‘ସଚେତନ ହେମା’ ଅନୁଷ୍ଠାନ ପକ୍ଷରୁ ଲୋକକଳା ଦିବସ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା କଳା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ 'ସଚେତନ ହେମା' ପକ୍ଷରୁ ଲୋକକଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ନାଟ୍ୟକାର ରାଜକୁମାର ସାହୁ ଜନ ଜୀବନର ସରଳ ଅଭିବ୍ୟକ୍ତି ହିଁ ଲୋକକଳା ବୋଲି କହିବା ସହ ଲୋକକଳାର!-->…
Read More...
Read More...