ନୃସିଂହନାଥ ଝରଣା ନିକଟରେ ଜଣେ ଯୁବତୀଙ୍କୁ ହତ୍ୟା ଅଭିଯୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନିକଟସ୍ଥ ଜର୍ଜଗଡ ଗ୍ରାମରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗ୍ରାମର ଦୁଇ ଜଣ ଭଉଣୀ ନିକଟସ୍ଥ ଝରଣାକୁ ଗାଧୋଇବାକୁ ଯାଇଥିଲେ । ବଡ଼ ଭଉଣୀ ଶୌଚ ପାଇଁ ଦୂରକୁ ଯାଇଥିବା ବେଳେ କେହି ଅଜଣା ଯୁବକ!-->…
Read More...
Read More...