Browsing Tag

nuapada news

ହେଲ୍‌ଥ କ୍ଲବ ସଦସ୍ୟଙ୍କ ଦ୍ୱାରା ମାନସିକ ବିକୃତ ମହିଳାଙ୍କ ଶବ ସତ୍କାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା, ଅତ୍ୟନ୍ତ ଦୁଃଖ ତଥା ବିଡମ୍ବନାର ବିଷୟ ମାନସିକ ବିକୃତ ମହିଳା ଦେମନ୍ତିଙ୍କ ଶବକୁ ସଂସ୍କାର ପାଇଁ କୌଣସି ଲୋକ ତଥା ମୃତ ମହିଳାଙ୍କ ବନ୍ଧୁ ବାନ୍ଧବ କିମ୍ବା ଜାତି ପରିଜନ ଲୋକ ଜଣେ ମଧ୍ୟ
Read More...

କୋଶଳେଶ୍ୱର ମାଳି ସମାଜର ଜିଲ୍ଲାସ୍ତରୀୟ ଶପଥ ଗ୍ରହଣ ଉତ୍ସବ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁଠାରେ କୋଶଳେଶ୍ୱର ମାଳି ସମାଜ ବିକାଶ ପରିଷଦର ଶପଥ ଗ୍ରହଣ ଉତ୍ସବ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗବନ୍ଧୁ ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପ୍ରଥମେ କୋଶଳେଶ୍ୱର ବାବାକୁ ପୂଜାର୍ଚ୍ଚନା
Read More...

ହାତିବନ୍ଧା ଗାୟତ୍ରୀ ମନ୍ଦିରପଡା ସ୍ଥିତ ଚାହାର ମଞ୍ଜି କାରଖାନା ସ୍ଥାନାନ୍ତର ଦାବୀ

କାରଖାନାର ଶବ୍ଦ ଓ ଦୁର୍ଗନ୍ଧରେ ଅତିଷ୍ଠ ପଡ଼ାବାସୀ, ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗକାରଖାନା ସ୍ଥାନାନ୍ତର ନହେଲେ ଆନ୍ଦୋଳନର ଚେତାବନୀ ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ଗାୟତ୍ରୀ
Read More...

ପରକୀୟା ପ୍ରୀତି ପାଇଁ ପର ହେଲେ ସ୍ୱାମୀ ଓ ସନ୍ତାନ

ନୂଆପଡା, (ନିରାକାର ମେହେର) : ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ପଂଚାୟତର ତିଖାଲିରେ । ଏହି ଗ୍ରାମରେ ବସବାସ କରନ୍ତି ଲୋଚନ ପହରିଆ ସ୍ତ୍ରୀ ନେପୁର, ବୃଦ୍ଧା ମା' ଓ ଦୁଇ କୁନି କୁନି ଛୁଆରେ ତାଙ୍କର ହସ ଖୁସିର ସଂସାର । ଲୋଚନ ଜଣେ
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ସିନାପାଲି ବ୍ଲକର ୨୭ଟି ପଂଚାୟତର ବିଭିନ୍ନ ସମସ୍ୟାକୁ ନେଇ ଜନ ସାଧାରଣ ଅଭିଯୋଗ କରିଛନ୍ତି । ଏଥି ମଧ୍ୟରୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ୪
Read More...

ହାଇସ୍କୁଲ ହଷ୍ଟେଲରୁ ମିଳିଲା କଙ୍କାଳ

ନୂଆପଡା, (ନିରାକାର ମେହେର) : ନୂଆପଡାରେ ଚାଞ୍ଚଲ୍ୟ । ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ହଷ୍ଟେଲ ଭିତରୁ ଏକ କଙ୍କାଳ ଠାବ ହୋଇଛି । ଖବର ପାଇ ବୋଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି(ରବିବାର) ସନ୍ଧ୍ୟାରେ
Read More...

ଖଡ଼ିଆଳ ହାଜତରେ ଯୁବକଙ୍କୁ ମାଡ : ନିନ୍ଦା କଲେ ବିଧାୟକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ପୋଲିସ ଅଧିକାରୀ(ଏସ୍‌ଆଇ) ମାଡ ମାରିବା ଘଟଣା । ଏହାକୁ ନିନ୍ଦା କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଏହାସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବୀ କରିଛନ୍ତି । ସୂଚନା ଅନୁସାରେ,
Read More...

ସିନାପାଲି ସହରରେ ଦିନ ଦ୍ୱିପହରରେ ଗୁଳିକାଣ୍ଡ : ବାପ, ପୁଅ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସହର ସ୍ଥିତ ରାବଣ ଛକଠାରେ ଦିନ ଦ୍ୱିପହରରେ ଗୁଳିକାଣ୍ଡ ଘଟିଛି । ଏଥିରେ ବାପା ଓ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏ ନେଇ ଗୁରୁତର ଥିବା ପରିବାର ତରଫରୁ ନୃସିଂହ ମେହେର ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରୁ
Read More...

ଶିକ୍ଷକ ସଂଘ ତରଫରୁ ଏବିଇଓଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବରେ ସିନାପାଲିରେ ଯୋଗଦାନ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଭାତ କୁମାର ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି । ଶନିବାର ସିନାପାଲି ଗୋଷ୍ଠୀ
Read More...

ସିନାପାଲିରେ ଏନ୍‌ପିଏସ୍ କର୍ମଚାରୀ ସମାବେଶ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ବିଭାଗର ଏନ୍‌ପିଏସ୍ କର୍ମଚାରୀଙ୍କୁ ନେଇ ଏକ ସାଂଗଠନିକ ବୈଠକ ସ୍ଥାନୀୟ ହାଇସ୍କୁଲ ସଭାକକ୍ଷରେ ଆୟୋଜିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ
Read More...