Browsing Tag

padampur news

ପ୍ରସିଦ୍ଧ ବୈଶାଖ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଲୋକଗୀତ ଓ ଲୋକନୃତ୍ୟରେ ଝୁମିଲେ ଦର୍ଶକ ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠ ଚଳଚଂଚଳ ହୋଇଥିଲା ଦୀର୍ଘ ପାଂଚଦିନ ବ୍ୟାପୀ । ଗନ୍ଧମାର୍ଦ୍ଦନ ପାଦଦେଶରେ ସମବେତ ହୋଇଥିଲେ ହଜାର କଳାକାର । ଲୋକଗୀତ, ଲୋକନୃତ୍ୟରେ ଦୁଲୁକି ଉଠିଥିଲା ବିନ୍ଧ୍ୟବାସିନୀ
Read More...

ହକ ଅଧିକାର ପାଇଁ ଲଢେଇ କଲେ ଯିବାକୁ ପଡୁଛି ଜେଲ : ଚାଷୀ ମହଲରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହକ ଅଧିକାର ପାଇଁ ଲଢେଇ କଲେ ଯିବାକୁ ପଡୁଛି ଜେଲ ବୋଲି ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀଙ୍କ ପକ୍ଷରୁ କୁହାଯାଇଛି ଯେ, ବରଗଡ଼ ଜିଲ୍ଲାର ପଦ୍ମପୁର ତଥା ଅଣ ଜଳସେଚିତ ଅଞ୍ଚଳରେ ୨୦୨୦/୨୧ ଖରିଫ ଋତୁରେ ଅଭାବୀ ବର୍ଷା ଯୋଗୁଁ ବ୍ୟାପକ ଅଞ୍ଚଳରେ
Read More...

ମହୁଲପାଲିରେ ଷୋହଳ ପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁ ଶିବାନଗର ଠାରେ ୬ଷ୍ଠ ଥର ପାଇଁ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ୩ ତାରିଖରେ ଶତାଧିକ ମହିଳା ନାମ ସଂକୀର୍ତ୍ତନ୍ୟ ସହ ନିକଟସ୍ଥ ବୁଢ଼ୀବନ୍ଧରୁ ପାଣି ଉଠାଇ ଏକ ବିରାଟ କଳସ ଯାତ୍ରାରେ ଗ୍ରାମ ପରିକ୍ରମା
Read More...

ମେଲଛାମୁଣ୍ଡା ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ : ୧ ମାସ ଭିତରେ ପୃଥକ୍ ପୃଥକ୍ ପାଞ୍ଚୋଟି ସ୍ଥାନରେ ଚୋରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳରେ ଏକ ମାସ ଭିତରେ ପୃଥକ୍ ପୃଥକ୍ ପାଞ୍ଚଟି ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀ ଚୋରି ହୋଇଛି । ଯଥା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଆଲମାରୀ ଭାଙ୍ଗି ଚୋରି ଉଦ୍ୟମ, ଜାମୁଟପାଲି ପ୍ରାଥମିକ
Read More...

ଆଜି ହେଉଛି ନୃସିଂହ ଚତୁର୍ଦ୍ଦଶୀ, ପଦ୍ମପୁର ଉପଖଣ୍ଡର ମହାପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡର ମହାନ ପର୍ବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ
Read More...

ଜୟ ଭାରତୀ ଶ୍ରମିକ ସଂଘର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅଂଚଳର ଶ୍ରମିକମାନଙ୍କୁ ନେଇ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଇଛି । ଡ଼. ଆମ୍ବେଦକରଙ୍କ ଫଟୋରେ ମାଳା ଅର୍ପଣ କରାଯାଇ ମହମବତୀ ଜଳାଇ ସଭାପତି ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପଦ୍ମପୁର କୋର୍ଟ ପରିସରରେ ପଦ୍ମପୁର ତାଳୁକ ଆଇନ ସେବା ସମିତି ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଅରବିନ୍ଦ ରଥ ଅଧ୍ୟକ୍ଷତା କରି ସଭା ପରିଚାଳନା କରିଥିଲେ
Read More...

୧ରୁ ନୃସିଂହନାଥ ବୈଶାଖ ମେଳା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ସର୍ବବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଆଉ ଏକ ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ପ୍ରଶାସନ ତଥା
Read More...

ପାଇକମାଲ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ବିନିଯୋଗ ପ୍ରମାଣ ପତ୍ର ପାଇଁ ଟଙ୍କା ଅସୁଲି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ବିନିଯୋଗ ପ୍ରମାଣ ପତ୍ର ପାଇଁ ଟଙ୍କା ଅସୁଲି ହେଉଥିବା ନେଇ ଅଭିଯୋଗ ହେଉଛି । ସୂଚନା ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଓଡିଶାର ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିଭିନ୍ନ
Read More...

ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜେଲ ଫେରନ୍ତା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପଦ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପ୍ରଦେଶ ସଂଗଠନ ପକ୍ଷରୁ ଫେବୃଆରୀ ୨୮ ତାରିଖ ଓଡ଼ିଶା ବିଧାନସଭା ଘେରାଉ କରାଯାଇଥିଲା । ଏଥିରେ ପୋଲିସ ଉପରେ ଆକ୍ରମଣ ଅଭିଯୋଗ କରି ଯୁବମୋର୍ଚ୍ଚା ପ୍ରଦେଶ ସଭାପତି ଇରାସିସ
Read More...