Browsing Tag

padampur news

ନିଃଶୁକ୍ଲ ମଧୁମେହ ରୋଗୀ ଚିହ୍ନଟ ଓ ପରାମର୍ଶ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାୟସ୍ସ କ୍ଲବ ପାଇକମାଲ ଓ ନୃସିଂହନାଥ ଆନୁକୂଲ୍ୟରେ ଲାୟସ୍ସ କ୍ଲବ ସଭାପତି ଜନାର୍ଦ୍ଦନ ପଣ୍ଡାଙ୍କ ନେତୃତ୍ବରେ ନରସିଂହ ମେଡିକାଲ ଷ୍ଟୋର ଠାରେ ନିଃଶୁକ୍ଲ ମଧୁମେହ ଚିହ୍ନଟ ଓ ପରାମର୍ଶ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପାଇକମାଲ ଆଇଆଇସି
Read More...

ପଦ୍ମପୁର ସହରରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତନିଧି ଦଳ ପଦ୍ମପୁର ସହରରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ
Read More...

ହୀରାପୁର ସ୍କୁଲରେ ପବିତ୍ର ଉତ୍କଳ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ହୀରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇ ଯାଇଛି । ପବିତ୍ର ଉତ୍କଳ ଦିବସ ପାଳନ ସମାରୋହରେ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଯୋଶୀ, ସହକାରୀ ଶିକ୍ଷକ ଅଶୋକ କୁମାର ସାହୁ, ଦୀପଞ୍ଜଳି ସାହୁ, ମାଧବ କୁମାର
Read More...

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍କଳ ଦିବସ ଉପଲକ୍ଷେ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ଅଧକ୍ଷ୍ୟ ଶ୍ରୀମତୀ ସାବିତ୍ରୀ ବାଗ ସକାଳ ଘ.୭.୩୦ ମିନିଟ୍‌ରେ ସହରର ସମସ୍ତ ପ୍ରତିମୂର୍ତ୍ତୀମାନଙ୍କରେ ମାଲ୍ୟାର୍ପଣ କରିଥିଲେ । ଏହି ସମାରୋହରେ ସମସ୍ତ କାଉନସିଲ୍‌ର ଓ ନିର୍ବାହୀ ଅଧିକାରୀ ଜୟନ୍ତ
Read More...

ସରପଞ୍ଚ ହେବତ ଏମିତି : ଘର ପୋଡ଼ି ଯାଇଥିବା ପରିବାରକୁ ସାହା ହେଲେ ସରପଞ୍ଚ ସୁଦାମ ଚରଣ ସେଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଝେଙ୍ଗନାଡିହୀ (ଢିପାପଡା) ନିବାସୀ ସନ୍ତୋଷ ବରିହାଙ୍କ ଘରେ ଆଜି ପ୍ରାୟ ୧ଘ.୩୦ ମିନିଟ ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଗ୍ରାମବାସୀମାନେ ଏହି ଘଟଣାକୁ ଦେଖି ସରପଞ୍ଚଙ୍କୁ ଜଣାଇ ପରେ
Read More...

ପାଇକମାଲରେ ଉତ୍କଳ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଉତ୍କଳ ଦିବସ ଅବସରରେ ପାଇକମାଲ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାଦେବ ବେହେରା, କିଶୋର ଚନ୍ଦ୍ର
Read More...

ଭେଙ୍ଗରାଜପୁର ପଞ୍ଚାୟତରେ ଜଳଛତ୍ରର ଶୁଭାରମ୍ଭ କଲେ ସରପଞ୍ଚ ସୁଦାମ ଚରଣ ସେଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଦାମ ଚରଣ ସେଠୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜନ ସାଧାରଣଙ୍କ ପାଇଁ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା ପାଇଁ ଗ୍ରାମ ପଞ୍ଚାୟତର ଭୁଲିଆବନ୍ଧ ଛକ, ପିପଲପାଲି, ଝେଙ୍ଗନାଡିହୀ,
Read More...

ବନ୍ଦଲା ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ବନ୍ଦଲା ଗ୍ରାମରେ ଗୋବିନ୍ଦ ଦାଶ ମହାରାଜଙ୍କ ତତ୍ୱାବଧାନରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞରେ ଯୋଗିନ୍ଦ୍ର ସାହୁ, ରେବତୀକାନ୍ତ ଭୋଇ, ପଣ୍ତିତ ନାଏକ ନିଜ ପତ୍ନୀ ସହ ପୂଜା କାର୍ଯ୍ୟ
Read More...

ପ୍ଳାଷ୍ଟିକ୍ ବର୍ଜନ ଓ ଶକ୍ତି ସଂରକ୍ଷଣ ଉପରେ ଛାତ୍ରଛାତ୍ରୀଙ୍କ ର‍୍ୟାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପ୍ଳାଷ୍ଟିକ ବର୍ଜନ ଓ ଶକ୍ତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏକ ରଚନା, କୁଇଜ୍, ଭାଷଣ ଓ
Read More...

କେନ୍ଦୁଭଟାରେ କ୍ଷୁଦ୍ରଦାନା ଶସ୍ୟର ପୃଷ୍ଟିସାର ସମ୍ବନ୍ଧୀୟ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଦୁଭଟା ଦେବଦତ୍ତ କ୍ଲବ କାର୍ଯ୍ୟାଳୟଠାରେ ବ୍ଲକର ପଂଚାୟତିରାଜ ବିଭାଗର ନବ ନିର୍ବାଚିତ ପ୍ରତିନିଧି, କୃଷି ବିଭାଗ, ଶିକ୍ଷା ବିଭାଗ, ଶିଶୁ ବିକାଶ ବିଭାଗ ଓ ଚାଷୀମାନଙ୍କୁ ନେଇ କ୍ଷୁଦ୍ରଦାନା ଶସ୍ୟର ପୃଷ୍ଟିସାର
Read More...