Browsing Tag

news of india

ରାମ ମନ୍ଦିର ନିର୍ମାଣ ପାଇଁ ୧୦୦୦ କୋଟି ଖ‌ର୍ଚ୍ଚ ହେବ, ଜାଣନ୍ତୁ ଯୋଜନା

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧୦୦୦ କୋଟି ଖ‌ର୍ଚ୍ଚ ହେବ । ଟଙ୍କା ଜମା କରିବାର କାର୍ୟ୍ୟ ପାଣ୍ଠି ଉତ୍ସର୍ଗ ଅଭିଯାନ ମାଧ୍ୟମରେ ଶେଷ ହେବ । ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ତଥା ଶ୍ରୀରାମ ଜ‌ନ୍ମଭୂମି ତୀର୍ଥା କ୍ଷେତ୍ରର ନ୍ୟାସ ଚମ୍ପତ ରାୟ ବୁଧବାର ଏହା ଘୋଷଣା
Read More...

ବିଧାନସଭାରେ ୩ଟି କୃଷି ଆଇନକୁ ଚିରୁଛି ଏବଂ ବିଟ୍ରିଶ ମାନଙ୍କଠୁ ଖରାପ ନହେବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରୁଛି :…

ନୂଆଦିଲ୍ଲୀ : ଦେଶବ୍ୟୀପୀ କୃଷି ଆଇନକ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୨ ଦିନ ହେଲା ଜାରି ରହିଛି, ପଛ ଘୁଂଚା ଦେଉ ନାହାଁନ୍ତି କୃଷକ । ସରକାର ମଧ୍ୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁ ନାହାଁନ୍ତି । ତେବେ ଏହାକୁ ନେଇ ସାରା ଦେଶର ରାଜନୀତି ଜଗତରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି
Read More...

କୃଷି ଆଇନକୁ ବିରୋଧ କରିବା ହେଉଛି କୃଷକଙ୍କ ମୌଳିକ ଅଧିକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ପ୍ରଧାନ ବିଚାରପତି ଶରଦ ଏ. ବୋବଡେଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି ଯେ, ବିରୋଧ କରିବା ହେଉଛି ଚାଷୀଙ୍କ ମୌଳିକ ଅଧିକାର । ଏଥିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି
Read More...

୩୦ଟି କୃଷକ ସଂଗଠନ ବୈଠକ : ସୁପ୍ରିମ କୋର୍ଟରେ ଦ୍ୱିତୀୟ ଦିନର ଶୁଣାଣିକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ ଚାଲିଛି

ନୂଆଦିଲ୍ଲୀ : ତିନିଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବୀ କରୁଥିବା କୃଷକଙ୍କ ୩୦ଟି ସଂଗଠନ ଆଜି ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ କୃଷକମାନେ ସନ୍ଥ ରାମ ସିଂଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରିବେ । ଏହା ବ୍ୟତୀତ ସୁପ୍ରିମ କୋର୍ଟରେ ଚାଲିଥିବା ମାମଲା ପାଇଁ ରଣନୀତି ପ୍ରସ୍ତୁତ
Read More...

ଆପ‌ତ୍ତି ଉଠାଇ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ପ୍ରତିରକ୍ଷା ପ୍ରସଙ୍ଗରେ ସଂସଦୀୟ କମିଟି ବୈଠକରୁ ଓହରି…

ନୂଆଦିଲ୍ଲୀ : ପ୍ରତିରକ୍ଷା ବ୍ୟାପାର ସଂସଦୀୟ ବୈଠକରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ ସଦସ୍ୟମାନେ ମଧ୍ୟଭାଗରୁ ବାହାରି ଆସିଛନ୍ତି । ସୂଚନାନୁସାରେ, ରାହୁଲ ଗାନ୍ଧୀ ଆପତ୍ତି ଉଠାଇଛନ୍ତି ଯେ, ସଂସଦୀୟ କମିଟି ସଶସ୍ତ୍ର ବାହିନୀର ୟୁନିଫର୍ମ ଉପରେ ଆଲୋଚନା କରିବା ପାଇଁ ସମୟ
Read More...

