ରାଜବୋଡାସମ୍ବର କୃଷକ ସଙ୍ଗଠନର ସମୀକ୍ଷା ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମତ ପ୍ରକାଶ ପାଇଛି ଯେ, ୨୦୨୦ - ୨୧ ମହା ମରୁଡ଼ି ପ୍ରଭାବରେ ପ୍ରଭାବିତ ପଦ୍ମପୁର ଅଞ୍ଚଳର ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଫସଲ ନଷ୍ଟ ପରେ କିଛି ଚାଷୀ!-->…
Read More...
Read More...