ଏବିସିଡିର ବୋଡାସମ୍ବର ନୂଆଁଖାଇ ଭେଟ୍ଘାଟ୍ – ୨୦୨୨ ଆୟୋଜିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୧ ତାରିଖ ସନ୍ଧ୍ୟାରେ ରିକ୍ରିଏସନ ସେଣ୍ଟର ସ୍ଥିତ ରଙ୍ଗମଞ୍ଚରେ ପଦ୍ମପୁର ଏବିସିଡି ଅନୁଷ୍ଠାନ ଆନୁକୂଲ୍ୟରେ ଚବିଶ ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ - ୨୦୨୨ ମହାସମାରୋହରେ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଝାଙ୍କର ସୁରେଶ ଡୁଡକା ମା' ସମଲେଇଙ୍କ!-->…
Read More...
Read More...