Browsing Tag

nuapada news

ବିଭିନ୍ନ ଜୁଆ ଆଡାରେ ପୋଲିସର ଚଢାଉ : ୧୨ ଜୁଆଡି ଅଟକ

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ପୋଲିସ ଦ୍ୱାରା ୨ଗୋଟି ଜୁଆ ଆଡ୍ଡା ଉପରେ ଚଢାଉ କରି ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଜୁଆଡି ମାନଙ୍କଠାରୁ ୫୫ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍ ଜବତ କରାଯାଇଛି । ସୂଚନା ଯୋଗ୍ୟ ଯେ, ବିଶେଷ ସୁତ୍ରରୁ ସୂଚନା ପାଇ ନୂଆପଡା ପୋଲିସ
Read More...

ମୌଳିକ ସୁବିଧାରୁ ବଞ୍ଚିତ କୁଇମୁଣ୍ଡା ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାରର ଦୀର୍ଘ ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଜି ବି ଏପରି ଗ୍ରାମ ରହିଛି ଯେଉଁଠି ସରକାରଙ୍କ ବିକାଶର ପାଦ ପଡ଼ିନାହିଁ । ଲୋକମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାରେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ଦେଖିବାକୁ
Read More...

ଭୂତ ଖାଉଛି ବାର୍ଦ୍ଧକ୍ୟ ଭତ୍ତା : ସିନାପାଲି ବ୍ଲକରେ ମହା ଘୋଟଲା ହୋଇଥିବା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ରାଜ୍ୟର ଏକ ଉପାନ୍ତ ଜିଲ୍ଲା । ଏଠାରେ ସରକାରୀ ବାବୁ ଏବଂ ଜନପ୍ରତିନିଧିମାନଙ୍କ ପାଇଁ ଦୁର୍ନୀତି ଏକ ସାଧାରଣ ବିଷୟ ପାଲଟିଛି । ଜିଲ୍ଲାରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦୁର୍ନୀତି ସାମ୍ନାକୁ ଆସୁଥିଲେ ହେଁ ଠୋସ କାର୍ଯ୍ୟାନୁଷ୍ଠାନ
Read More...

ଅସମ୍ପୂର୍ଣ୍ଣ ଡ୍ରେନ ସମସ୍ୟାକୁ ନେଇ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହର ଜଗନ୍ନାଥ ଛକ ନିକଟ ବରଫ କଳଠାରୁ ଲିମିବନ୍ଧ ରାସ୍ତା ପର୍ଯ୍ୟନ୍ତ ନିର୍ମାଣାଧିନ ଡ୍ରେନ ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ସିନାପାଲି ବିଡ଼ିଓଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଡ୍ରେନ
Read More...

ଖଡ଼ିଆଳ ଏନ୍‌ଏସି ପକ୍ଷରୁ କରୋନା ସଚେତନତା ଶିବିର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଭିଡର ତୃତୀୟ ଲହର ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖଡ଼ିଆଳ ଏନ୍‌ଏସି ପରିସର ମଧ୍ୟରେ ଥିବା ସମସ୍ତ ସ୍କୁଲରେ ସଚେତନତା ମାଧ୍ୟମରେ
Read More...

ରେଡ଼କ୍ରସ ଦ୍ଵାରା ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହାତିବନ୍ଧାଠାରେ ଯୁବ ରେଡକ୍ରସର ତିନି ଦିନିଆ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ଉଦଯାପିତ ହୋଇଅଛି । ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ତରୁଣ କୁମାର ପ୍ରଧାନ ଯୋଗ
Read More...

ସଡ଼କ ଦୁର୍ଘଟଣା : ଟ୍ରକ ଭାରସାମ୍ୟ ହରାଇ ରାଜପଥ କଡ଼କୁ ଧସେଇ ପଶିଲା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗୁରୁନାନଙ୍କ ଛକଠାରେ ଆଜି ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ପସିଯାଇଥିଲା । ସରାଫ ବାରଣ୍ଡାଟି ଭାଙ୍ଗି ଟ୍ରାକଟି ଅଟକି ଯାଇଥିଲା । ଫଳରେ ସାଧାରଣ ଧନ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ୩୫୩ ନଂମ୍ବର ଜାତୀୟ
Read More...

ଖଡ଼ିଆଳ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦରମା ବୃଦ୍ଧି ନେଇ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରରେ ଥିବା କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ଏବଂ ସରକାରୀ ସହାୟତା ପ୍ରଦାନ ଦାବୀ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ
Read More...

ଖଡ଼ିଆଳ ପୋଲିସ ପକ୍ଷରୁ ୪୮ ଜଣ ଦାଦନ ଶ୍ରମିକ ଉଦ୍ଧାର : ଏକ ବସ ଅଟକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଯାତ୍ରୀବାହୀ ଜନାର୍ଦ୍ଦନ ବସ୍‌ରୁ ୪୮ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଆଜି ମଧ୍ୟାହ୍ନରେ କଣ୍ଟାବାଞ୍ଜିରୁ ହାଇଦ୍ରାବାଦ ଯାଉଥିବା ଘରୋଇ ବସ୍‌ (ଓଡି୦୮ଆର୍‌-୧୦୨୨)ରେ ୩୯ଜଣ ଶ୍ରମିକ ଓ ୯ଜଣ ଶିଶୁ ଯାଉଥିଲେ । ଖବର ପାଇ ଥାନା
Read More...

କରୋନା ସଂକ୍ରମିତଙ୍କ ମଧ୍ୟରୁ ଶିଶୁ ସଂଖ୍ୟା ବଢୁଛି : ନୂଆପଡ଼ା ଜିଲ୍ଲା ଗସ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ…

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଜଣେ ଶିଶୁର କରୋନାରେ ମୃତ୍ୟୁ ବି ହୋଇଛି । ଏଭଳି ସ୍ଥିତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ । ଏହି ଟିମରେ ରାଜ୍ୟ
Read More...