Browsing Tag

padampur news

ନୃସିଂହନାଥ ଏସଏସଡି ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଏସଏସଡି ହାଇସ୍କୁଲରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ଜିଲ୍ଲା ସ୍ତରୀୟ ହାଇସ୍କୁଲ ମାନଙ୍କର ଏକ ଦିବସୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲାର ସାତ ଗୋଟି
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ପରୀକ୍ଷାରେ ଭଲ କର ତତ୍ ସଙ୍ଗେ ସଙ୍ଗେ ଭଲ ମଣିଷ ହୁଅ' ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ପରାମର୍ଶ ତଥା ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇସାରିଛି । ଉକ୍ତ ସଭାରେ
Read More...

ପଦ୍ମପୁରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୁତନ ଶାଖା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଫେବୃୟାରୀ ୧୩ ତାରିଖ ଗୁରୁବାର ଦିନ ପଦ୍ମପୁର କଲେଜ ରୋଡ଼ ଠାରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂତନ ଶାଖା ଉଦ୍‌ଘାଟିତ ହୋଇ ଯାଇଛି । ଏହି ଅବସରରେ ସକାଳୁ ଶାଖା ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା । ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ବିକାଶ
Read More...

ପାଇକମାଲରେ ନୂତନ ଥାନା ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ନୂତନ ଥାନା ଅଧିକାରୀ ଭାବରେ କୈଳାଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଜଗଦଲପୁର ଥାନାରେ କାର୍ଯ୍ୟରତ ଥିଲେ । ପାଇକମାଲ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତାଙ୍କର ପ୍ରଥମ କର୍ତ୍ତବ୍ୟ
Read More...

ଜଗଦଲପୁର ଥାନାରେ ନୂତନ ଥାନାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସ ଉପଖଣ୍ଡର ଜଗଦଲପୁର ଥାନାରେ ନୂତନ ଥାନାଧିକାରୀ ଭାବେ ଆଇଆଇସି ଅଭିମନ୍ୟୁ ଦୁର୍ଗା ଯୋଗ ଦେଇଛନ୍ତି । ଏଠାରେ କାର୍ଯ୍ୟରତ ଥାନାଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନଙ୍କୁ ପାଇକମାଲ
Read More...

ମହୁଲପାଲିରେ ମାଘ ପୂର୍ଣିମାରେ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଲତାକୁ ଉପାସନା କରିବାର ଧାରା ରହି ଆସିଛି । ଏହାକୁ ଆଧାର କରି ଆଜି ବୁଧବାର ମାଘ ପୂର୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୬ତମ ଅଙ୍ଗ ଆଳତୀ କରାଯାଇଅଛି ।
Read More...

ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଳକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଳକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ସହ ବ୍ଳକ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ଯୋଶୀଙ୍କ ସଭାପତିତ୍ୱରେ
Read More...

ବିଜେପି ପକ୍ଷରୁ ଲଖମରା ମଣ୍ଡଳ ସ୍ତରୀୟ ସମର୍ପଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ଲଖମରା ମଣ୍ତଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟକ୍ଷଙ୍କ ପୂଣ୍ୟ ତିଥି କୁଧେରନପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜବୋଡାସମ୍ବର ଜିଲ୍ଲା ପରିଷଦ ତଥା ରାଜ୍ୟ ମହିଲା ମୋର୍ଚ୍ଚା ସଦସ୍ୟା ସରସ୍ଵତୀ
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଦଳ ପକ୍ଷରୁ ପାଇକମାଲ ମଣ୍ତଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ବରଗଡ ସାଂସଦଙ୍କ ପାଇକମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏହା ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଶ୍ରେଷ୍ଠ ଭାରତ ନିର୍ମାଣର ଆଧାର ହେଉଛି ବୈଦିକ ସଂସ୍କୃତି ନାମକ ସେମିନାର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁକୁଳ ନବ ପ୍ରଭାତ ବୈଦିକ ବିଦ୍ୟାପୀଠ ନୂଆଁପାଲି ଠାରେ ଉଲ୍ଲେଖନୀୟ ଗବେଷଣା ସେମିନାର "ଶ୍ରେଷ୍ଠ ଭାରତ ନିର୍ମାଣ ଆଧାର ବୈଦିକ ସଂସ୍କୃତି ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ପ୍ରମୁଖ ସଂସ୍କୃତ ବିଦ୍ୱାନମାନେ ଉପସ୍ଥିତ ଥିଲେ । ପତଞ୍ଜଳି
Read More...