Browsing Tag

nuapada news

ପ୍ରସବ ସମୟରେ ଅସୁବିଧାର ସମ୍ମୁଖିନ ନ ହେବାକୁ ଯୋଗ ଅଭ୍ୟାସ ଶିବିର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁର ଉପସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅଁଲାବେହେଲି ଅଙ୍ଗନୱାଡି କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ୨ ଘଣ୍ଟିଆ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଯୋଗ
Read More...

ବିଷ ପିଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ପଞ୍ଚାୟତ ତାଲାକୋଟ ଗ୍ରାମ ବେଲପାଟିପଡାର ବିମଲେ ବନ୍ଦିଚୋର (୨୭) ବୋଲି ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ବୁଧବାର ସଂନ୍ଧ୍ୟାରେ କୌଣସି କାରଣରୁ ନିଜ
Read More...

ପର୍ଶୁରାମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳନ

ନୂଆପଡା, (ନିରାକାର ମେହେର) : ଗୋଡାଳ ବ୍ରାହ୍ମଣ ମହାସଭା ଦ୍ୱାରା ଗୋଡାଳଠାରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ପର୍ଶୁରାମଙ୍କ ରଥ ଗାଁ ପରିକ୍ରମା କରିଥିଲା । ଏଥିରେ ଗାଁର ସମସ୍ତ ବ୍ରାହ୍ମଣ ପରିବାର ସଦସ୍ୟ ଓ ବିଭିନ୍ନ ଗାଁରୁ ଆସିଥିବା ବ୍ରାହ୍ମଣ ଦେବତା ମାନେ
Read More...

ସରକାରୀ ଅନୁଦାନ ଆତ୍ମସାତ ଅଭିଯୋଗ : ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ପଂଚାୟତ ଅର୍ନ୍ତଗତ ସମସେରପଦର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସିଥିବା ବିଭିନ୍ନ ଅନୁଦାନକୁ ପ୍ରଧାନ ଶିକ୍ଷକ ହେରଫେର କରୁଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନଙ୍କ
Read More...

ପିଡିଏସ୍‌ ଚାଉଳ ହଡ଼ପ ଘଟଣା : ତଦନ୍ତ ଓ ଦୃଢ଼ ପଦକ୍ଷେପ ପାଇଁ ଗରିବ ସେନା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ୨ମାସର ପିଡିଏସ୍‌ ଚାଉଳ ହଡ଼ପ ଘଟଣାର ତଦନ୍ତ ସହ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନୂଆପଡ଼ା ଜିଲ୍ଲା ଗରିବ ସେନା ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ତରଫରୁ ଉପଜିଲ୍ଲାପାଳ ତରଣୀସେନ ନାୟକଙ୍କୁ
Read More...

ଭୋଜି ଭାତ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ଗ୍ରାମରେ ଭୋଜି ଭାତ ଖାଇ ୧୦୦ରୁ ଅଧିକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ଗ୍ରାମର ପରମେଶ୍ବର ବାଗ ତାଙ୍କ ଝିଅର କୁମାରୀ ବ୍ରତ ଅନୁଷ୍ଠିତ କରିଥିଲେ ତା ସାଂଗକୁ ତାଙ୍କର ବଂଧୁ
Read More...

ହିତାଧିକାରୀଙ୍କ ଚାଉଳ ହଡପ୍ ଘଟଣା : ଚପାଇ ଦେବାକୁ ଉଦ୍ୟମ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ୨ମାସର ଚାଉଳ ହଡପ୍ କରିଥିବା ବେଳେ ହିତାଧିକାରୀଙ୍କୁ କିଲୋ ପିଛା ୧୦ ଟଙ୍କା ଦିଆଯାଇଥିବା ଅଭିଯୋଗ ହେଉଛି । ପଞ୍ଚାୟତ ଗୋଦାମ ଗୃହରେ ଚାଉଳ ନରଖି ଗାଁ ଗାଁର ଆବାସ ଗୃହରେ ଚାଉଳ ରଖିଥିବା
Read More...

ସିନାପାଲିରେ ଚାଉଳ ମହାଘୋଟାଲା ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ପିଡିଏସ୍‌ ଚାଉଳ ମହାଘୋଟାଲା ହୋଇଥିବା ବେଳେ ପୂର୍ବତନ ଜିଲ୍ଲାପରିଷଦ ପ୍ରିୟ ରଂଜନ ମେହେର ଉଚ୍ଚସ୍ତରୀୟ ତଦନ୍ତ ଓ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସିନାପାଲି ବିଡିଓ ସଦାଶିବ ନାଏକଙ୍କ
Read More...

ଚାକିରି କରାଇ ଦେବା ନାଁରେ ୮୦ ହଜାର ଟଙ୍କା ଠକେଇର ଶିକାର ହେଲେ ୨ ଯୁବତୀ

ନୂଆପଡା, (ନିରାକାର ମେହେର) : ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅର୍ନ୍ତର୍ଗତ ସରଧାପୁର ପଂଚାୟତର ଢକସର ଗ୍ରାମରେ । ଏହି ଗ୍ରାମର ଦୁଇ ଯୁବତୀଙ୍କ ଠାରୁ ଚାକିରି କରାଇ ଦେବା ବାହାନାରେ ୮୦ ହଜାର ଟଙ୍କ ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ୮/୩/୨୨ରେ ଜୟନ୍ତୀ ତାଣ୍ତି
Read More...

ଆଦିବାସୀ ଛାତ୍ରୀ ନିବାସ ପାଲଟିଛି ଭୂତକୋଠି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମଠାରେ ୨୦୧୨-୧୩ ମସିହାରେ ଏକ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇଥିବା ବେଳେ ଆଜିକୁ ୧୦/୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ କୌଣସି ଛାତ୍ରୀ ଏଠି ନ ଥିବାରୁ ଏହା ଭୂତକୋଠି ଓ ମଦୁଆ ମାନଙ୍କ
Read More...