ଚାଲିଛି ଦାଦନ ଚାଲାଣ ପ୍ରଶାସନ ଚୁପ୍ : ଗାଁ ଗାଁରେ ଦଲାଲ ରାଜ୍, ଦିନ ଦ୍ୱିପହରରେ ବସ୍ ଯୋଗେ ଦାଦନ ଚାଲାଣ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ସିନାପାଲି ଅଞ୍ଚଳରୁ ଦିନ ଦ୍ୱିପହରରେ ବସ୍ ଯୋଗେ ଦାଦନ ଚାଲାଣ ଚାଲିଥିବା ଜଣାପଡିଛି । ହେଲେ ଜିଲ୍ଲା ପ୍ରଶାସନ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଥିବା ସଚେତନ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି । ପ୍ରକାଶ ଯେ, ସିନାପାଲିରୁ!-->…
Read More...
Read More...