Browsing Tag

news of india

ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଥମ କଂଗ୍ରେସ ତାଲିକା ପ୍ରକାଶ : ଚମକୌର ସାହିବରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ଚନ୍ନୀ

ଚଣ୍ଡିଗଡ଼ : ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବରେ ରାଜନୈତିକ ମାହୋଲ୍‌ ସରଗରମ୍‌ ହୋଇ ଉଠିଛି । ଶାସକ କଂଗ୍ରେସ ଦଳ ଶନିବାର ତା'ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୮୬ ଜଣଙ୍କ ନାମ ସାମିଲ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚମକୌର ସାହିବରୁ ଓ
Read More...

ୟୁପିରେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା : ୧୦୭ ପ୍ରାର୍ଥୀ ଘୋଷଣା, ଗୋରେଖପୁର ସହରରୁ ସିଏମ୍‌ ଯୋଗୀ…

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଗୋରେଖପୁର ସହରରୁ ସିଏମ ଯୋଗୀ ଲଢ଼ିବେ । ପ୍ରଥମ ତାଲିକାରେ ମୋଟ ୧୦୭ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିଛି । ୧୦୭ ଟି ମଧ୍ୟରୁ ୬୩ ଟି ଆସନରେ ବସିଥିବା ବିଧାୟକଙ୍କ
Read More...

ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ବହୁ ବିଧାୟକ ଏସ୍‌ପିରେ ଯୋଗ ଦେଲେ : କହିଲେ, ବିଜେପି ମଇଦାନ୍‌ରୁ ସଫା ହେବ

ଲକ୍ଷ୍ନୌ : ୟୁପିରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରରୁ ବିଦ୍ରୋହ କରିବା ପରେ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କିଛି ପୂର୍ବତନ ମନ୍ତ୍ରୀଙ୍କ ସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ସହ ଦଳରେ ଯୋଗ ଦେଇଛନ୍ତି । ପୂର୍ବରୁ ଇସ୍ତଫା ଦେଇଥିବା ବିଜେପି ବିଧାୟକମାନେ
Read More...

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୫୦ଜଣ ବିଦ୍ୟାର୍ଥୀ ହେଲେ କରୋନା ପଜିଟିଭ

ଲକ୍ଷ୍ନୌ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଲାଣି । ତେବେ ଏହାକୁ ଆଖି ଅଗରେ ରଖି ଗୁରୁବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦ଜଣ ଛାତ୍ରୀଛାତ୍ର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
Read More...

ଏକ ଘରୋଇ ଡାକ୍ତରଖାନାରୁ ମିଳିଲା ମଣିଷ ଖପୁରୀ ଓ ନର କଙ୍କାଳ : ଉତ୍ତେଜନା

ୱାର୍ଦ୍ଧା : ମହାରାଷ୍ଟ୍ର ୱାର୍ଦ୍ଧାର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ଘରୋଇ ଡାକ୍ତରଖାନା କଦମ ପରିସରରେ ମଣିଷ ଖପୁରୀ ଏବଂ କଙ୍କାଳ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ୧୧ଟି ମାନବ ଖପୁରୀ ଏବଂ ୫୬ଟି ମାନବ ଅଙ୍ଗ ମିଳିଛି । ଏହି ଖପୁରୀ ଓ କଙ୍କାଳ କାହାର, ତାହାର
Read More...

ସ୍ୱାମୀ ନିଜେ ସୋସିଆଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ସେୟାର କରୁଥିଲେ, କାବୁ କଲା ପୋଲିସ

ହାର୍‌ଦା : ଅଦ୍ୟାବଧି ସୋସିଆଲ ମିଡିଆରେ ମାନସିକ ବିକୃତ କିମ୍ବା ବିକାରଗ୍ରସ୍ତ ଲୋକଙ୍କ ଦ୍ୱାରା ମହିଳା ଏବଂ ଝିଅମାନଙ୍କୁ ହଇରାଣ କରିବାର ଘଟଣା ଦେଖିବାକୁ ମିଳେ । କିନ୍ତୁ ମଧ୍ୟପ୍ରଦେଶର ହାର୍‌ଦା ଜିଲ୍ଲାର ଟିମ୍‌ରନିରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ସ୍ୱାମୀ ନିଜେ ସୋନୁ ନାମରେ
Read More...

ମିଳିତ ଜାତିସଂଘର ଚେତାବନୀ : ଓମିକ୍ରନ୍‌ ଭାରତରେ ବଡ ଧ୍ୱଂସ ଘଟାଇପାରେ, ଡେଲ୍‌ଟା ସଂକ୍ରମଣ ପରି ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ : ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ୍‌ ପୁଣି ଥରେ ଭାରତରେ ହଇଚଇ ସୃଷ୍ଟି କରିପାରେ । ମିଳିତ ଜାତିସଂଘ ଅନୁଯାୟୀ, ଡେଲ୍‌ଟା ଭାରିଆଂଟ ପରି ପରିସ୍ଥିତି ପୁଣି ଥରେ ଖରାପ ହୋଇପାରେ । ରିପୋର୍ଟ ଅନୁଯାୟୀ, ଏପ୍ରିଲ୍‌ରୁ ଜୁନ୍‌ ୨୦୨୧ ମଧ୍ୟରେ କୋଭିଡ୍‌
Read More...

ଦେଶରେ କରୋନା ସଂକ୍ରମଣ ତେଜୁଛି : ଗତ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ତେଜୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦେଶରେ ୧୨, ୭୨, ୦୭୩କୁ ବୃଦ୍ଧି ପାଇଛି । ଦେଶର ପଜିଟିଭ୍‌ ହାର ୧୪.୭୮%କୁ ପହଂଚିଥିବା ସୂଚନାରେ କୁହାଯାଇଛି ।
Read More...

ଟ୍ରେନ୍‌ ଲାଇନ୍‌ ଚ୍ୟୁତ : ୩ ମୃତ

କୋଲକାତା : ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟରେ ବିକାନେର ଏକ୍ସପ୍ରେସ(୧୫୬୩୩) ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ପ୍ରାୟ ୫ଟା୧୫ ମିନିଟରେ ଏହି ଦୁର୍ଘଟଣା
Read More...

କର୍ଣ୍ଣାଟକରେ ଚାଲିଥିବା କଂଗ୍ରେସର ପଦଯାତ୍ରା ଅଧାରୁ ବନ୍ଦ

କର୍ଣ୍ଣାଟକ : ଦେଶରେ କରୋନା ମହାମାରୀର ପ୍ରାଦୁର୍ଭାବ ପୁଣି ବଢିବାରେ ଲାଗିଲାଣି । ତେବେ ଏହାକୁ ଆଖି ଅଗରେ ରଖି କର୍ଣ୍ଣାଟକରେ ଚାଲିଥିବା କଂଗ୍ରେସ ପଦଯାତ୍ରାକୁ ଗୁରୁବାର ଅଧାରୁ ବନ୍ଦ କରି ଦିଆଯାଇଥିବା ସୂଚନା ମଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ କରି ଦଳୀୟ କର୍ମକର୍ତ୍ତାଙ୍କୁ
Read More...