Browsing Tag

news of india

ମାସ୍କ, ହେଲମେଟ ପିନ୍ଧିନଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଦୁଇ ଚକିଆ ଯାନ ଚଳାଇବା ବେଳେ ହେଲମେଟ ପିନ୍ଧି ନ ଥିବା ଏବଂ କୋଭିଡ -୧୯ ସହ ଜଡିତ ନିୟମକୁ ଉଲଂଘନ କରୁଥିବା ପୋଲିସ ଅଧିକାରୀଙ୍କ ପାଇଁ ଏକ କଡ଼ା ଖବର । ବାସ୍ତବରେ, ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଯେଉଁ ଦିଲ୍ଲୀ ପୋଲିସ ଅଧିକାରୀମାନେ ହେଲମେଟ ବିନା ଦୁଇ ଚକିଆ
Read More...

ମଡେଲ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

କୋଲକାତା : କୋଲକାତାର କସବା ଅଞ୍ଚଳରେ ମଡେଲ୍‌ ସରସ୍ୱତୀ ଦାସଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ଏହା ଆତ୍ମହତ୍ୟା ମାମଲା ବୋଲି ପୁଲିସ ସନ୍ଦେହ କରୁଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ରିର୍ପୋଟରେ ଦର୍ଶାଯାଇଛି, ବାପା-ମାଆଙ୍କ ଛାଡପତ୍ର ପରେ ୧୭ ବର୍ଷ ହେଲା ସରସ୍ୱତୀ
Read More...

ବିସ୍ଫୋରଣରେ ଜଣେ ମୃତ, ୪ ଆହତ

ମଣିପୁର : ମଣିପୁରର ଥୈବାଲ ଜିଲ୍ଲାର ଖୋଙ୍ଗଜୋମ ସ୍ଥିତ ଏକ କମ୍ୟୁନିଟି ହଲ୍‌ରେ ବିସ୍ଫୋରଣ ଯୋଗୁଁ ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ହେବାପରେ ଆହତ ୫ ଶ୍ରମିକଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପଙ୍କଜ
Read More...

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା, ୭ମୃତ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ଗତକାଲି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ ଜଣ ଆହତ ହୋଇଛନ୍ତି । ଏକ ମିନିଟ୍ରକ୍‌ରେ ଶ୍ରମିକମାନେ ଯାତ୍ରା କରୁଥିବା ବେଳେ ସେମାନଙ୍କ ଗାଡି ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଶ୍ରମିକମାନେ
Read More...

କର୍ଣ୍ଣାଟକରେ ସଡକ ଦୁର୍ଘଟଣା : ୮ ମୃତ, ୨୮ ଆହତ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୮ ଜଣ ଆହତ ହୋଇଛନ୍ତି । କର୍ଣ୍ଣାଟକର ହୁବଲି ସହରରେ ଗତକାଲି ପୁନେ-ବେଙ୍ଗାଲୁରୁ ରାଜପଥରେ ଗୋଟିଏ ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆହତମାନଙ୍କୁ ହୁବଲି କିମ୍ସି
Read More...

ପ୍ରେମିକଙ୍କୁ ପିଟି ପିଟି ମାରିଦେଲା ପ୍ରେମିକା

ନୋଏଡା : ୟୁପିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ପ୍ରେମିକାଙ୍କ ଉପରେ ଅଭିଯୋଗ ହୋଇଛି ଯେ, ସେ ତାଙ୍କ ପ୍ରେମିକଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଭାଇମାନଙ୍କ ସହିତ ମାଡ଼ ମାରିଥିଲେ । ଏହା ବ୍ୟତୀତ, ଏହି ପ୍ରେମିକା ଜଣକ ତାଙ୍କ ପ୍ରେମିକଙ୍କୁ ଜବରଦସ୍ତ ସଲଫାସ୍
Read More...

