Browsing Tag

nabarangapur news

ବିଷଧର ସାପ କାମୁଡ଼ାରେ ବୃଦ୍ଧ ମୃତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ବ୍ଲକର କେ. ସେମଳା ଗାଁରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ମନଧର ଚଲାଣ(୬୦) ମନଧର ନିଜ ଜମିରେ ଘାସ କାଟୁଥିବା ବେଳେ ସାପଟି ତାଙ୍କ ଗୋଡକୁ କାମୁଡ଼ି ଦେଇଥିଲା । ମନଧରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପାଇଁ ପରିବାର ଲୋକ
Read More...

ସରପଞ୍ଚଙ୍କ ଦ୍ୱାରା ଡ୍ରେନ୍‌ ସଫେଇ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ସରପଞ୍ଚ ଡମାଇ ଭତରାଙ୍କ ଦ୍ୱାରା ଛେଣ୍ଡିଗୁଡା ଗ୍ରାମର ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍‌ ଗୁଡିକ ସଫେଇ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସରପଞ୍ଚ ଆଜି ଛେଣ୍ଡିଗୁଡା ଗ୍ରାମକୁ ଯାଇ ନିଜେ
Read More...

ନବରଙ୍ଗପୁର ଜିଲ୍ଲା ଗସ୍ତ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମୀମାନେ ସ୍ୱାଗତ କରିଥିଲେ । ପରେ ମନ୍ତ୍ରୀଙ୍କୁ ଏକ ବାଇକ ରାଲିରେ ନବରଙ୍ଗପୁର ସହର
Read More...

ସଡ଼କ ଦୁର୍ଘଟଣାର ଲାଇଭ୍ ଦୃଶ୍ୟ ସିସିଟିଭିରେ କଏଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ତା‌ଙ୍କୁ ସେଠାରୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି
Read More...

ରାତ୍ରିକାଳୀନ କର୍ଫ୍ୟୁ ନବରଙ୍ଗପୁରରୁ ହଟିଲା

ନବରଙ୍ଗପୁର : ରାତ୍ରିକାଳୀନ କର୍ଫ୍ୟୁ ନବରଙ୍ଗପୁରରୁ ହଟିଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଜିଲ୍ଲାରେ ଗତ ୨୫ ତାରିଖରୁ ରାତ୍ରି ୮ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରି କରାଯାଇଥିଲା । ତେବେ ସ୍ଥିତିରେ କିଛିଟା ସୁଧାର
Read More...

ଗାଁରେ ବିବାହ ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ

ନବରଙ୍ଗପୁର : ବିବାହ ଭୋଜି ଖାଇ ୫୦ରୁ ଅଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ଦିନ ନବର‌ଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ଗାଁରେ ଏକକାଳୀନ ୫ରୁ ୬ ଗୋଟି ବିବାହ ଭୋଜି ଆୟୋଜନ ହୋଇଥିଲା । ତେବେ ବିବାହରେ ଗ୍ରାମବାସୀ ସହଯୋଗ କରିବା ସହ ଭୋଜି
Read More...

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଭାଲୁଟି ଖାଦ୍ୟ ଖୋଜୁଖୋଜୁ କୂଅରେ ଖସିପଡିଲା

ନବରଙ୍ଗପୁର : ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେଉଳା ଗାଁର ବିଭୀଷଣ ମାଳିଙ୍କ ବାଡ଼ିରେ ଥିବା ଶୁଖିଲା କୂଅରେ ଭାଲୁ ପଡ଼ିଛି । ସୂଚନା ଯୋଗ୍ୟ ଯେ, ନବରଙ୍ଗପୁର ସଦର ବ୍ଲକ୍ ଦେଉଳା ଗାଁର ବିଭୀଷଣ ମାଳିଙ୍କ ଚାଷ ଜମିରେ କିଛି ପରିବା ଚାଷ କରିବା ପାଇଁ ସେ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ନବରଙ୍ଗପୁର : ଥମୁନି ଗଞ୍ଜେଇ ଚୋରା ଚାଲାଣ ମାମଲା, ବରଂ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛିି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଜୟପୁରରୁ ଝାଡ଼ଖଣ୍ଡ ଅଭିମୁଖେ ଗଞ୍ଜେଇ ଚୋରା
Read More...

ଭୂମିହୀନଙ୍କୁ ଭୂମି ଓ ଗୃହ ଯୋଗାଇଦେବା ଦାବୀ ନେଇ ପୌରପାଳିକା କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର : ନବରଙ୍ଗପୁର ପୌରପାଳିକା ଅଧିନସ୍ଥ ୧୧ଟି ୱାର୍ଡର ଭୂମିହୀନମାନଙ୍କୁ ଭୂମି, ଜମିପଟ୍ଟା ଓ ଗୃହ ଯୋଗାଇ ଦେବାକୁ ଦାବୀ ନେଇ ନବରଙ୍ଗପୁର ପୌରପାଳିକା ବସ୍ତି ବାସିନ୍ଦା ମହାସଂଘ ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହା ସହିତ ଏକ ଦାବିପତ୍ର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ
Read More...