙ୍କ ମାତୃ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ସରସରା ଗ୍ରାମର ଅବସର ପ୍ରାପ୍ତ ସିଆର୍‌ପିଏଫ୍‌ ଯବାନ ମନବୋଧ ପଧାନଙ୍କ ମାତା କୁମୋଦିନୀ ପଧାନ(୮୦)ଙ୍କ ପରଲୋକ ଘଟିଛି । ସେ ଜଣେ ପରୋପକାରୀ, ବନ୍ଧୁ ବତ୍ସଳା ଧର୍ମ ପରାୟଣା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ୩ ପୁଅ- ମନବୋଧ, ବବ୍ର୍ରୁବାହାନ,
Read More...

ବୀମା ନାଁରେ ଠକେଇ ହେଉଛି ହଜାର ହଜାର ଟଙ୍କା ବୁଡାମାଲ ପଞ୍ଚାୟତ ଅଂଚଳରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଅଂଚଳରେ ଚାଲିଛି ଚାଷୀ ବୀମା ନାଁରେ ହଜାର ହଜାର ଟଙ୍କା ଆଦାୟ । ଚାଷୀଙ୍କୁ ଭୁଆଁ ଭୁଲାଇ ତୁମକୁ ଲକ୍ଷ ଲକ୍ଷ ଟଙ୍କା ମିଳିବ କହି ପ୍ରତ୍ୟେକ ଚାଷୀଙ୍କ ଘରକୁ ଘର ଯାଇ ଏକ ହଜାର ଟଙ୍କା ଲେଖାଏଁ ଚାନ୍ଦା ମଗା
Read More...

୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜି ଫ୍ରେଣ୍ତସ୍ କ୍ଲବ ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ଷ୍ଟାଡିୟମରେ ଚାଳିଥିବା ୨୬ ମେସବି ଭାରତୀୟ ଛିନ୍ଦେଇକେଲା କପି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଦିନ ପ୍ରଥମ ସେମି ଫାଇନାଲ ଖେଳରେ କଣ୍ଟାବାଞ୍ଜି ଫ୍ରେଣ୍ତସ କ୍ଲବ ବଲାଙ୍ଗିରର
Read More...

ନବମ ରାଇଜିଙ୍ଗ୍ ଷ୍ଟାର କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଆଜି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ କେଛୋଦାଦର ଠାରେ ନବମ ରାଇଜିଙ୍ଗ୍ ଷ୍ଟାର୍ କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆୟୋଜିତ ହୋଇଛି l ମୁଖ୍ୟଅତିଥି ଭାବେ କେଛୋଦାଦର ଗ୍ରାମ ପଂଚାୟତ ପୂର୍ବତନ ସରପଂଚ ଶ୍ରୀମତି ସୁମତି ସାହୁ ଯୋଗଦେଇ ଦେଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ
Read More...

ଭୁଲିଆ ସମାଜର ମାର୍ଗଦର୍ଶନ ‘ବୁନାକାର୍ ପିଲାର୍ କାଏଁ ଦୋଷ୍’

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମେହେର (ଭୁଲିଆ) ସମାଜର କେତେକ ଯୁବକ ସମାଜର ପଥଭ୍ରଷ୍ଟ ଯୁବକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଭିନ୍ନ ଏକ ପନ୍ଥା ଆପଣେଇଛନ୍ତି । ସେମାନେ ଏକତ୍ରୀତ ହୋଇ ସଚେତନଧର୍ମୀ କ୍ଷୁଦ୍ର ସିନେମା 'ବୁନାକାର୍ ପିଲାର୍ କାଏଁ ଦୋଷ୍' ନିର୍ମାଣ
Read More...

ଝାରବନ୍ଧରେ ପୁଲିସର ଜନ ସମ୍ପର୍କ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଛତିଶଗଡ ସୀମାନ୍ତ ଛୋଟଅନକୀ ଗ୍ରାମର ଖେଳ ପଡିଆରେ ପୁଲିସର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଛତିଶଗଡ ସୀମା ଏହି ଗ୍ରାମ ପଞ୍ଚାୟତର ଜଙ୍ଗଲ ରାସ୍ତାରେ ମାଓବାଦୀ ମାନେ ଯିବା ଆସିବା କରୁଥିବାରୁ ଜନସାଧାରଣ ଭୟରେ ଜୀବନଯାପନ
Read More...

କ୍ରିଷ୍ଣା କପ୍ କ୍ରିକେଟ୍ : କଲଙ୍ଗାପାଲି ସେମିରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେସିସି ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ କଲଙ୍ଗାପାଲି ଦଳ ବୁଡେନ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ମହୁଲପାଲି ଦଳ ଇଚ୍ଛାପାଲି ଦଳକୁ ହରାଇ
Read More...

ଧର୍ମପରାୟଣ ବସନ୍ତ ହୋତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବାଦିକଟା ଗ୍ରାମ ପଞ୍ଚାୟତର ଜଣାଶୁଣା ପରିଚିତ ବ୍ୟକ୍ତି ବସନ୍ତ ହୋତାଙ୍କ ପରଲୋକ ହୋଇଯାଇଛି କ୍ଷ ମୃତ୍ୟୁ ବେଳକୁ ତା‌ଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ଧର୍ମପରାୟଣ, ପରୋପକାରୀ, ମେଳାପୀ ବ୍ୟକ୍ତି ଭାବେ ଅଞ୍ଚଳରେ ଜଣାଶୁଣା
Read More...

ବୁବୁଡାରେ ମହାଲକ୍ଷ୍ମୀ ପୂଜା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଦହିଗାଁ ପଞ୍ଚାୟତ ବୁବୁଡା ଗ୍ରାମରେ ମହାଲକ୍ଷ୍ମୀ ପୂଜା ସହ ୩ ଦିନ ଧରି ପୁରାଣ ପାଠ ହୋଇଥିଲା । ଏବର୍ଷ କରୋନାକୁ ଦେଖି ସୁରୁଖୁରୁରେ ପୂଜା ହୋଇଥିଲା । ଆଜି ସନ୍ଧ୍ୟା ୫ଟା ରେ ଭସାଣି ଯାତ୍ରା ଆରମ୍ଭ ହୋଇଥିଲା । ମୁଖ୍ୟ
Read More...