ଜ୍ଞାନବାପୀ ମାମଲାରେ ସର୍ଭେ ରିପୋର୍ଟ ଉପରେ କୋର୍ଟ ଉଭୟ ପକ୍ଷଙ୍କଠାରୁ ଉତ୍ତର ମାଗିଲେ, ପରବର୍ତ୍ତୀ ଶୁଣାଣି ମେ’…

ବାରାଣାସୀ : ଜ୍ଞାନବାପୀ ମାମଲାରେ ବାରାଣାସୀର ଜିଲ୍ଲା କୋର୍ଟରେ ଆଜି ଶୁଣାଣି ପରେ କୋର୍ଟ ସର୍ଭେ ରିପୋର୍ଟ ଉପରେ ଉଭୟ ପକ୍ଷଙ୍କ ଉତ୍ତର ମାଗିଥିବା ବେଳେ ମେ' ୨୬ରେ ରକ୍ଷଣାବେକ୍ଷଣ ଉପରେ ପ୍ରଥମ ଶୁଣାଣି ହେବ । ଏହି ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ପକ୍ଷରୁ ଅନେକ ପିଟିସନ ଦାଖଲ କରାଯାଇଛି ।
Read More...

ପୂର୍ବତନ ସିଏମ୍ ୟେଦେୟୁରପ୍ପାଙ୍କୁ ଝଟ୍‌କା : ପୁଅକୁ ଟିକେଟ୍ ଦେଲାନାହିଁ ବିଜେପି

ବାଙ୍ଗାଲୁରୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦେୟୁରପ୍ପାଙ୍କ ପୁଅ ତଥା ଦଳର ରାଜ୍ୟ ୟୁନିଟ୍ ଉପ-ସଭାପତି ବି.ୱାଇ ବିଜୟେନ୍ଦ୍ର ମଙ୍ଗଳବାର କହିଛନ୍ତି ଯେ, ରାଜନୀତିରେ ଶକ୍ତି ଏବଂ ସ୍ଥିତି ମୂଳ ଲକ୍ଷ୍ୟ ନୁହେଁ । କର୍ଣ୍ଣାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନରେ ​​ବିଜୟନ୍ଦ୍ରଙ୍କୁ
Read More...

ବଜାରରେ ବିକ୍ରି ହେଉଥିବା ପନିପରିବା ଏବଂ ଫଳ ଆପଣଙ୍କୁ ଅସୁସ୍ଥ କରିପାରେ, ବହୁ ପରିମାଣରେ କୀଟନାଶକ ବ୍ୟବହୃତ ହେଉଥିବା…

ନାଗପୁର : ନାଗପୁର ସହିଦ ପୁରେ ବିଦର୍ଭ ବଜାରରେ ବିକ୍ରି ହେଉଥିବା ପନିପରିବା ଏବଂ ଫଳରେ ବହୁ ପରିମାଣରେ କୀଟନାଶକ ମିଳୁଛି । ନାଗପୁରରେ ଅବସ୍ଥିତ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ କୀଟନାଶକ ଅବଶିଷ୍ଟ ପରୀକ୍ଷଣ ଲାବୋରେଟୋରୀ ଦ୍ୱାରା ଏହା ପ୍ରକାଶ ପାଇଛି । ଆଇଆରଟିଏଲ ବିଭାଗର
Read More...

ବିହାରରେ ଟ୍ରକ୍‌ ଓଲଟି ୮ ମୃତ

ପାଟନା : ବିହାରର ପୁର୍ନିଆ ଜିଲ୍ଲାରେ ଗତକାଲି ଏକ ମାଲ ବୋଝେଇ ଟ୍ରକ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଟ୍ରକ୍‌ଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଜଲାଲ୍‌ଗଡ ଥାନା ଅଧୀନସ୍ଥ କାଳି ମନ୍ଦିର ନିକଟରେ ସିଲିଗୁଡି-ଦିଲ୍ଲୀ ୪ ଥାକିଆ ରାଜପଥରେ ଗତକାଲି ଭୋର୍‌
Read More...