Browsing Tag

nuapada news

ବିରାଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ଆତ୍ମ ସୁରକ୍ଷା ତାଲିମ

ନୂଆପଡା, (ସୁରେନ୍ଦ୍ର ପ୍ରସାଦ ତିୱାରି) : ଜିଲ୍ଲା ଆଦିବାସୀ ଗଣ୍ଡୱାନା ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ୪୫୮ତମ ବିରଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ମହିଳା, ବାଳିକାଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ପତୋରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଅଞ୍ଚଳର ବିକାଶ ହୋଇ ପାରୁନାହିଁ : ସାଧାରଣରେ ଆଲୋଚନା

ନୂଆପଡା, (ନିରୋଜ କୁମାର ପାଣୀ) : କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ ବନ ଜଙ୍ଗଲରେ ଘେରା ପ୍ରାକୃତିକ ସବୁଜିମା ବେଷ୍ଟିତ ଏକ ଆଦିବାସୀ ଓ ହରିଜନ ବହୁଳ ଅଞ୍ଚଳ । ଏଠାରେ ଉନ୍ନୟନର ସମସ୍ତ ଆନୁସଙ୍ଗିକ ସୁବିଧା ଥିଲେ ସୁଦ୍ଧା ଜନପ୍ରତିନିଧିମାନଙ୍କ ନୀରବତା ଓ ଜିଲ୍ଲା ପ୍ରଶାସନର
Read More...

ସରକାରୀ ସହାୟତା ପାଇବେ ବାପାମା’ଙ୍କୁ ହରାଇଥିବା ଦୁଇ ଅନାଥ ଶିଶୁ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଭେଡେନ ବ୍ଲକ ଭଇସାଦାନୀ ଗାଁର ପତିପତ୍‌ତ୍ନୀ ଧନସିଂ ପହରିଆ ଓ ସାବିତ୍ରୀ ପହରିଆଙ୍କ ଗୋଟିଏ ବର୍ଷରେ ଦୁହିଁଙ୍କ ଦେହାନ୍ତ ପରେ ଦୁଇ ଭାଇ ଭଉଣୀ ଅନାଥ ହୋଇ ଯାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଗୋଟିଏ ବର୍ଷର ବ୍ୟବଧାନ ମଧ୍ୟରେ ସ୍ତ୍ରୀଙ୍କ ମଧ୍ୟ
Read More...

ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା

ନୂଆପଡ଼ା : ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା କରାଯାଇଥିବା ସୂଚନା ମିଳିଛି । ସଟଡାଉନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ସଟଡାଉନରେ ଦୋକାନ ବଜାର, ରେଷ୍ଟୁରାଣ୍ଟ, ଢ଼ାବା, ବ୍ୟାଙ୍କ, ସରକାରୀ କାର୍ୟ୍ୟାଳୟ,
Read More...

ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଅବସରରେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲା ପାଇଁ ୪ ହଜାର କୋଟି ଟଙ୍କାର ବିଭିନ୍ନ…

ନୂଆପଡ଼ା : ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡା ଠାରେ ଆୟୋଜିତ ସଭାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ
Read More...

ହଁସ୍‌ବା ପଶ୍ଚିମ୍‌ ଓଡ଼ିଶାର୍‌ କ୍ଷେତ୍‌ ଖଲା : ଆଏଜ୍‌ ଲୋୟର ଇନ୍ଦ୍ର ଜଲ୍‌ସେଚନ ପ୍ରକଳ୍ପ ଲୋକାର୍ପିତ କର୍‌ବେ…

ନୂଆପଡ଼ା : ହଁସ୍‌ବା ପଶ୍ଚିମ୍‌ ଓଡ଼ିଶାର୍‌ କ୍ଷେତ୍‌ ଖଲା । ଚାଷ କାମ୍‌ ଲାଗି ଆର୍‌ ନାଇଁ ରହେନ' ପାଏନ୍‌ ଲାଗି ମୁଡ଼୍‌ଦୁଖା । ଆଏଜ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କର୍‌ବେ ଲୋୟର ଇନ୍ଦ୍ର ଜଲ୍‌ସେଚନ ପ୍ରକଳ୍ପ । ଇଥି କମା‌ଣ୍ଡ ଏରିଆର ୯୦ ଶତକଡ଼ା ଖରିଫ୍‌ରେ ନିଶ୍ଚିତ
Read More...

ଆସ‌ନ୍ତା କାଲି ନୂଆପଡ଼ା ଜିଲ୍ଲାରେ ଅନେକ ବିକାଶ ମୂଳକ କାର୍ଯ୍ୟ ଶୁଭାର‌ମ୍ଭ କରିବେ ମୁଖ୍ୟମ‌ନ୍ତ୍ରୀ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ବିକାଶ ପର୍ବରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ନୂଆପଡ଼ା ଗସ୍ତରେ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ସବୁ ପ୍ରକଳ୍ପ
Read More...

ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆପଡା : ପୁଣି ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛ‌ନ୍ତି । ଏମିତି ଏକ ଘଟଣା ନୂଆପଡା ଜିଲ୍ଲା ସିନାପାଲି ଥାନା ଧିଙ୍ଗିଆମୁଣ୍ଡା ଗାଁରେ ଘଟିଛି ବୋଲି ଖବର ମଳିଛି । ରୋମାଚନ ଦଣ୍ଡସେନା ନାମକ ଜଣେ ଚାଷୀ ଖରିଫ ଋତୁରେ ତିନି ଏକର ଧାନ ଚାଷ କରିଥିବା ବେଳେ ସ୍ଥାନୀୟ କେନ୍ଦୁମୁଣ୍ଡା ମଣ୍ଡିରେ
Read More...

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂଆପଡା ଜିଲ୍ଲାରେ ଜିଲ୍ଲାବ୍ୟାପୀ ବନ୍ଦ ପାଳିତ

ନୂଆପଡ଼ା : ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବନ୍ଦ ପାଳିତ ହୋଇଛି । ନୂଆପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସଭପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକତା ଛକ ନିକଟରେ ଏକତ୍ରିତ ହୋଇ ଜାତୀୟ ରାଜପଥକୁ ବନ୍ଦ କରି ଦେବାରୁ
Read More...

ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଧରିଲା ଏସଟିଏଫ୍ : ୨ ଗରିଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପଳାଶପଡ଼ା ଛକରେ କଲର ପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କଲା ଏସଟିଏଫ୍ । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କୁ ଗିରଫ କରିବା ସହ କଲର ପତରିଆ ବାଘ ଛାଲକୁ ଜବତ କରିଛି । ଗିରଫ
Read More...