Browsing Tag

news of india

ମୁଜାଫରପୁରର ମାନିଆରି ପୋଲିସ ଷ୍ଟେସନରେ ଅଗ୍ନିକା‌ଣ୍ଡ : ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭାଇବା ଆରମ୍ଭ

ମୁଜାଫରପୁର : ବିହାରର ମୁଜାଫରପୁରର ମାନିଆରି ପୋଲିସ ଷ୍ଟେସନରେ ନିଆଁ ଲାଗିଥିବାର ଖବର ଆସିଛି । ପ୍ରାଥମିକ ସୂଚନା ଅନୁଯାୟୀ, ମଣିଆରି ପୋଲିସ ଷ୍ଟେସନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ନିଆଁ ଲିଭାଉଛନ୍ତି। ସବ୍-ଇନ୍ସପେକ୍ଟର ସୁଜିତ କୁମାର ମିଶ୍ର କହିଛନ୍ତି,
Read More...

ସିନେମା ହଲଗୁଡ଼ିକୁ ୧୦୦ ପ୍ରତିଶତ କ୍ଷମତାରେ କାର୍ଯ୍ୟକ୍ଷମ କରାଯିବ : ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ସୂଚନା ଓ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି କୋଭିଡ଼ ୧୯ ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ପଡ଼ିଥିବା ଦେଶର ସିନେମା ହଲ୍ ଏବଂ ଥିଏଟରଗୁଡ଼ିକ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଓର (ଏସଓପି) ଜାରି କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି
Read More...

ମୋରାଦାବାଦ ସଡକ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମୋରାଦାବାଦ ସଡକ ଦୁର୍ଘଟଣା ଜନିତ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ସେ
Read More...

‘ପ୍ରବୁଦ୍ଧ ଭାରତ’ର ୧୨୫ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, ଭାରତ ଗରିବଙ୍କୁ ସଶକ୍ତ କରି ସ୍ୱାମୀ ବିବେକାନନ୍ଦଙ୍କ ପଦାଙ୍କ ଅନୁସରଣ କରୁଛି : ପ୍ରଧାନମନ୍ତ୍ରୀମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ଭାରତର ଆଭିମୁଖ୍ୟବିବେକାନନ୍ଦଙ୍କ ବିଚାର ସହିତ ମେଳ ଖାଉଛି :
Read More...

ଘୃଣ୍ୟ ଘଟଣା : ଦୁଇ ୱାର୍ଡ ବଏ ଡାକ୍ତରଖାନାରେ ଭ‌ର୍ତ୍ତି ହୋଇଥିବା ଅସୁସ୍ଥ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ

ପାନିପତ : ରକ୍ତଚାପ ସମସ୍ୟାରେ ହରିୟାଣାର ପାନିପତସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୧୯ ବର୍ଷର ଯୁବତୀ ସହିତ ଡାକ୍ତରଖାନାର ଦୁଇ ୱାର୍ଡ ବଏ ମଙ୍ଗଳବାର ରାତିରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଅସୁସ୍ଥ ଯୁବତୀ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ କହିଥିଲେ । ଏହା ପରେ
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୫ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ୟ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୩୫ତମ ବୈଠକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି
Read More...

୨୦୨୧ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ୨୦୨୧ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।ମିଲିଂ ନିମନ୍ତେ ଉପଯୁକ୍ତ ଉତ୍ତମ ହାରାହାରୀ ମାନ
Read More...

ଦିଲ୍ଲୀ-ଏନସିଆରର ଅନେକ କ୍ଷେତ୍ରରେ ଆଜି ମଧ୍ୟ ଇଣ୍ଟରନେଟ୍ ବନ୍ଦ, ଘରୁ କାମ ଏବଂ ଅନଲାଇନ୍ କ୍ଲାସ୍ ପ୍ରଭାବିତ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ଦ୍ୱାରା କୋଟି କୋଟି ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ମଙ୍ଗଳବାର ଦିନ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ମୋବାଇଲ୍-ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛି । କୃଷକଙ୍କ ଟ୍ରାକ୍ଟର ରାଲିରେ ଉତ୍ତେଜନା ପରେ ଗୃହ
Read More...

ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ଲାଲକି‌ଲ୍ଲା ଅନ୍ଧକାରରେ ବୁଡିଗଲା : ପୋଲିସ ବିଦ୍ୟୁତ କାଟ୍‌ କଲା

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ କିସାନ ପରେଡରେ ଦିଲ୍ଲୀରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ରାଜଧାନୀ ଦିଲ୍ଲୀରେ ପାରାମିଲିଟାରୀ ଫୋର୍ସର ୧୫ ଟି ‌ପ୍ଲାଟୁନ୍‌ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାମରିକ
Read More...

ଓଡ଼ିଶାରୁ ୨ ବରିଷ୍ଠ ପୁଲିସ୍‍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବେ

ନୂଆଦି‌ଲ୍ଲୀ : ଏ ବର୍ଷ ଓଡ଼ିଶାରୁ ୨ ଜଣ ବରିଷ୍ଠ ପୁଲିସ୍‍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ ବି.ପି.ଏସ୍‍.ପି.ଏ. ଡେପୁଟୀ ସୁବେଦାର ବୁଦ୍ଧ ବାହାଦୁର ଥାପ୍ପା ଏହି ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିଭଳି
Read More...