Browsing Tag

news of india

ପଞ୍ଜାବ ନିର୍ବାଚନ ପୂର୍ବରୁ ଆପ୍‌କୁ ବଡ ଝଟ୍‌କା : ରୁପିନ୍ଦର କୌର ରୁବି ଛାଡିଲେ ପାର୍ଟି

ଚଣ୍ଡିଗଡ଼ : ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ସମୟ ବାକି ରହିଛି । ଏହି ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟବାସୀଙ୍କୁ ଆକର୍ଷିତ କରିବା ପାଇଁ ଅନେକ ବଡ଼ ବଡ଼ ପ୍ରତିଶୃତି ଦେଇଛନ୍ତି । ତଥାପି ପଞ୍ଜାବରେ
Read More...

ଛଟ୍‌ ପୂଜା ସମୟରେ ନଦୀରେ ବୁଡ଼ି ୪ ପିଲାଙ୍କ ମୃତ୍ୟୁ

ଝାଡଖଣ୍ଡ : ମଙ୍ଗଳବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର ମୁଫସିଲ ପୋଲିସ ଷ୍ଟେସନ ଅଞ୍ଚଳର ମଙ୍ଗ୍ରୋଡିହ ଗ୍ରାମରେ ଛଟ୍‌ ପୂଜା ଉତ୍ସବ ଅବସରରେ ଉସ୍‌ରି ନଦୀରେ ବୁଡ଼ିଯିବା କାରଣରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତ ପିଲାମାନଙ୍କର ବୟସ ୧୦ ବର୍ଷରୁ କମ୍ ବୋଲି ଦର୍ଶାଯାଇଛି ।
Read More...

୩୩ ବର୍ଷ ବୟସରେ ପାଦ ଥାପିଲେ ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲି

ମୁମ୍ବାଇ : ଆଜି ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲିଙ୍କ ଜନ୍ମଦିନ । ବିରାଟ ୩୩ ବର୍ଷ ବୟସରେ ପାଦ ଥାପିଛନ୍ତି । ନିଜ ଖେଳରେ ଭଲ ପ୍ରଦର୍ଶନ ସାଙ୍ଗକୁ ଚାର୍ମିଂ ଲୁକ୍ ପାଇଁ କୋହଲିଙ୍କ ସାରା ଦେଶରେ ବେଶ୍ ଲୋକ ପ୍ରିୟତା ରହିଛି । ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ବିଭିନ୍ନ
Read More...

କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ମୋଦି : ୨୦୧୩…

ଉତ୍ତରାଖଣ୍ଡ : ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ୨୦୧୩ ପ୍ରଳୟଙ୍କାରୀ ବନ୍ୟା ପରେ ଉତ୍ତରାଖଣ୍ଡର ପୁନଃବିକାଶ ହେବ ବୋଲି ମୋଦି କହିଛନ୍ତି । କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
Read More...

ଦେଢ଼ କୋଟି ଟଙ୍କାର ମୋବାଇଲ ଡକାୟତ ଗିରଫ, ୧୫୦୦ରୁ ଅଧିକ ମୋବାଇଲ୍‌ ଫୋନ୍ ଉଦ୍ଧାର

ନୋଏଡା : ନୋଏଡାର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏବଂ ମଥୁରା ପୋଲିସର ମିଳିତ ଚଢ଼ଉରେ ୧.୫୮ କୋଟି ଟଙ୍କାର ୧,୫୮୯ ମୋବାଇଲ୍ ଫୋନ୍ ଜବତ୍‌ କରିବା ସହିତ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଡ଼କାୟତମାନେ ନୋଏଡାରୁ ବାଙ୍ଗାଲୋର ରାସ୍ତାରେ ଡକାୟତି ଘଟଣା ଘଟାଇଥିଲେ। ଏହାପୂର୍ବରୁ ଯାତ୍ରୀଙ୍କ ଠାରୁ
Read More...

ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ନିଜ ଅଫିସରେ ଦୀପାବଳି ପୂଜା ପାଇଁ ପୂଜା ଥାଳି ସହ

ମୁମ୍ବାଇ : ଦୀପାବଳି ପର୍ବ ସମସ୍ତଙ୍କ ମୁହଁରେ ଆଲୋକ ଆଣିଦେଇଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କ ମୁହଁରେ ମଧ୍ୟ ସମାନ ଆଲୋକ ରହିଛି । ଦୀପାବଳି ପୂଜା ପାଇଁ ପ୍ରସ୍ତୁତି ବେଳେ କଙ୍ଗନା ସୋସିଆଲ ମିଡିଆରେ ଅନେକ ଛବି ସେୟାର କରିଛନ୍ତି । ଏହି ଚିତ୍ରଗୁଡ଼ିକରେ ଅଭିନେତ୍ରୀ ହସୁଥିବା ନଜରକୁ
Read More...

ଯଦି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୫୦ ଟଙ୍କାରୁ କମ୍ କରିବାକୁ ଚାହୁଁଛନ୍ତି, ତେବେ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ…

ମୁମ୍ୱାଇ : ପେଟ୍ରୋଲ ଏବଂ ଡିଜେଲ ଉପରେ କେନ୍ଦ୍ର ସରକାର ମୂଲ୍ୟ ହ୍ରାସ କରିବା ଗୋଟିଏ ଦିନ ପରେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ବିଜେପିକୁ ବ୍ୟଂଗୋକ୍ତି କରି କହିଛନ୍ତି ଯେ, ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ୫୦ ଟଙ୍କାରୁ କମ୍ କରିବାକୁ ଯଦି ଚାହୁଁଛନ୍ତି, ତେବେ ବିଜେପିକୁ ସଂପୂର୍ଣ୍ଣ
Read More...

ବିଷାକ୍ତ ମଦ ପିଇ ୧୮ ଜଣଙ୍କ ମୃତ୍ୟୁ

ପାଟନା : ବିହାରରେ ବିଷାକ୍ତ ମଦ ପିଇ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ବେତିଆରେ ୮ ଜଣ ଏବଂ ଗୋପାଳଗଞ୍ଜରେ ୧୦ ଜଣଙ୍କର ମୃତ୍ୟୁ ସରକାରୀ ଭାବେ ନିଶ୍ଚିତ ହୋଇଛି । ଆଜି ଗୋପାଳଗଞ୍ଜରେ ବିଷାକ୍ତ ମଦ ପିଇବା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ୧୦ ଜଣଙ୍କର
Read More...

ଗୁଜୁରାଟର କଚ୍ଛରେ ଭୂକମ୍ପ : ରିକ୍‌ଟର ସ୍କେଲରେ ୫.୦ ତୀବ୍ରତା

ଗୁଜୁରାଟ : ଆଜି ଦିୱାଲୀ ଦିନ ଗୁଜୁରାଟର କଚ୍ଛରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍‌ଟର ସ୍କେଲରେ ୫.୦ ମାପ କରାଯାଇଥିବା ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହି କମ୍ପନ ଅପରାହ୍ନ ୩ ଟା ୧୫ମି. ସମୟରେ ଆସିଥିଲା । ଏହି ଭୂକମ୍ପ ସ୍ଥଳ ଦ୍ୱାରକାଠାରୁ
Read More...

କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଓ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ

• ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ଘୋଷଣା; ଆସନ୍ତାକାଲି ଠାରୁ ହେବ ଲାଗୁ• ଉତ୍ପାଦ ଶୁଳ୍କ ହ୍ରାସ ସହିତ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ମଧ୍ୟ ହ୍ରାସ ପାଇବ• ପେଟ୍ରୋଲ ତୁଳନାରେ ଡିଜେଲରେ ଦୁଇଗୁଣା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି; ଆଗାମୀ
Read More...