ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ଅଘୋଷିତ ବିଦ୍ୟୁତ୍ କାଟ : ଝାଞ୍ଜି ଖରାରେ ସିଝୁଛନ୍ତି ନୂଆପଡ଼ାବାସୀ
				ନୂଆପଡା, (ନିରାକାର ମେହେର) : ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ବେଶ ପ୍ରଭାବିତ କରୁଛି । ନୂଆପଡା ଜିଲ୍ଳାର ଖଡ଼ିଆଳ, ବୋଡେନ, ସିନାପାଲି, କୋମନା ନୂଆପଡା ଆଦି ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ!-->…					
Read More...
				Read More...
