କ୍ଷୀରସାଗର ସାହୁ ହେଲେ ଜଗଦଲପୁର ବିଜେପି ମଣ୍ଡଳ ସଭାପତି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜଗଦଲପୁର ବିଜେପିର ମଣ୍ଡଳ ସଭାପତି ଭାବେ କ୍ଷୀରସାଗର ସାହୁ ମନୋନୀତ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର ସାଂଗଠନିକ ନିର୍ବାଚନ ଭିତ୍ତିରେ ଓଡ଼ିଶାର ପ୍ରତ୍ୟେକ ମଣ୍ଡଳର ସଭାପତି ଚୟନ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ!-->…
Read More...
Read More...