Browsing Tag

padampur news

ପାଇକମାଲ ପୁଲିସକୁ ବଡ଼ ସଫଳତା : ଦୁଇ ଅଭିଯୁକ୍ତ ଗିରଫ ସହ ଟ୍ରାକ୍ଟର, ୟାମ୍‌ହା ବାଇକ୍‌, ବଜାଜ ଡିସ୍କଭର, ଟାଟା ମେଜିକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପୁଲିସକୁ ମିଳିଛି ବଡ଼ ସଫଳତା । ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଚୋରି କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପାଇକମାଲର ଏଏସ୍‌ଆଇ ବିକେ କାନ୍ଧଧର, ଓଏସ୍‌ଆଇ ପିକେ ଖୁଆସଙ୍କ ନେତୃତ୍ୱରେ ପେଟ୍ରୋଲିଂ ବେଳେ ଏକ ନମ୍ବର
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫ଟି ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଞ୍ଚ ଦିବସୀୟ ୫ଟି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଉକ୍ତ ଅବସର ପାଇଁ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସମ୍ବଲପୁର ଆର୍. ଡି ବିକାଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ
Read More...

ପାଇକମାଲ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ଚଳିତ ବର୍ଷ ପାଇଁ ସାର୍ବଜନୀନ ଦୁର୍ଗାପୂଜା ପରିଚାଳନା କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ଯୁବ ନେତା ସୁଶାନ୍ତ କୁମାର ନାଗ, ଉପ ସଭାପତି ରାକେଶ କୁମାର ଅଗ୍ରୱାଲ, ସଂପାଦକ କୁବେର ରଣା, ସହ ସଂପାଦକ
Read More...

ଅଙ୍ଗନଦୀରେ ଭାସୁଛି ଅଜଣା ମୃତଦେହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ପଞ୍ଚାୟତ ତଥା ପାଇକମାଲ ବ୍ଲକ ଚୁହାପାଲି ଗ୍ରାମ ମଝିରେ ଥିବା ଅଙ୍ଗନଦୀରେ ଏକ ଅଜଣା ମୃତଦେହ ନଗ୍ନ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ଏହି ଖବର ପାଇଁ ଝାରବନ୍ଧ ଥାନା ଅଧିକାରୀ ଘଟଣା ସ୍ଥଳକୁ ପହଂଚି ତଦନ୍ତ
Read More...

ଜର୍ଜଗଡ଼ରେ ନିଆରା ସ୍ୱାଧୀନତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଏକ ନିଆରା ଢଙ୍ଗ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଜର୍ଜଗଡ଼ ଗ୍ରାମର ୯ ଗୋଟି ଏସ୍‌ଏଚ୍‌ଜି ଗୃପର ମା' ଓ ଭଉଣୀମାନଙ୍କ ଆନୁକୂଲ୍ୟରେ ତଥା ଯୁବକମାନଙ୍କ ସହଯୋଗରେ ଅଙ୍ଗନବାଡି ସେଣ୍ଟର ପାଖରେ ୨୫
Read More...

ଅଜଣା ବାଇକ ଧକ୍କାରେ ଶିକ୍ଷକ ନିମାଇଁ ଚରଣ ସ୍ୱାଇଁ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗା ମନ୍ଦିରକୁ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ବାଇକ ଧକ୍କାରେ ଶିକ୍ଷକ ନିମାଇଁ ସ୍ୱାଇଁଙ୍କ ଗୋଡ ଭାଙ୍ଗି ଯାଇଛି । ପଦ୍ମପୁର ପଟରୁ ଏକ ଅଜଣା ବାଇକ କ୍ଷୀପ୍ର ଗତିରେ ଆସି ଅନ୍ୟ ଏକ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଅନ୍ୟ
Read More...

ନେହେରୁ ଯୁବ କେନ୍ଦ୍ରର ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ କଲ୍ୟାଣ ମଣ୍ଡପଠାରେ ସୋମବାର ନେହେରୁ ଯୁବ କେନ୍ଦ୍ର ବରଗଡ଼ (କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାର) ଓ ଇନକ୍ଲୁସିଭ ଏକ୍ସନର ମିଳିତ ସହଯୋଗରେ ଅନୁଷ୍ଠିତ
Read More...

ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନାର ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରପାଲି ତହସିଲଦାରଙ୍କୁ ଦାବୀ କରିଲା ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନା ବରପାଲି ବ୍ଲକ୍ କମିଟି । ଏହି ଅବସରରେ ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନାର ବରପାଲି ବ୍ଲକ୍ ସଭାପତି ତ୍ରିଲୋଚନ ଭୁଏ, ଅଜିତ୍ ରାଏ, ଗଜିନ୍ ଭୁଏ, କୁମର ଭୁଏ, ଯୁଧିଷ୍ଠିର ମାଝୀ,
Read More...

ଗୋଷ୍ଠୀ ସାମାଜିକ ସମୀକ୍ଷା ୟୁନିଟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ଵ ଏବଂ ସ୍ଵଚ୍ଛତା ସମିତିର ରାଜ୍ୟ ବୃକ୍ଷ ରୋପଣ ସପ୍ତାହ ପାଳନ ଅବସରରେ ବରଗଡ ଜିଲ୍ଲା ସାମାଜିକ ସମୀକ୍ଷା ୟୁନିଟ ଆନୁକୂଲ୍ୟରେ ପାଇକମାଲ ବ୍ଲକ ସାମାଜିକ ସମୀକ୍ଷା ୟୁନିଟ୍‌ ତରଫରୁ ନୃସିଂହନାଥ, ଦୂର୍ଗାପାଲି ଶ୍ରୀ
Read More...

ବିଭାଜନ ବିଭିସିକା ସ୍ମୃତି ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲଠାରେ ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଭାଜନ ବିଭିସିକା ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନୃସିଂହନାଥ ଧର୍ମଶାଳାଠାରୁ ଏକ ନୀବର ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ପାଇକମାଲ ମୁଖ୍ୟଛକ
Read More...