Browsing Tag

news of odisha

କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା “ୱେବିନାର ଯୁବ ସହିତି” କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ କରୋନା କଟକଣା ଯୋଗୁଁ ବିଭିନ୍ନ ଅନୁଷ୍ଠାନ, ସାହିତ୍ୟ ସଭା ସମିତି ପାଳନ ବନ୍ଦଥିବା ବେଳେ ଏବେ ସମସ୍ତେ ୱେବିନାରକୁ ଆପଣେଇ ତାଙ୍କ କାର୍ୟ୍ୟକ୍ରମଗୁଡ଼ିକୁ ସୁରୁଖୁରୁରେ ଚଳେଇଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ "ୱେବିନାର ଯୁବ
Read More...

ରାଜ୍ୟରେ ସୁସ୍ଥ ହେଲେ ୨୫୧୯ ଆକ୍ରାନ୍ତ : ସୁସ୍ଥତା ସଂଖ୍ୟା ୫୬,୯୨୫କୁ ଛୁଇଁଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୨୫୧୯ ଜଣ ଆକ୍ରାନ୍ତ । ଏହି ସଂଖ୍ୟାକୁ ମିଶାଇ ଏବେ ୫୬,୯୨୫ ଜଣ ସୁସ୍ଥ ହୋଇଛନ୍ତି । ତେବେ ଜିଲ୍ଲା ଆଧାରରେ ଖୋର୍ଦ୍ଧାରୁ ୪୨୮, ବାଲେଶ୍ୱରରୁ ୨୭୬, ଗଂଜାମରୁ ୨୩୭, କଟକରୁ ୧୫୨, ରାୟଗଡ଼ାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡ଼ରୁ
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୨୯୯୩ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୦୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ଷୀପ୍ର ବେଗରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୯୩ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୧୧୪ ଜଣ
Read More...

ଗତ ୨୪ ଘଂଟାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯,୮୭୮ ଏବଂ ଓଡ଼ିଶାରେ ୨୯ ଜିଲ୍ଲାରୁ ୨୮୧୯ ଜଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆହୁରି ଆହୁରି ବଢ଼ୁଛି କରୋନା ସଂକ୍ରମଣ । ରୋକିବାର ନାଁ ନେଉନାହିଁ । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୯,୮୭୮ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଓଡ଼ିଶାରେ ୨୯ ଜିଲ୍ଲାରୁ ୨୮୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ
Read More...

ଓଡ଼ିଶାରେ ୩୯୦ ଜଣଙ୍କ ଜୀବନ ନେଲାଣି କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ୩୯୦ ଜଣ ଜୀବନ ନେଇ ସାରିଲାଣି କରୋନା । ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଗତ ୨୪ ଘଂଟାରେ ମୃତ୍ୟୁବରଣ କରିଥିବା
Read More...

ଦେଶରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୬୮,୮୯୮ ଏବଂ ଓଡ଼ିଶାରେ ୨୬୯୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାର ଭୟାବହତା ଭୟଙ୍କର ରୂପ ନେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୮,୮୯୮ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଓଡ଼ିଶାରେ ୨୬୯୮ ଜଣ ନୂଆ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ
Read More...

ହୋମ୍‌ଗାର୍ଡ କର୍ମଚାରୀଙ୍କ ପାଇଁ ଖୁସି ଖବର : ଦୈନିକ ଭତ୍ତା ୫୩୩କୁ ବୃଦ୍ଧି

କଟକ, (କେପିଏନ୍‌ଏସ୍‌) : ହୋମ୍‌ଗାର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର । ସେମାନଙ୍କ ଦୈନିକ ଭତ୍ତା ୫୩୩ଟଙ୍କାକୁ ବୃଦ୍ଧି ପାଇଛି । ଏ ସଂପର୍କରେ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ତେବେ ବୃଦ୍ଧି ହୋଇଥିବା ଦୈନିକ ଭତ୍ତା ଜାନୁଆରୀ ୨୦୨୦ରୁ ଲାଗୁ ହେବାକୁ ନିର୍ଦ୍ଦେଶ ରହିଥିବା
Read More...

୧୯ରେ ପୁଣି ଏକ ଲଘୁଚାପ : ୨୩ ଯାଏଁ ବର୍ଷିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଙ୍ଗୋପସାଗରରେ ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ଏବଂ ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ୨୪ ଘଂଟା ମଧ୍ୟରେ
Read More...

ମହାମାରୀ କରୋନା : ଓଡ଼ିଶାରୁ ୨୨୩୯ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ମୃତ୍ୟୁ ସଂଖ୍ୟା ୫୧,୭୯୭କୁ ଛୁଇଁଥିବା ବେଳେ ଓଡ଼ିଶାରେ ଗତ ୨୪ ଘଂଟାରେ ୯ ଜଣଙ୍କ ଜୀବନ ଯାଇଛି । ଗତ ୨୪ ଘଂଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ୨୨୩୯ । ଏମାନଙ୍କ ମଧ୍ୟରେ କ୍ୱାରେନ୍‌ଟାଇନ୍‌ରୁ ୧୪୧୬ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୮୨୩ ଜଣ
Read More...