Browsing Tag

padmapur news

ଅଙ୍ଗନଦୀ ପାଣିରେ ଭାସିଯାଉଥିବା ୨ ନିରୀହ ଜୀବନ ବଞ୍ଚାଇଲେ ୨ ଛାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ମହୁଳପାଲି ଅଙ୍ଗନଦୀରେ ସକାଳୁ ଗାଧୋଇବା ସମୟରେ ମଝି ପାଣି ସ୍ରୋତରେ ଭାସି ଯାଉଥିଲେ ଏହା ଦେଖି ୨ ଜଣ ଛାତ୍ର ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଛନ୍ତି । ରବିବାର ଦିନ ସ୍କୁଲ ଛୁଟି ଥିବାରୁ ମହୁଲପାଲି ଗ୍ରାମର ସୁରଜ ବାଗ(୧୪) ଓ
Read More...

ପଦ୍ମପୁର ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଦ୍ୱାରା ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହ ବାଣିଜ୍ୟ ଦ୍ୱାରା ହିଁ ଆର୍ଥିକ ଅଭିବୃଦ୍ଧି ସମ୍ଭବ ଓ ଦୈନନ୍ଦିନ
Read More...

ରାସ୍ତା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କଟାବାହାଲ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା । ଏହି ଅଭିଯୋଗ ଶୁଣାଣିରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ତାଲପାଲି ଛକ ଠାରୁ କଟାବାହାଲକୁ ସଂଯୋଗ କରିଥିବା ୨୦୦ ମିଟର ରାସ୍ତା ନିର୍ମାଣ କରିବା ନିମନ୍ତେ
Read More...

ଟ୍ରାଫିକ ସମସ୍ୟା ଘେରରେ ପାଇକମାଲ : ପୋଲିସ ନିଷ୍କ୍ରିୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରାବଣ ମାସର ତୃତୀୟ ସେମାବାର ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠକୁ ଭକ୍ତ ପାଣି ତାଳିବା ପାଇଁ ଆସୁଥିବାରୁ ପାଇକମାଲ ବର୍ତ୍ତମାନ ଟ୍ରାଫିକ ସମସ୍ୟା ଘେରରେ ରହିଯାଇଛି । ଫଳରେ ପାଇକମାଲ ସହର ସଡକପଡା ଠାରୁ ନୃସିଂହନାଥ
Read More...

ବର୍ଷା ସମୟରେ ଭୂମିହୀନଙ୍କ ଜବରଦଖଲ ଘର ଉଚ୍ଛେଦ ପ୍ରକ୍ରିୟା : ପଦ୍ମପୁରରେ ଜନ ଅସନ୍ତୋଷ

ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ପ୍ରଶାସନ ଦେଲା ୨ ମାସ ସମୟ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ମହିଳା ମହାବିଦ୍ୟାଳୟ ପଛପଟେ ଥିବା ଗରିବ କୁଟିରକୁ ବର୍ଷା ସମୟରେ ଭାଙ୍ଗିବା ପାଇଁ ପଦ୍ମପୁର ତହସିଲଦାର ପୋଲିସ ନେଇ ପହଞ୍ଚିବା ସମୟରେ ନିରିହ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକଙ୍କ ଦ୍ଵାରା ବିଦ୍ୟାଳୟର ପତାକା ଉତ୍ତୋଳିତ ହେଲା ପରେ ସମସ୍ତ ଛାତ୍ରୀ
Read More...

ସାମ୍ବାଦିକ ଜଗବନ୍ଧୁ ସାହୁଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେଁସ ଅଞ୍ଚଳର ଜଣାଶୁଣା ସାମ୍ବାଦିକ ଜଗବନ୍ଧୁ ସାହୁଙ୍କ ମାତା ଶାନ୍ତି ସାହୁ(୬୫)ଙ୍କ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନରୁ କିଡ୍‌ନୀ ଓ ଫୁସ୍‌ଫୁସ୍‌ ରୋଗରେ ପୀଡିତ ଥିଲେ । ଆଜି ସକାଳ ୯ଟା ୩୦ ମିନିଟ୍‌ ଶନିବାର ଦିନ
Read More...

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କୁ ଆଇନ ଛାତ୍ର ଆଶିଷ ଜ୍ୟୋତିଷଙ୍କ ଚିଠି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗୋଟିଏ ବଡ ଉପଖଣ୍ଡ ହୋଇଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ, ଗମନା ଗମନ ଇତ୍ୟାଦି ସବୁ କ୍ଷେତ୍ରରେ ଅନୁନ୍ନତ ଅଟେ । ଏହି ଅଂଚଳ ଶିକ୍ଷା କ୍ଷେତ୍ରରେ ବେଶ ପଛୁଆ । ଏଠାରେ ଭଲ ଉନ୍ନତ ମାନର ଶିକ୍ଷାନୁଷ୍ଠାନ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରେର ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ କରି ଶିଶୁ ମାନଙ୍କ ସଂସ୍କାର, ଆଧ୍ୟାତ୍ମିକ ବିକାଶ ତଥା ଶୈକ୍ଷିକ
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଠାରେ ଆଜି ଶନିବାର ଦିନ ୧୫ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ବାଟିକା ଠାରୁ ସମସ୍ତ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇଭଉଣୀ ଭାଗ ନେଇଥିଲେ । ଏଥିରେ ୭୫ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଏହି
Read More...