ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ : ୧ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଶୋପିଆଁରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅକ୍ଟୋବର ମାସରେ ଶୋପିଆଁର କାପରେନ ଚୌଧୁରୀଗୁଣ୍ଡ ଠାରୁ କିଛି କି.ମି ଦୂରରେ କାଶ୍ମୀର ପଣ୍ଡିତ ପୂରନ କୃଷ୍ଣ ଭଟ୍ଟଙ୍କୁ!-->…
Read More...
Read More...