ନାଗପୁର ସୋଲାର ଇଣ୍ଡଷ୍ଟ୍ରିଜରେ ବିସ୍ଫୋରଣ
ନାଗପୁର : ମହାରାଷ୍ଟ୍ରର ନାଗପୁରରେ ବିସ୍ଫୋରଣ । ବାଜାରଗାଓଁସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡରେ ବିସ୍ଫୋରଣ ଘଟିଛି । ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରି!-->…
Read More...
Read More...