Browsing Tag

padampur news

ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ୨୦୦୦ ବ୍ୟାଚର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରର ବିନ୍ଧ୍ୟବାସିନୀ ଭବନରେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ମେଲଛାମୁଣ୍ଡା ୨୦୦୦ ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ
Read More...

କ୍ରିଷ୍ଣା କପ୍‌ ଉଦ୍‌ଯାପିତ : ମହୁଲପାଲି ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆଠାରେ କେସିସି ଦ୍ଵାରା ଆୟୋଜିତ ୨୧ତମ କ୍ରିଷ୍ଣା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ମହୁଲପାଲି ଦଳ ଝାଙ୍କରପାଲି ଦଳକୁ ହରାଇ ଚାମ୍ପିଅନ ହୋଇଛନ୍ତି ।
Read More...

ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା
Read More...

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ : ରାୟଗଡ଼ାକୁ ହରାଇ ଫାଇନାଲରେ ରାଞ୍ଚି

ଆସନ୍ତାକାଲି କଣ୍ଟାବାଞ୍ଜି ଓ ରାଞ୍ଚି ମଧ୍ୟରେ ଫାଇନାଲ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ସେମିଫାଇନାଲରେ ରାୟଗଡାକୁ ୧୦୪
Read More...

ମାଁ ଦୁର୍ଗେଇ ଦେବୀଙ୍କ ପରିଚାଳନା ପୂଜା କମିଟିର ସମୀକ୍ଷ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲ ପଞ୍ଚାୟତ ମନଭଙ୍ଗ ଡ୍ୟାମ ସ୍ଥିତ ଯମୁନା କନ୍ଧୁଣୀ ଶକ୍ତିପୀଠ ଠାରେ ଡିସେମ୍ବର ୧୪ ଓ ୧୫ ତାରିଖରେ ମାଁ ଦୁର୍ଗେଇ ଦେବୀଙ୍କ ପୂଜାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟିର ସଭାପତି ମଧୁସୂଦନ
Read More...

ପଞ୍ଚମ ଦିନରେ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍‌

କଟକକୁ ହରାଇ ସେମିଫାଇନାଲ୍‌ରେ ରାୟଗଡ଼ା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଳବ୍ ତରଫରୁ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଶେଷ ଲିଗ୍ ମ୍ୟାଚ୍‌ରେ ରାୟଗଡ଼ା ଦଳ
Read More...

ପଦ୍ମପୁରରେ ଖୋଲିଲା ଦବା ଇଣ୍ଡିଆ : ମାର୍କେଟ ରେଟ୍‌ରୁ କମ ଦରରେ ଔଷଧ ପାଇବେ ଲୋକେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ବିକାଶ ସହ ଉଚ୍ଚଦରର ଔଷଧ କମ୍‌ରେ ଲୋକେ ପାଇ ପାରିବେ ସେନେଇ ବିଭିନ୍ନ ଯୋଜନା ମାନ କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଜନଔଷଧୀ ଯୋଜନା ଅନ୍ତର୍ଗତ ପଦ୍ମପୁର ଶାନ୍ତିନଗର ଠାରେ ଦବା ଇଣ୍ଡିଆ ଜେନେରିକ ଔଷଧର
Read More...

ଭଣ୍ଡାରପୁରୀ ଠାରେ ରାଧାଗୋବିନ୍ଦ ଗୋ-ସେବା ଟ୍ରଷ୍ଟ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଠାରେ ରାଧାଗୋବିନ୍ଦ ଗୋ-ସେବା ଟ୍ରଷ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଵରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଝାରବନ୍ଧ ପଶୁ ଚିକିତ୍ସକ‌ ସମୀର
Read More...

ଭେରୁଆମୁଣ୍ଡା କଲ୍ୟାଣ ମଣ୍ଡପ ସଂପୂର୍ଣ୍ଣ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଠାରେ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ପାଇଁ ଏକ କଲ୍ୟାଣ ମଣ୍ଡପ ନିର୍ମାଣାଧିନ ରହିଛି । ଦୀର୍ଘ ଦିନରୁ ନିର୍ମାଣ କରାଯାଉଛି । କିନ୍ତୁ ସଂପୂର୍ଣ୍ଣ ହେଉ ନାହିଁ । ଗ୍ରାମବାସୀ ଅନେକ ଥର
Read More...

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ପରିଭ୍ରମଣ ଶିକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଠ୍ୟକ୍ରମକୁ ସରସ, ସୁନ୍ଦର ଓ ଛାତ୍ରୀଙ୍କ ମାନସିକ, ବୌଦ୍ଧିକ ଜ୍ଞାନର ବିକାଶ ନିମନ୍ତେ ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ କଠିନ ପ୍ରୟାସ କରିଛନ୍ତି । ନବମ, ଦଶମ ଶ୍ରେଣୀର ୭୬ ଜଣ ଛାତ୍ରୀଙ୍କୁ ନେଇ ୨୪ ତାରିଖ
Read More...