କଂଗ୍ରେସ ଆଦିତ୍ୟ ସିଂଙ୍କ ଆହ୍ୱାନର ଉତ୍ତର ଦେଲା : ପ୍ରିୟଙ୍କା ଗାନ୍ଧୀ ରାଏବରେଲିରେ ଲଢ଼ୁଛନ୍ତି, ତେଣୁ ବିଜୟ ନିଶ୍ଚିତ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଘଡ଼ିକେ ଘୋଡ଼ା ଛୁଟୁଛି । ଫେବୃଆରୀ ୧୦ ରୁ ରାଜ୍ୟରେ ମତଦାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ରାଜନେତାଙ୍କ ମଧ୍ୟରେ ଚଥା କଟାକଟି ତୀବ୍ର ହୋଇଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିରେ ତାଙ୍କ ଦଳ ପାଇଁ!-->…
Read More...
Read More...