Browsing Tag

padampur news

କେଛୋଦାଦର ପଞ୍ଚାୟତରେ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ସରପଞ୍ଚ ଭାବେ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ତୃତୀୟ ପର୍ଯ୍ୟାୟ ଭୋଟ ଗଣତିରେ ପାଇକମାଲ ବ୍ଳକ କେଛୋଦାଦର ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଚିତ୍ତରଞ୍ଜନ ପ୍ରଧାନ ୨୫ ଖଣ୍ଡ ଭୋଟରେ ଧନଞ୍ଜୟ ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେ ଜଣେ ଯୁବ ନେତା, ପରୋପକାରୀ
Read More...

୪୯୩ ଭୋଟରେ ବିଜୟୀ ହେଲେ ଖଳିଆପାଲି ସରପଞ୍ଚ ପ୍ରାର୍ଥିନୀ ଗୀତାଞ୍ଜଳି ପୁଟେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକାଶ ପାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଫଳାଫଳ । ତେବେ ଗତକାଲି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଠାରେ ସକାଳ ୮ଟା ରୁ ଚାଲିଥିଲା ଜୋନ ନଂ.୩ର ଭୋଟ ଗଣତି ଶେଷ ହୋଇଯାଇଛି । ଜୋନ ନଂ. ୩ର
Read More...

ଡୁମ୍ବେରବାହାଲ ସ୍କୁଲରେ ସ୍ୱାଗତ ସମାରୋହ ଓ କୃତି ଛାତ୍ରୀକୁ ସମ୍ବର୍ଦ୍ଧନା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ସାରା ରାଜ୍ୟରେ ଶିକ୍ଷାଦାନ ବନ୍ଦ ରହିଥିବା ସ୍କୁଲ ଗୁଡିକ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଜି ପୁନର୍ବାର ଖୋଲିଥିବାରୁ ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଳ ବ୍ଲକ ମାଣ୍ଡୋସିଲ କ୍ଲଷ୍ଟର ଅନ୍ତର୍ଗତ
Read More...

ଜାତୀୟ ବିଜ୍ଞାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସିଭି ରମଣଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ
Read More...

ପାଇକମାଲ ପଞ୍ଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ବିଜୟୀ ହୋଇଛନ୍ତି । ବିଗତ ବର୍ଷମାନଙ୍କରେ ପାଇକମାଲ ଗ୍ରାମ ପଞ୍ଚାୟତରେ କଂଗ୍ରେସ ଓ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ
Read More...

ଘର ହିଁ ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଗତକାଲି ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ପ. ମୋହନ ରାଓ
Read More...

ଆସନ୍ତା ୨୬ରୁ ପଦ୍ମପୁର ଉପଖଣ୍ଡରେ ଭୋଟ ଗଣତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ତିନୋଟି ବ୍ଳକ ପାଇକମାଲ, ଝାରବନ୍ଧ ଓ ରାଜ ବୋଡାସମ୍ବରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି । ତେବେ ଏଠାରେ ଭୋଟ ଗଣତି ପ୍ରକ୍ରିୟା ଆସନ୍ତା ୨୬, ୨୭ ଓ ୨୮ ତିନିଦିନ ଧରି ଅନୁଷ୍ଠିତ ହେବ । ୨୬ ତାରିଖରେ
Read More...

ଘର ହିଁ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆଜି ଶିଶୁ ମନ୍ଦିର ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ସଭାପତି ଦ୍ବାଦଶ କୁମାର
Read More...

ଭୋଟ ଦିନ ମତଦାତାଙ୍କୁ ମାଡ ମାରିଥିବା ଗାଇସିଲେଟ ଥାନା ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ତା ୧୮/୨ ରିଖ ଦିନ ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଆଇଆଇସି ବୀରବଳ ଜଗତ ନିଜ ଗାଡିରେ ପୋଲିସ ଫୋର୍ସ ଧରି ବିଭିନ୍ନ ବୁଥ ଭିତରକୁ ପ୍ରବେଶ କରି ସାଧାରଣ ଭୋଟରମାନଙ୍କୁ ଏପରିକି ମହିଳା ଭୋଟର
Read More...

ଗୁରୁତର ବ୍ୟକ୍ତିଙ୍କୁ ପଦ୍ମପୁର ଡାକ୍ତରଖାନା ପହଞ୍ଚାଇଲେ ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଠାରେ ଆଜି ସକାଳ ୯ଟା ସମୟରେ ବାଇକ ଓ ଲୁନା ମଧ୍ୟରେ ଧକ୍କା ହୋଇଥିଲା । ଠିକ୍‌ ସେ ସମୟରେ ପଦ୍ମପୁର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ବିଜେପୁରରେ ହେଉଥିବା ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ
Read More...