Browsing Tag

news of india

ମୋବାଇଲ ଫୋନରେ ରିଲ୍ସ ଦେଖି ଆତ୍ମହତ୍ୟା କଲେ ପଞ୍ଚମ ଶ୍ରେଣୀ ଛାତ୍ର

ଲକ୍ଷ୍ନୌ : ମୋବାଇଲ ଫୋନରେ ରିଲ୍ସ ଦେଖି ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ । ସହରର ୱାର୍ଡ ନମ୍ବର ୧୮ ରବୀନ୍ଦ୍ରନାଥ ଟାଗୋର ନଗରର ବାସିନ୍ଦା ଅବଧେଶ ସାହୁଙ୍କ ପୁଅ ନିଖିଲ (୧୧) ସହରର ଏକ ସରକାରୀ
Read More...

ନୂଆବର୍ଷ ପୂର୍ବରୁ ସରକାରଙ୍କ ଭେଟି : ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ : ନୂଆବର୍ଷ ପୂର୍ବରୁ ଏଲ୍‌ପିଜି ଉପଭୋକ୍ତାଙ୍କୁ ସରକାରଙ୍କ ଭେଟି । ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେଉଥିବା ବେଳେ ଦିଲ୍ଲୀରେ ବର୍ତ୍ତମାନ ୧୭୫୭.୫୦ ଟଙ୍କାରେ ମିଳିବ
Read More...

ତାମିଲନାଡ଼ୁରେ ବନ୍ୟା ବିତ୍ପାତ

ଚେନ୍ନାଇ : ତାମିଲନାଡ଼ୁରେ ବନ୍ୟା ସ୍ଥିତି ଭୟଙ୍କର । ପ୍ରବଳ ବର୍ଷା ଓ ବନ୍ୟା ପାଇଁ ଛାରଖାର ହୋଇଛି ଦକ୍ଷିଣ ପ୍ରାନ୍ତ । ଘରଦ୍ୱାର ଭାଙ୍ଗିବା ସହିତ ରାସ୍ତାଘାଟ ଧୋଇ ହୋଇଯାଇଛି । ବନ୍ୟା ସ୍ଥିତି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସବୁଠି ହାହାକାର ପରିସ୍ଥିତି ଦେଖାଦେଇଛି । ପାଣି
Read More...

ସମ୍ପତ୍ତି ଲୋଭରେ ବନ୍ଧୁ ପାଲଟିଲା ବଇରୀ : ସାଙ୍ଗ ପରିବାରର ଛଅ ଜଣକୁ ହତ୍ୟା

ନୂଆଦିଲ୍ଲୀ : କୁହାଯାଏ ଅସୁବିଧା ସମୟରେ ବନ୍ଧୁ ହିଁ କାମରେ ଆସିଥାଏ ହେଲେ ଯଦି ସେହି ବନ୍ଧୁ ହିଁ ଶତ୍ରୁ ପାଲଟିଯାଏ । ଏଭଳି ଏକ ଘଟଣା ଘଟିଛି ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କ ସହ । ଅସୁବିଧା ସମୟରେ ଏହି ବ୍ୟକ୍ତି ନିଜ ବନ୍ଧୁଙ୍କ ଉପରେ ଭରସା କରିଥିଲେ । ହେଲେ ସେ ଜାଣିନଥିଲେ ତାଙ୍କର ବନ୍ଧୁ
Read More...

ଓସାକା ତରଫରୁ ହାଇଦ୍ରାବାଦ୍‌ରେ ପଶ୍ଚିମ ଓଡିଶା ଆଧାରିତ ସେମିନାର ଅୟୋଜିତ

ହାଇଦ୍ରାବାଦ୍ : ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ୧୭ ଡିସେମ୍ବର ଦିନ ପଶ୍ଚିମ ଓଡିଶାର ଗୌରବମୟ ଐତିହ୍ୟ ଏବଂ ଉନ୍ନତି ଉପରେ ଆଲୋଚନା ପାଇଁ ଏକ ସେମିନାର ଅୟୋଜିତ ହୋଇଥିଲା । ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ "ଓସାକା" ଏହି ସେମିନାର ଆୟୋଜନ କରିଥିଲା ।
Read More...

ତାମିଲନାଡୁରେ ପ୍ରବଳ ବର୍ଷା

ଚେନ୍ନାଇ : ତାମିଲନାଡୁରେ ଦୁଇ ଦିନ ଧରି ଲଗାତାର ପ୍ରବଳ ବର୍ଷା ଜାରି ରହିଛି । ଏହି କାରଣରୁ, ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ରାଜ୍ୟର ଅନେକ ନଦୀ ଓ ହ୍ରଦର ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି । ରାଜ୍ୟର ୪ଟି ଉପକୂଳବର୍ତ୍ତୀ ଜିଲ୍ଲା କନ୍ୟାକୁମାରୀ, ତିରୁନେଲଭେଲି, ତୁତିିକୋରିନ ଏବଂ
Read More...

ଆଇସିୟୁରେ ଭର୍ତ୍ତି ହେଲେ କାଜୋଲଙ୍କ ମାଆ ତନୁଜା

ମୁମ୍ଵାଇ : ୬୦ ଦଶକର ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ତନୁଜାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତନୁଜା ବର୍ତ୍ତମାନ ଡାକ୍ତରଖାନାର ଆଇସିୟୁରେ ଅଛନ୍ତି । ତାଙ୍କ ସହ କ’ଣ ହୋଇଛି ସେ ସମ୍ପର୍କରେ ଅଧିକ ସୂଚନା ନାହିଁ ।
Read More...

ବଲିଉଡ୍‌ ଏବଂ ଭୋଜପୁରୀର ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀ ଆଉ ନାହାଁନ୍ତି

ମୁମ୍ଵାଇ : ବଲିଉଡ୍‌ ଏବଂ ଭୋଜପୁରୀ ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ତାଙ୍କ ମୁମ୍ବାଇରେ ଥିବା ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଖବର ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ପ୍ରାୟ ୭୨ବର୍ଷ
Read More...

ରୋବର୍ଟ ସୃଷ୍ଟି କଲା ବିଶ୍ୱ ରେକର୍ଡ : ମାତ୍ର ୧୯.୮୭ ସେକେଣ୍ଡରେ ଶେଷ କଲା ୧୦୦ମିଟର ଦୌଡ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଡେଜିଆନ୍‌ ସ୍ଥିତ କୋରିଆ ଆଡଭାନ୍ସଡ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଡାଇନାମିକ୍ ରୋବଟ୍ କଣ୍ଟ୍ରୋଲ୍ ଏବଂ ଡିଜାଇନ୍ ଲାବୋରେଟୋରୀ ସହଯୋଗରେ ହାଉଣ୍ଡ ନାମକ ଏକ ୪ ଗୋଡ଼ ବିଶିଷ୍ଟ ରୋବଟ୍ ତିଆରି କରିଥିଲା । ଏହି ରୋବଟ୍ ଏକ ରେସ୍‌ରେ ଦୌଡି ବିଶ୍ୱ
Read More...

ନାଗପୁର ସୋଲାର ଇଣ୍ଡଷ୍ଟ୍ରିଜରେ ବିସ୍ଫୋରଣ

ନାଗପୁର : ମହାରାଷ୍ଟ୍ରର ନାଗପୁରରେ ବିସ୍ଫୋରଣ । ବାଜାରଗାଓଁସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡରେ ବିସ୍ଫୋରଣ ଘଟିଛି । ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରି
Read More...