Browsing Tag

news of india

କାର୍ଗିଲରୁ ଲଦାଖ ପର୍ଯ୍ୟନ୍ତ ଅଞ୍ଚଳରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ୯ ଟା ୩୦ରେ କାର୍ଗିଲରୁ ଲଦାଖ ପର୍ୟ୍ୟନ୍ତ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦
Read More...

ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ପୁନଃ ଆରମ୍ଭ କରାଯାଇଥିବା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ନିକଟରେ ଅନୁଗୋଳ ଜିଲ୍ଲାରେ ପହଞ୍ଚଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଆରଆଇଏମଆଇଟିଠାରେ ଏକ ସ୍ୱତନ୍ତ୍ର
Read More...

କିଙ୍ଗ ଚାର୍ଲସଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆଜି ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ ହେବ । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତରେ ରହିଛନ୍ତି । ଗତକାଲି ରାଷ୍ଟ୍ରପତି ମୁର୍ମୁ ଲଣ୍ଡନ ଯାଇଥିବା ବେଳେ ଆଜି କିଙ୍ଗ ଚାର୍ଲସଙ୍କୁ ଭେଟିଥିବା ଜଣାପଡ଼ିଛି । ବକିଂହାମ୍‌ ପ୍ୟାଲେସରେ କିଙ୍ଗ ଚାର୍ଲସଙ୍କୁ
Read More...

ଭୂକମ୍ପରେ ଥରିଲା ଲଦାଖ

ଲେହ : ଲେହ-ଲଦାଖରେ ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ବେଳେ ଅକ୍ଷାଂଶ ୩୫.୮୯ ଏବଂ ଦ୍ରାଘିମା ୭୭.୫୭ ରହିଛି । ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି
Read More...

ଇଲେକ୍ଟ୍ରିକ୍‌ ବାଇକ୍‌ ସୋରୁମ୍‌ରେ ଭୀଷଣ ଅଗ୍ନିକାଣ୍ଡ : ଚାଲିଗଲା ୮ ଜଣଙ୍କ ଜୀବନ

ମୃତକଙ୍କ ମଧ୍ୟରେ ଓଡ଼ିଆ ଦମ୍ପତ୍ତି ହାଇଦ୍ରାବାଦ : ଇଲେକ୍ଟ୍ରିକ୍‌ ବାଇକ୍‌ ସୋରୁମ୍‌ରେ ଭୀଷଣ ଅଗ୍ନିକାଣ୍ଡ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେଲେଙ୍ଗାନା ସିକନ୍ଦରାବାଦରେ ସୋମବାର ବିଳମ୍ୱିତ ରାତିରେ ଏପରି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ମୃତକଙ୍କ
Read More...

ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜଙ୍କ ଦେହତ୍ୟାଗ

ନରସିଂହପୁର : ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ ୯୯ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ଝାତେଶ୍ୱର ପରମହଂସୀ ଗଂଗା ଆଶ୍ରମରେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜଙ୍କ ସ୍ୱର୍ଗାରୋହଣ ହୋଇଛି । ଆସନ୍ତାକାଲି ଝାତେଶ୍ୱର
Read More...

ଆଗକୁ ରାଜ୍ୟପାଳ, ଉପରାଜ୍ୟପାଳ ନିଯୁକ୍ତି : ପୁଣି ଚର୍ଚ୍ଚାରେ ଓଡ଼ିଶା

ନୂଆଦିଲ୍ଲୀ : ଓଡ଼ିଶା ଉପରେ ଏବେ ବିଜେପିର ଆଖି । ନିର୍ଦ୍ଦିଷ୍ଟ ସମୟ ସଂପର୍କରେ ସ୍ପଷ୍ଟ ସୂଚନା ଦେଇ ନଥିଲେ ବି ସରକାର ଗଢ଼ିବୁ ବୋଲି ଗତ ମାସରେ ଓଡ଼ିଶାଗସ୍ତ କାଳରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଦଳର ମୁଖ୍ୟ ରଣନୀତିକାର ଅମିତ ଶାହା ବକ୍ତବ୍ୟ ରଖିଥିଲେ । ଏହା ପରେ ପରେ
Read More...

କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ରାଷ୍ଟ୍ରୀୟ ଶୋକ

ରାଷ୍ଟ୍ରପତି ଭବନ ଏବଂ ଲାଲକିଲ୍ଲାରେ ଜାତୀୟ ପତାକା ଅର୍ଦ୍ଧନମିତ ନୂଆଦିଲ୍ଲୀ : କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଏବେ ଶୋକରେ ଡୁବିରହିଛି । ବ୍ରିଟେନରେ ୧୦ ଦିନିଆ ଶୋକ ପାଳନ କରାଯାଉଥିବା ବେଳେ ଭାରତରେ ମଧ୍ୟ ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ।
Read More...

ଲସ୍ ଏଞ୍ଜେଲସରେ ଭାରତ-ପ୍ରଶାନ୍ତ ଅର୍ଥନୈତିକ ଫୋରମର ମନ୍ତ୍ରୀ ସ୍ତରୀୟ ବ୍ୟକ୍ତିଗତ ବୈଠକରେ ଅଂଶଗ୍ରହଣ କରିଛନ୍ତି ପୀୟୁଷ…

ଆମର ଜାତୀୟ ସ୍ୱାର୍ଥକୁ ଆଧାର କରି ଆଇପିଇଏଫ୍ ଢାଞ୍ଚାର ବିଭିନ୍ନ ଦିଗ ଉପରେ ଭାରତ ନିଷ୍ପତ୍ତି ନେବ : ପୀୟୁଷ ଗୋୟଲଭାରତ ମୁକ୍ତ, ଖୋଲା ଏବଂ ସମନ୍ବିତ ଭାରତ-ପ୍ରଶାନ୍ତ ମହାସଗାରୀୟ କ୍ଷେତ୍ର ପାଇଁ ନିଜର ପ୍ରୟାସ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି : ଶ୍ରୀ ଗୋୟଲଗୋୟଲ୍ ଲସ ଏଞ୍ଜେଲ୍ସ ରେ
Read More...

ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସେପ୍ଟେମ୍ବର ୧୧ରେ ଦିନିକିଆ…

ଦିଲ୍ଲୀ, (ପିଆଇବି) : ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮, ୨୦୨୨ରେ ବିୟୋଗ ହୋଇଛି । ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ସେପ୍ଟେମ୍ବର ୧୧ରେ ସାରା ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି
Read More...