ବିବାହର ବାହାନା କରି ଜଣେ ମହିଳାଙ୍କୁ ୧ ବର୍ଷ ଧରି ବଳାତ୍କାର, ବିରୋଧ କଲେ ହତ୍ୟା ଧମକ
ପାଲୱାଲ : ହରିୟାଣାର ପାଲୱାଲ ଜିଲ୍ଲାରେ ଜଣେ ମହିଳାଙ୍କୁ ବିବାହର ବାହାନା କରି ଏକ ବର୍ଷ ଧରି ବଳାତ୍କାର କରାଯାଇଥିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ବିବାହ କରିବାକୁ ମନା କରିଦେବା ପରେ ଯେତେବେଳେ ପୀଡିତା ଏହାକୁ ବିରୋଧ କରିଥିଲେ, ଅଭିଯୁକ୍ତ ପୀଡିତାଙ୍କୁ ହତ୍ୟା ଧମକ ଦେଇ!-->…
Read More...
Read More...