Browsing Tag

padmapur news

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏ ସରକାର ଏତେ ଭୟଭୀତ କାହିଁକି : ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡିକରେ କରୋନା ମହାମାରୀ ତାର ଭୟଙ୍କର ରୂପ ବିସ୍ତାର କରି ଚାଲିଛି । ଦୈନନ୍ଦିନ ପ୍ରତ୍ୟେକ ହସ୍ପିଟାଲରୁ ମୃତ୍ୟୁର ଖବର ଆସି ପହଂଚୁଛି । ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ
Read More...

ଶିକ୍ଷକଙ୍କୁ ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ : ବାପ ପୋଡିଲା ପୁଅର ଶବ, ଗ୍ରାମବାସୀଙ୍କ ତରଫରୁ ୧୪ ଦିନ ବାସନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଚାଲୁଥିବା ବେଳେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ଲାଗିଛି । ଏଥିରେ ଶିକ୍ଷକ ମାନେ ବିଶେଷ ଭାବରେ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅନେକ ଶିକ୍ଷକଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯାଉଥିବା ଦେଖିବାକୁ
Read More...

ବରିଷ୍ଠ ବୈଦ୍ୟରାଜ ପ୍ରଭାକର ଭୋଇଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳ ବରିଷ୍ଠ ବୈଦ୍ୟରାଜ ତଥା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଯୋଗେନ୍ଦ୍ର ଭୋଇଙ୍କ ପିତା ପ୍ରଭାକର ଭୋଇଙ୍କ ଆଜି ପାଇକମାଲ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହେଉଥିଲା । ମୃତ୍ୟୁ
Read More...

ପାଇକମାଲରେ ଆରମ୍ଭ ହେଲା ଚଉଦ ଦିନିଆ ଲକ୍‌ ଡାଉନ୍‌ : ଶ୍ରମିକ ମାନେ ହଟହଟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ଆଜି ଠାରୁ ପାଇକମାଲ ଅଞ୍ଚଳରେ ଲକ୍‌ ଡାଉନ୍‌ ଆରମ୍ଭ ହୋଇଛି । ଗାଇଡ଼ ଲାଇନ୍‌ ଅନୁସାରେ ଦୋକାନ ଖୋଲିବା କଥା ସକାଳ ୬ଟାରୁ ୧୨ଟାଯାଏଁ । ଅନ୍ୟ ପକ୍ଷରେ ଗ୍ରାହକ ମାନେ ୫୦୦ ମିଟର ଯାଏ ଚାଲି ଚାଲି ସଉଦା କରି ପାରିବେ ।
Read More...

ଆଜି ଠାରୁ ୧୪ ଦିନିଆ ଲକ୍‌ ଡାଉନ୍‌ : ପଦ୍ମପୁର ସହରାଞ୍ଚଳରେ ଯାଞ୍ଚ କଡାକଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଆଜି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକ ଡାଉନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ସହରାଞ୍ଚଳ ମଧ୍ୟରେ ଲକ ଡାଉନକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି
Read More...

କେନ୍ଦୁପତ୍ର ଶ୍ରମିକଙ୍କ ଉପରେ ରାଜ୍ୟ ସରକାରଙ୍କ ଦ୍ବିତୀୟ କରୋନା ମାଡ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ସାରା ଦେଶରେ କରୋନାର ଦ୍ବିତୀୟ ଲହର ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଓଡ଼ିଶାରେ କାର୍ୟ୍ୟରତ ୧୪ ଲକ୍ଷ କେନ୍ଦୁପତ୍ର ଶ୍ରମିକକୁ ରାଜ୍ୟ ସରକାରଙ୍କ ସହାନୁଭୂତି ପରିବର୍ତ୍ତେ ଶ୍ରମିକ ଛଟେଇ ଓ ଅନ୍ୟାନ୍ୟ ନିଷ୍ପତ୍ତି କେନ୍ଦୁପତ୍ର ଶ୍ରମିକ,
Read More...

ପଦ୍ମପୁରରେ ଉପଜିଲ୍ଲାପାଳ ଭାବରେ ଯୋଗ ଦେଲେ ତ୍ରିଲୋଚନ ପାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ ଆଜି ତ୍ରିଲୋଚନ ପାତ୍ର ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଉପଜିଲ୍ଲାପାଳ ରହିଥିବା ତନ୍ମୟ କୁମାର ଦରୱାନ ନୂତନ ଉପଜିଲ୍ଲାପାଳ ଶ୍ରୀ ପାତ୍ରଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିବା ସହ କାର୍ୟ୍ୟ
Read More...

କେନ୍‌ସର ରୋଗୀ ବିଭୀଷଣଙ୍କୁ ସହାୟତା ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ଗ୍ରାମର ବିଭୀଷଣ ବାଗ ଜଣେ କେନ୍‌ସର ରୋଗୀ । ତାଙ୍କ ବୟସ ୬୫ । ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ରହିଛନ୍ତି । ସେ ଅତ୍ୟନ୍ତ ଗରିବ ନିସହାୟ ଅସହାୟ ହୋଇ ରହୁଛନ୍ତି । ତାଙ୍କ ଦେଖାରଖା କରିବାକୁ ପାଖରେ କେହି ନାହାନ୍ତି
Read More...

ମାସ୍କ ବ୍ୟବହାର ନ କଲେ ସରକାରୀ ଯୋଜନାରୁ ବାଦ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ଅନେକ ଗ୍ରାମରେ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରୁଥିବା ନଜରକୁ ଆସୁଛି । ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ସମସ୍ତ ଲୋକେ ସରକାରୀ ନିୟମାବଳୀ ଅନୁଯାୟୀ ମାସ୍କ
Read More...

ବୀର ସାବରକର ଯୁବକ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ଦ୍ୱିତୀୟ ଲହର କରୋନା ମହାମାରୀରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲରେ କରୋନା ତାର କାୟା ବିସ୍ତାର ପ୍ରବଳରୁ ପ୍ରବଳତର ଭାବେ କରିବାରେ ଲାଗିଛି କ୍ଷ ହେଲେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିର୍ଭର କରୁଥିବା
Read More...