Browsing Tag

padampur news

କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ଜିଲ୍ଲା ପରିଷଦ ସଦସ୍ୟା ଝରଣା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତ ମହରାପାଲି ଛକ ଠାରେ ବନିତା ସୁନାଙ୍କ ଘର ସମ୍ପୂର୍ଣ୍ଣ ଭାବେ ନିଆଁରେ ଛାରଖାର ହୋଇଯାଇଛି । ଏହି ଖବର ପାଇବା ପରେ କାଳ ବିଳମ୍ବ ନକରି ଗାଇସିଲେଟ ଜିଲ୍ଲା ପରିଷଦ ଶ୍ରୀମତୀ ଝରଣା
Read More...

ରାଜ୍ୟ କ୍ରେଡିଟ ସେମିନାରରେ ସ୍ଵୟଂ ଶିଦ୍ଧା ଏଫ୍.ପି.ଓ ଏବଂ ପାଟଣେଶ୍ଵରୀ ଜଳ ବିଭାଜିକା ପ୍ରକଳ୍ପ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭୁବନେଶ୍ୱର ସ୍ଥିତ ମେଫେଆର ହୋଟେଲରେ ଆୟୋଜିତ ନାବାର୍ଡର ରାଜ୍ୟ କ୍ରେଡିଟ ସେମିନାର ୨୦୨୫ ଉତ୍ସବରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ ଦ୍ଵାରା ପରିଚାଳିତ ହୋଇଯାଇଛି । ଏବଂ ନାବାର୍ଡ
Read More...

ସାଙ୍ଗ ହେବ ତ ଏମିତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୀବନରେ ଭଳ ବନ୍ଧୁଟି ଥିଲେ ଜୀବନରେ ବନ୍ଧୁର ବନ୍ଧୁତ୍ୱକୁ କେତେ ନିଭାଏ ତାହା ସେହି ବନ୍ଧୁ ବନ୍ଧୁତ୍ୱକୁ ବୁଝିପାରିବ । ଯଦି ବନ୍ଧୁ ବନ୍ଧୁର ବୈମାନି କରେ ତେବେ ବନ୍ଧୁ ବନ୍ଧୁ ମଧ୍ୟରେ ବନ୍ଧୁତ୍ୱା ମଧ୍ୟରେ ଫାଟ ସୃଷ୍ଟି ହୁଏ । ବରଗଡ଼ ଜିଲ୍ଲା ପଦ୍ମପୁର
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପଣ୍ଡା ମହୋଦୟ ଅତିଥି ବୃନ୍ଦଙ୍କୁ ସ୍ୱାଗତ ଜଣାଇ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ସଂକ୍ଷିପ୍ତରେ
Read More...

ଶ୍ରୀଅରବିନ୍ଦ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଦିତି ବିହାର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ବରିଷ୍ଠ ବୁଦ୍ଧିଜୀବୀ ଜୟନାରାୟଣ
Read More...

୧୪ତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସତ୍ୟସେବା ଉଚ୍ଚ ବିଦ୍ୟାଳୟ କନସିଂହାଠାରେ ପ୍ରଧାନ ଶିକ୍ଷକ ମାନଙ୍କର ୧୪ତମ ମାସିକ ସମୀକ୍ଷା ବୈଠକ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ମାନିତ ଅତିଥି ଭାବରେ
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଲିର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଟିକେଲାଲ ଦାଶଙ୍କ ଧର୍ମପତ୍ନୀ ସୁମିତ୍ରା ଦାଶଙ୍କ ଗତ ୧୩ ତାରିଖ ଦିନ ପଦ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ତାଙ୍କ ପଛରେ ପୁତ୍ର ଅଧ୍ୟାପକ
Read More...

ନୃସିଂହନାଥ ଏସଏସଡି ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଏସଏସଡି ହାଇସ୍କୁଲରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ଜିଲ୍ଲା ସ୍ତରୀୟ ହାଇସ୍କୁଲ ମାନଙ୍କର ଏକ ଦିବସୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲାର ସାତ ଗୋଟି
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ପରୀକ୍ଷାରେ ଭଲ କର ତତ୍ ସଙ୍ଗେ ସଙ୍ଗେ ଭଲ ମଣିଷ ହୁଅ' ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ପରାମର୍ଶ ତଥା ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇସାରିଛି । ଉକ୍ତ ସଭାରେ
Read More...

ପଦ୍ମପୁରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୁତନ ଶାଖା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଫେବୃୟାରୀ ୧୩ ତାରିଖ ଗୁରୁବାର ଦିନ ପଦ୍ମପୁର କଲେଜ ରୋଡ଼ ଠାରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂତନ ଶାଖା ଉଦ୍‌ଘାଟିତ ହୋଇ ଯାଇଛି । ଏହି ଅବସରରେ ସକାଳୁ ଶାଖା ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା । ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ବିକାଶ
Read More...