କୂଳଡିହାରେ ଆରମ୍ଭ ହେଲା ପକ୍ଷୀଗଣନା
ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିହା ଅଭୟାରଣ୍ୟରେ ଆଜି ବନବିଭାଗ ତରଫରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଡିଏଫ୍ଓଙ୍କ ନିର୍ଦ୍ଦେଶରେ କୂଳଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ଏନେଇ ପ୍ରାକ୍ ପ୍ରସ୍ତୁତି କରି ସାରିଛନ୍ତି । କୂଳଡ଼ିହା ଅଭୟାରଣ୍ୟ ସମେତ ଋଷିଆ ଡ୍ୟାମ, ସାତଘାଟି!-->…
Read More...
Read More...