Browsing Tag

news of india

୨୦୧୪ ବର୍ଷ ପର୍ଯ୍ୟନ୍ତ ଦେଶରେ କେବଳ ୩୮୦ ମେଡିକାଲ୍ କଲେଜ ଥିଲା, ବର୍ତ୍ତମାନର ସ୍ଥିତି କହିଲେ କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଲୀ : ସ୍ୱାଧୀନତା ଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମୋଟ ୩୮୦ ମେଡିକାଲ କଲେଜ ଥିଲା, ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ଏଥିରେ ବୃଦ୍ଧି ଘଟିଛି । ରବିବାର ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ୨୬୨ଟି ନୂତନ ମେଡିକାଲ
Read More...

ମହାରାଷ୍ଟ୍ର ବୁଲଢ଼ାଣାର ସମୃଦ୍ଧି ମହାମର୍ଗ ଏକ୍ସପ୍ରେସ୍‌ ୱେରେ ବସ୍‌ରେ ଲାଗିଲା ନିଆଁ : ୨୬ ଯାତ୍ରୀଙ୍କ ପ୍ରାଣହାନୀ,…

ବୁଲଢ଼ାଣା : ମହାରାଷ୍ଟ୍ରର ବୁଲଢ଼ାଣାର ସମୃଦ୍ଧି ମହାବର୍ଗ ଏକ୍ସପ୍ରେସ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ବସ୍‌ରେ ନିଆଁ ଲାଗି ୨୬ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବସ୍‌ରେ ସମୁଦାୟ ୩୩ ଜଣ ଯାତ୍ରୀ ଥିଲେ । ବୁଲଢ଼ାଣା ଜିଲ୍ଲାର ସିନ୍ଧଖେଡାରାଜା ନିକଟ ପିମ୍ପଲଖୁଟା ଗ୍ରାମ ନିକଟ
Read More...

ବିଳମ୍ବିତ ରାତିରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିବା ପ୍ରେମିକଙ୍କୁ ପିଟିପିଟି ହତ୍ୟା

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ମୁସ୍ତାଫାବାଦ ନିବାସୀ ପରଭେଜ ବୋଲି ଜଣାପଡିଛି । ପରଭେଜଙ୍କୁ ମାଡ ମାରିବା ପରେ ଅଭିଯୁକ୍ତମାନେ ନିଜେ ପୋଲିସକୁ ଫୋନ
Read More...

ଉଦୟପୁରରେ ଗର୍ଜିଲେ ଅମିତ ଶାହା, ରାଜସ୍ଥାନରୁ କଂଗ୍ରେସର ବିଦାୟ ନିଶ୍ଚିତ

ଉଦୟପୁର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି । ଅମିତ ଶାହାଙ୍କ ସମ୍ବୋଧନରେ ରାଜ୍ୟର ଅଶୋକ ଗେହଲୋଟ୍ ସରକାର ଏବଂ କଂଗ୍ରେସ ଦଳ ଟାର୍ଗେଟରେ ଥିଲେ । ସେ କହିଛନ୍ତି ଯେ, ଗେହଲୋଟ୍ ଜୀ ଏହି ବୟସରେ ଅଯଥାରେ ବୁଲୁଛନ୍ତି ।
Read More...

ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କ ପାଇଁ ବଡ ଖବର : ବର୍ତ୍ତମାନ ମେଟ୍ରୋ ଟ୍ରେନରେ ନିଜ ସାଂଗରେ ମଦ ନେଇପାରିବ

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଡିଏମ୍‌ଆର୍‌ସି ଏବଂ ସିଏସ୍ଏଫ୍ ଅଧିକାରୀଙ୍କ କମିଟି ଦିଲ୍ଲୀ ମେଟ୍ରୋରେ ଯାତ୍ରୀମାନଙ୍କୁ ଦୁଇ ବୋତଲ ମଦ ସାଂଗରେ ନେବାକୁ ଅନୁମୋଦନ କରିଛି । ଯାତ୍ରୀମାନେ କେବଳ ସେମାନଙ୍କ ସହିତ ସିଲ୍ ହୋଇଥିବା ମଦ ବୋତଲ ନେଇପାରିବେ । ବର୍ତ୍ତମାନ ସମସ୍ତ
Read More...

ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍ ୨୦୨୩କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ଏହି ବିଲ୍ ଆଇନରେ ପରିଣତ ହୋଇ କାର୍ୟ୍ୟକାରୀ ହେଲେ ଦେଶରେ ଗବେଷଣା ପରିବେଶ ସୁଦୃଢ ହେବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ (ଏନ୍‌ଆର୍‌ଏଫ) ବିଲ-୨୦୨୩କୁ ଉପସ୍ଥାପନ
Read More...

ବିଦ୍ୟୁତ୍ କ୍ଷେତ୍ରରେ ଦ୍ରୁତ ସଂସ୍କାର ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଲେ କେନ୍ଦ୍ର ସରକାର

• ୧୨ ରାଜ୍ୟକୁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଲାଗୁ କରିବା ଲାଗି ମିଳିଲା ୬୬,୪୧୩ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ• ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଲାଗି ୨୦୨୩-୨୪ ଆର୍ଥିକ ବର୍ଷରେ ୧,୪୩,୩୩୨ କୋଟି ଟଙ୍କାର ପ୍ରୋତ୍ସାହନ ଉପଲବ୍ଧ• ଓଡ଼ିଶା ପାଇଁ ୨୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ
Read More...

ପୁଣି ଘଟିଲା ରେଳ ଦୁର୍ଘଟଣା

ପଶ୍ଚିମବଙ୍ଗ : ଆଜି ସକାଳୁ ପଶ୍ଚିମବଙ୍ଗର ଓଣ୍ଡା ରେଳଷ୍ଟେସନ ନିକଟସ୍ଥ ବାଙ୍କୁରାରେ ପୁଣି ଏକ ରେଳ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ ଲୁପ୍‌ ଲାଇନରେ ଛିଡା ହୋଇଥିବା ବେଳେ ଅନ୍ୟ ଏକ ଟ୍ରେନ ରେଡ୍‌ ସିଙ୍ଗନାଲ୍‌ ନ ମାନି ମାଡି ଆସିଥିଲା । ଏହା ଫଳରେ ମାଲବାହୀ ଟ୍ରେନ ଉପରେ ଅନ୍ୟ ଟ୍ରେନର
Read More...

ଜମ୍ମୁକାଶ୍ମୀର କୁପୱାଡାରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସୀମା ପାର୍ ହୋଇଥିବା ୫ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଭାରତ-ପାକିସ୍ତାନ ସୀମା ଏଲ୍‌ଓସି ନିକଟବର୍ତ୍ତୀ କୁପୱାଡା ଜିଲ୍ଲା ନିକଟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ଭିତରେ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ଏହି
Read More...

୫ ବର୍ଷରେ ହଜାର ହଜାର ମସଜିଦ ଭାଙ୍ଗି ଦିଆଗଲା, ଚାଇନାରେ ସରକାରଙ୍କ ଧର୍ମ ବିରୋଧୀ ‘ଅତ୍ୟାଚାର’ ବୃଦ୍ଧି…

ନୂଆଦିଲ୍ଲୀ : ଚାଇନାରେ ଉଇଗର ମୁସଲମାନମାନଙ୍କ ପ୍ରତି ଅତ୍ୟାଚାର ନୂଆ କଥା ନୁହେଁ । ସାମ୍ପ୍ରତିକ ସମୟରେ, ଚୀନ୍ ସରକାର ଧାର୍ମିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ବୃଦ୍ଧି କରିଛନ୍ତି । ୨୦୨୧ ମସିହାରେ, ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଧର୍ମର ସିନିକାଇଜେସନ୍ ସ୍ଲୋଗାନ ଦେଇଥିଲେ । ଏପରିକି
Read More...