Browsing Tag

muribahal news

ଜଏଁତରା ନୂଆଁପଡ଼ା ଗ୍ରାମରେ ମହିଳା ବିକୁଛନ୍ତି ବେଆଇନ ମଦ : ଦୁଇ ମହିଳାଙ୍କ ବିରୁଦ୍ଧରେ ଗ୍ରାମବାସୀ ଥାନାର ଦ୍ୱାରସ୍ଥ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଉପାନ୍ତ ଚଲ୍‌କି ପଞ୍ଚାୟତ ଜଏଁତରା (ନୂଆଁପଡ଼ା)ଗ୍ରାମରେ ଗ୍ରାମବାସୀଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଦୁଇଜଣ ମହିଳା ବେଆଇନ୍ ମଦ ବିକ୍ରି କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଗୁରୁବାର ମୁରିବାହାଲ
Read More...

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେରମ୍ ଓ ଚେସ୍‌ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ଵୟ ଯୁବକାଶ ଯୋଜନା ପକ୍ଷରୁ ଚାଲିଥିବା ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଆଜି ବୁଧବାର ପଞ୍ଚମ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳବିଭାଗର କେରମ୍‌ ଓ
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିପଦଭଞ୍ଜନ ମହାକୁରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିପଦଭଞ୍ଜନ ମହାକୁର(୭୭)ଙ୍କ ବୁଧବାର ସକାଳ ସାଢେ଼ ଚାରିଟା ସମୟରେ ତାଙ୍କ ଯମୁନା ଗ୍ରାମସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି
Read More...

ମୁରିବାହାଲ ଗାଁ ଗୋଷ୍ଠୀ ବିବାଦ : ଗଠନ ହେଲା ଶାନ୍ତି କମିଟି

ତୁରକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ପଂଚାୟତ ମୁରିବାହାଲ ଗାଁରେ ଗତ କିଛି ମାସ ମଧ୍ୟରେ ଗାଁର ସାଧାରଣ ବର୍ଗ ଏବଂ ଦଳିତ ପରିବାରମାନଙ୍କ ମଧ୍ୟରେ ସରକାରୀ ଜମି ଜବରଦଖଲକୁ ନେଇ ଗାଁର କେଶରୀ ଦୀପଙ୍କ ନାଁରେ ଗାଁ ଲୋକେ କିଛି ମାସ ତଳେ ଅଭିଯୋଗ କରି
Read More...

ମୁରିବାହାଲ ଫୁଟ୍‌ବଲ୍‌, କ୍ରିକେଟ୍‌ ଖେଳ, ଯାନୀଯାତ୍ରାରେ ବେଧଡ଼କ୍‌ ଚାଲିଛି ଘୁଡୁଘୁଡୁ ପଟ୍ଟି, ସଟା, ମଦ ଓ ନିଶା…

ବୟାଉଦର ଗାଁରେ ଚାଲିଥିବା ଅପେରାରେ ଘୁଡୁଘୁଡୁ ପଟ୍ଟି ଖେଳ ଅଭିଯୋଗ ପୁଲିସ୍‌, ପ୍ରଶାସନ ଜାଣି ଅଜଣା ନା ଅଣଦେଖା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ତଥା ବ୍ଳକ ଅଞ୍ଚଳର ୨୨ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେଉଥିବା ଫୁଟବଲ, କ୍ରିକେଟ୍‌
Read More...

ସମ୍ପୂର୍ଣ୍ଣ ଜଳସେଚିତ ଜମିରେ ଫସଲ କ୍ରପ କଟିଂ ଅଭିଯୋଗ : ହଳଦୀ ପଞ୍ଚାୟତବାସୀ ତହସିଲଦାରଙ୍କ ଦ୍ଵାରସ୍ଥ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ହଳଦୀ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଜମିରେ କରାଯାଉଥିବା ଫସଲ କ୍ରପ କଟିଙ୍ଗରେ ବହୁ ଅନିୟମିତତା କରାଯାଇଥିବା ପଞ୍ଚାୟତବାସୀ ତହସିଲଦାର ଆୟୁବ ମଣ୍ଡଳଙ୍କ ଦ୍ବାରସ୍ଥ ହୋଇ ଦାବୀପତ୍ର ପ୍ରଦାନ କରିଛନ୍ତି ।
Read More...

ମୁରିବାହାଲ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱରଚିତ କବିତା ପଠନ ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସୋମବାର ତୃତୀୟ ଦିନରେ ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱରଚିତ କବିତା ପାଠ ଓ ରଙ୍ଗୋଲି ପ୍ରତିଯୋଗତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ମୁରିବାହାଲ ରାଧାକୃଷ୍ଣ ଓ ଶିବମନ୍ଦିରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ସ୍ଵାଗତ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ରବିବାର ଦିନ ୩.୩୦ ଘଟିକାରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ଆସିଥିବା "ଅକ୍ଷତ" କଳସକୁ ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବିଶ୍ଵ ହିନ୍ଦୁ ପରିଷଦର ଖଣ୍ଡ ସଭାପତି ବିରାଜ କୁମାର ମହାନ୍ତି, ଖଣ୍ଡ
Read More...

ଦ୍ଵିତୀୟ ଦିନରେ ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶନିବାର ଦ୍ୱିତୀୟ ଦିନରେ ସ୍ଥାନୀୟ ସଦର ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ
Read More...

ଗୁରୁଣ୍ଡା ନିକଟରେ ମେକ୍ସ ପିକ୍‌ଅପ୍‌ ଓ ବାଇକ ମୁହାମୁହିଁ ଧକ୍କା : ଯୁବକ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର ହଳଦୀ- ବଙ୍ଗୋମୁଣ୍ଡା ମଧ୍ୟବର୍ତ୍ତୀ ଗୁରୁଣ୍ଡା ହାଇସ୍କୁଲ ସମ୍ମୁଖ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ମେକ୍ସ୍ ପିକ୍ଅପ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ଗୁରୁତର
Read More...