Browsing Tag

padampur news

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃକର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବରେ କଲେଜର ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାକୁ ଉଦ୍‌ଘାଟିତ କରି ଶିଶୁ…
Read More...

ପରିବେଶ ସଚେତନତା ଅଭିଯାନ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତର ଖୁଣ୍ଟପାଲି ଓ ମୁର୍ହାପାଲି ଗ୍ରାମରେ ପରିବେଶ ତଥା ସାମାଜିକ କର୍ମୀ ଲିଙ୍ଗରାଜ ପ୍ରଧାନଙ୍କ ସହଯୋଗରେ ପରିବେଶ ସଚେତନତା ଅଭିଯାନ ଆରମ୍ଭ ହୋଇଅଛି । ଖୁଣ୍ଟପାଲି ଗ୍ରାମରେ ଶରତ ବଡଗୁଛିଆଙ୍କ…
Read More...

ପଦ୍ମପୁର ଦୈବଜ୍ଞ ବ୍ରାହ୍ମଣ ମହାସଂଘର ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ଗୋରୁ ବଜାର ଠାରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଶାକଦ୍ୱୀପ ଦୈବଜ୍ଞ ବ୍ରାହ୍ମଣମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ ସର୍ବ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ପୂଜା ବିଧିବଦ୍ଧ ଭାବରେ ହୋଇଥିଲା । ପଣ୍ଡିତ…
Read More...

ଟାଟା ପାୱାର କର୍ମଚାରୀ ଟ୍ରାନ୍ସଫର୍ମର ଚୋରି କରୁଥିବା ବେଳେ ଧରିଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଲାଗିଥିବା ଗୋଟିଏ ଟ୍ରାନ୍ସଫର୍ମରକୁ ଟାଟା ପାୱାର କର୍ମଚାରୀ ମାନେ ଲାଇନ୍‌ କାଟି ବିଦ୍ୟୁତ୍ ଖୁଣ୍ଟକୁ ଚଢି ଟ୍ରାନ୍ସଫର୍ମର ଖୋଲୁଥିବା ବେଳେ ଗ୍ରାମବାସୀ ମାନେ…
Read More...

ନୃସିଂହନାଥ କୋଶଳ କଳାକାର ସଂଘ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମନଭଙ୍ଗ ଡ୍ୟାମ ଦୁର୍ଗେଇ ଦେବୀଙ୍କ ମଣ୍ଡପ ପରିସରରେ ନୃସିଂହନାଥ କୋଶଳ କଳାକାର ସଂଘ ସଂକୀର୍ତ୍ତନ କଳାକାର ମାନଙ୍କ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ହୋଇଯାଇଛି । ପାନାଲାଲ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ…
Read More...

ହଳଦିଆ ତୈଳିକ ସମାଜ ପକ୍ଷରୁ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା

ସମାଜର ଏକ ମନ୍ଦିର ନିର୍ମାଣ ପାଇଁ ନିଜସ୍ଵ ପାଣ୍ଠି ଯୋଗାଇଦେବାକୁ ସାଂସଦଙ୍କ ପ୍ରତିଶୃତି ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ହଳଦିଆ ତୈଳିକ ସମାଜ ତରଫରୁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ସ୍ଥିତ ବାସଭବନ ଠାରେ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କରାଯାଇଥିଲା । ତୈଳିକ…
Read More...

ପଦ୍ମପୁରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା । ନିଜର ହେଲିକପ୍ଟରରେ ପଦ୍ମପୁର ସତିଭଟା ସ୍ଥିତ ଏୟାର ଷ୍ଟ୍ରିପ ଠାରେ ପହଞ୍ଚିଥିଲେ ସାଂସଦ ବୈଜୟନ୍ତ ପଣ୍ଡା । ଶ୍ରୀ ପଣ୍ଡା ପହଞ୍ଚିବା ପରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ,…
Read More...

ନୃସିଂହନାଥରେ ପର୍ଯ୍ୟଟନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ପ୍ରଶାସନ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସଫେଇ ଏବଂ ସଚେତନ କାର୍ଯ୍ୟକ୍ରମ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ…
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ପଦ୍ମପୁର…
Read More...

ଛେତଙ୍ଗା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛେତଙ୍ଗା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବ୍ରାହ୍ମଣଡିହି ଉଚ୍ଚ ପାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ…
Read More...