Browsing Tag

muribahal news

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଗୁରୁବାର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ ସଭା ପରିଚାଳନା
Read More...

ଧାତୁକଜୁରୀ ଗ୍ରାମରେ ପ୍ରସିଦ୍ଧ ବୁଢାଦେଓଙ୍କ ଯାତ୍ରା ସମ୍ପନ୍ନ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜିର ଆଧୁନିକ ଯୁଗରେ ମଧ୍ୟ ବଞ୍ଚି ରହିଛି ଆଦିବାସୀ ପରମ୍ପରା । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ପଂଚାୟତ ଧାତୁକଜୁରୀ ଗ୍ରାମରେ କାହିଁ ଆବାହନ କାଳରୁ ଏହି ଗାଁରେ ଅନୁଷ୍ଠିତ ହେଉଛି ଆଦିବାସୀ ଷୋଡ ବଂଶୀ ଗଣ୍ଡ ସଂପ୍ରଦାୟର ମୁଖ୍ୟ ପର୍ବ
Read More...

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଶ୍ରୀମନ୍ଦିର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡିଶା ସରକାରଙ୍କ ପ୍ରାୟୋଜିତ ନୂଆ ଓ' ନବୀନ ଓଡ଼ିଶା, ଯୁବ ଓଡିଶା ପକ୍ଷରୁ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ବୁଧବାର ମୁରିବାହାଲ ପଂଚାୟତ
Read More...

ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ସରକାରୀ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ସଭାପତି ସୁନୀଲ କୁମାର ପାତ୍ରଙ୍କ
Read More...

ଯମୁନାବାହାଲରେ ବାର୍ଷିକ ଆଦିଅନାଦି ଜୟ ଭୀମବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ହଳଦୀକୁ ହରାଇ ଖଲିଆଖମାର ଦଳ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଧୁପଲା ଗ୍ରାମ ପଂଚାୟତର ଯମୁନାବାହାଲ ଖେଳପଡିଆଠାରେ ଗତ ୧୪ ତାରିଖଠାରୁ ଚାଲିଥିବା ଷଷ୍ଠ ବାର୍ଷିକ ଆଦିଅନାଦି ଜୟ ଭୀମବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ହଳଦୀକୁ ହରାଇ
Read More...

ରାମମୟ ସମଗ୍ର ମୁରିବାହାଲ ବ୍ଲକ ଅଞ୍ଚଳ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଲାଲାଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସମଗ୍ର ଭାରତ ବର୍ଷ ହର୍ଷୋଲ୍ଲାସର ସହ ପାଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ସମସ୍ତ ଗାଁ ଗାଁ ଘରେ ଘରେ ରାମମୟ ପରିବେଶ ସୃଷ୍ଟି ହୋଇଛି ।
Read More...

ଦିଲ୍ଲୀ ପ୍ରଫେସର ଡ. ସୀତାରାମ କୁମ୍ଭାରଙ୍କ ପିତା କବିବର କୁମ୍ଭାରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ସାଲେପଡ଼ା ଗ୍ରାମର ତଥା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ପ୍ରଫେସର ଥିବା ଡ. ସୀତାରାମ କୁମ୍ଭାରଙ୍କ ପିତା କବିବର କୁମ୍ଭାରଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ସେ ୧୯୪୯ମସିହାରେ ଜନ୍ମ ଗ୍ରହଣ କରିଥିବା
Read More...

ଗୁଡ଼ିଘାଟ ହାଇସ୍କୁଲର ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ପଞ୍ଚାୟତ ସଦର ମହକୁମାରେ ଥିବା ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ବିଦ୍ୟାଳୟ, ଗୁଡ଼ିଘାଟର ୨୦୦୯ରୁ ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି
Read More...

ପୁଡ଼ାପାଲି ଗ୍ରାମରେ ଦମକଳ ବାହିନୀ ଦ୍ଵାରା କୂଅରେ ପଡିଥିବା ଗାଈ ସୁରକ୍ଷିତ ଭାବେ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ ପୁଡ଼ାପାଲି ଗ୍ରାମର ଏକ କୂଅରେ ପଡ଼ିଯାଇଥିବା ଏକ ଦୁଧିଆଳୀ ଗାଈ ମୁରିବାହାଲ ଦମକଳ ବାହିନୀ ଦ୍ଵାରା ରବିବାର ପୂର୍ବାହ୍ନରେ ସୁରକ୍ଷିତ ଉଦ୍ଧାର କରାଯାଇଛି । ଚାଷୀ ରାଜୁ ପୁଞ୍ଜୀଙ୍କ ଏକ ଗାଈ
Read More...

ଖଇରମାଲ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ବଡଗମଡାକୁ ୧-୦ରେ ହରାଇ ଦେଶୀଲ ଚମ୍ପିୟାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଖଇରମାଲ ଗ୍ରାମରେ ଚତୁର୍ଥ ମା' ବାହାରବାବୁ ଫୁଟବଲ ପ୍ରତିଯୋଗିତା ଗ୍ରାମର ଖେଳପଡିଆଠାରେ ଫୁଟବଲ
Read More...