ପୁଅକୁ ହାଣି ଆତ୍ମହତ୍ୟା କଲା ବାପା
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡାରେ ପୁଅକୁ ହାଣି ଆତ୍ମହତ୍ୟା କଲା ବାପା । ଘଟଣାସ୍ଥଳରେ ନୂଆପଡ଼ା ଏସ୍ଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାନୁଯାୟୀ, ଧରମବନ୍ଧା ଥାନା ଫୋକଟପଡାର ନକୁଳ ରାଉତ ଓ ତାଙ୍କ ପୁଅ!-->…
Read More...
Read More...