ମମତା ବାନାର୍ଜୀଙ୍କୁ ଲାଗିଲା ବଡ ଝଟ୍‌କା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମସି)କୁ ବଡ଼ ଝଟ୍‌କା ଲାଗିଛି । ଦଳର ବିଧାୟକ ଶୁଭେନ୍ଦୁ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକାରୀ ତାଙ୍କ ଇସ୍ତଫା ଦାଖଲ କରିବାକୁ ବିଧାନସଭାରେ ପହଞ୍ଚିଥିବା ବେଳେ ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ
Read More...

ଦିଲ୍ଲୀ-ନୋଏଡା ଯାତ୍ରୀମାନଙ୍କ ପାଇଁ ସମସ୍ୟା ବଢ଼ିଲା : କୃଷକମାନେ ଚ‌ିଲ୍ଲା ବୋଡ଼ର୍‌ ବନ୍ଦ କରିଦେଲେ

ନୂଆଦିଲ୍ଲୀ : ଦିଲ୍ଲୀରୁ ନୋଏଡା ଏବଂ ନୋଏଡାରୁ ଦିଲ୍ଲୀ ଯାତ୍ରୀମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇଛି । ଆନ୍ଦୋଳନକାରୀ କୃଷକମାନେ ପୁଣି ଥରେ ଆନେ୍‌ନ୍ଦାଳନକୁ ତେଜିଆନ୍‌ କରିଛନ୍ତି । ଦିଲ୍ଲୀରୁ ନୋଏଡାକୁ ଆସିବାର ମୁଖ୍ୟ ବାଟ ହେଉଛି ଚିଲା ସୀମା । ଏହାପୂର୍ବରୁ କୃଷକମାନେ ଏହାକୁ ବନ୍ଦ କରି
Read More...

ଏହା କେଉଁ ପ୍ରକାରର ମଦ ନିଷେଧ : ବିହାରର ପୁରୁଷମାନେ ମହାରାଷ୍ଟ୍ର ଏବଂ ଗୋଆ ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି –…

ନୂଆଦିଲ୍ଲୀ : ବିହାରର ଲୋକମାନେ ଅଧିକ ମଦ୍ୟପାନ କରୁଥିବା କଥା ଶୁଣିଲେ ଚକିତ ହେବାକୁ ପଡେ଼ । ବିହାରରେ ଯଦିଓ ମଦ ଉପରେ ନିଷେଧାଦେଶ ରହିଛି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୦ର ଆକଳନରେ ଚକିତ କରିବା ଭଳି ରିପୋର୍ଟ ଆସିଛି । ମଦ୍ୟପାନ ଦୃଷ୍ଟିରୁ ତେଲେଙ୍ଗାନା ଗୋଆଠାରୁ ଆଗରେ
Read More...

ପ୍ରଧାନମନ୍ତ୍ରୀ ୧୯୭୧ ଯୁଦ୍ଧର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ନୂଆଦିଲ୍ଲୀ: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂରଣ ହୋଇଛି । ଏହି ଯୁଦ୍ଧ ହିଁ ବି‌ଶ୍ୱ ମାନଚିତ୍ରରେ ବାଂଲାଦେଶ ନାମକ ଏକ ନୂତନ ରାଷ୍ଟ୍ରର ଉତ୍ପତ୍ତି ଘଟାଇଲା । ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ ଷଠି କ୍ଷୀର ମନେ ପକାଇ ଦେଇଥିଲା । ଏହି ବିବାଦରେ ପରାଜୟର ଶିକାର ହେବା
Read More...

ଏ ସରକାର ଆମ କଥା ଶୁଣୁନାହାନ୍ତି, କେବଳ ଘୂରଉଛ‌ନ୍ତି : କହିଛନ୍ତି ବିରୋଧୀ କୃଷକମାନେ

ନୂଆଦିଲ୍ଲୀ : କୃଷକ ସଂଗଠନଗୁଡ଼ିକ ସେମାନଙ୍କ ଦାବୀ ଉପରେ ଜିଦ୍ ଧରିଛନ୍ତି । ସି‌ନ୍ଧୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକମାନେ କହିଛନ୍ତି ଯେ, ଆମେ ଗଣମାଧ୍ୟମରୁ ଜାଣିଛୁ ଯେ ସରକାର ଆମ ପକ୍ଷରୁ ଲିଖିତ ଉତ୍ତର ଅପେକ୍ଷା କରିଛନ୍ତି । ସରକାର ବାହାରୁ ଆସୁଥିବା ଲୋକଙ୍କୁ ଅନୁମତି ଦେଉ
Read More...