Browsing Tag

padampur news

ବରଗଡ-ନୂଆପଡା ରେଲ ପ୍ରକଳ୍ପ ମିଳିଲା ମଞ୍ଜୁର : ବରଗଡ ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ପଦ୍ମପୁର ଜନସାଧାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ଏବଂ ପଦ୍ମପୁର ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁଯାଉଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ । ଏଥିପାଇଁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମଞ୍ଜୁର ମିଳିଥିବା…
Read More...

ନୃସିଂହନାଥ ଆୟୁର୍ବେଦ କଲେଜ ଛାତ୍ରଛାତ୍ରୀଙ୍କ ଜର୍ଜଗଡ଼ ଗ୍ରାମ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ନୃସିଂହନାଥ ଆୟୁର୍ବେଦ କଲେଜର ୨ୟ ବର୍ଷ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିକଟସ୍ଥ ଜର୍ଜଗଡ଼ ଗ୍ରାମ ବୁଧବାର ପରିଦର୍ଶନ କରିଛନ୍ତି । ସେମାନେ ଘର ଘର ବୁଲି ପରିବାରଙ୍କ ମୁଖ୍ୟଙ୍କ ନାମ ଓ ଅନ୍ୟ ସଦସ୍ୟଙ୍କ ନାମ, ବୟସ ପଞ୍ଜିକରଣ କରି କାହାକୁ କେଉଁ…
Read More...

ପ୍ରୟୋଗ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡିଟରିଅମରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତ୍ରିଦିବସୀୟ ପ୍ରୟୋଗ ଶିବିର ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଡିଓ ପ୍ରଫୁଲ୍ଲ…
Read More...

ପାଇକମାଲ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଏବଂ ଅତିତିକ୍ତ ଜିଲ୍ଲାପାଳଙ୍କ…
Read More...

ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ୨୦୨୪

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ମିନି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାବିଭାଗ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ…
Read More...

ପାଇକମାଲ ହାଇସ୍କୁଲରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡିଟୋରିଅମ୍‌ରେ ପାଇକମାଲ ବ୍ଲକର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ୍ ପ୍ରତିଯୋଗିତା ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଡିଇଓ ରାଧାକାନ୍ତ ଛତ୍ରୀ…
Read More...

ଜଗଦଲପୁର ମଣ୍ତଳରେ ସଦସ୍ୟତା ଅଭିଯାନ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଜଗଦଲପୁର ମଣ୍ତଳ ପକ୍ଷରୁ ନିଲିଜିପତ୍ରା ଛକଠାରେ ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ ଅଧ୍ୟକ୍ଷତା ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଂପାଦକ ତଥା…
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବାଟିକା ଓ ଦିବା ପର୍ଯ୍ୟାୟର ଶିଶୁ ଭାଇଭଉଣୀମାନେ ରାଧାକୃଷ୍ଣ ଓ ସୁଦାମା ବେଶରେ ସଜ୍ଜିତ ହୋଇଆସିଥିଲେ । ପ୍ରଥମେ ରାଧାକୃଷ୍ଣଙ୍କୁ…
Read More...

ସାର୍ବଜନୀନ ଦୁର୍ଗାପୂଜା ଉପହାର କୁପନ ଓ ସହାୟତା ରାଶି ବହି ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜଭାଟୀ ସ୍ଥିତ ଦୁର୍ଗା ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜା କମିଟୀର ଚଳିତ ବର୍ଷର ଉପହାର କୁପନ ଓ ସହାୟତା ରାଶି ବହି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁଭ ମୂହୁର୍ତ୍ତରେ ମାଆ ଦୂର୍ଗାଙ୍କ ପୂଜାର୍ଚ୍ଚନା ଓ ଆଶୀର୍ବାଦ ନେଇ ବହି ଗୁଡିକ ଉନ୍ମୋଚିତ…
Read More...

ମାଣ୍ଡୋସିଲ +୨ କଲେଜରେ ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟଭାର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମାଣ୍ଡୋସିଲ +୨ କଲେଜରେ ନୂତନ ଅଧ୍ୟକ୍ଷ ଭାବରେ ଅଧ୍ୟାପକ ପରମେଶ୍ୱର ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସମୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥାଇ ଶୁଭେଚ୍ଛା ଜଣାଇଛନ୍ତି ।…
Read More...