Browsing Tag

muribahal news

ଲକ୍ଷ୍ମୀ ବସ ଧକ୍କାରେ ଯମୁନା ଗ୍ରାମର ଦୁଗ୍ଧ ଚାଷୀ ଆହତ : ବାଇକ୍ ଚୁର୍‌ମାର୍‌

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ଯମୁନା ଗାଁ ଛକ ବୁଲାଣି ରାସ୍ତାରେ ଲକ୍ଷ୍ମୀ ବସ ଧକ୍କାରେ ଯମୁନା ଗ୍ରାମର ଦୁଗ୍ଧ ଚାଷୀ ହରିଶ୍ଚନ୍ଦ୍ର ମହାକୁର(୫୧) ଆହତ ହୋଇଥିବା ବେଳେ ତାଙ୍କ ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି । ଯମୁନା ଗ୍ରାମ
Read More...

ଦେବଙ୍ଗ ୟୁପି ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପତ୍ରାପାଲି ଓ ଭୋଇପରା କ୍ଲଷ୍ଟରର ମିଳିତ ଉଦ୍ୟମରେ ନବନିଯୁକ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା
Read More...

ଆଳୁ ଖୋଳୁ ଖୋଳୁ ମହାଦେବ : ନକଲିକୁ ବାନ୍ଧିଲା ଅସଲି ପୁଲିସ୍

ନୂଆପଡ଼ାରୁ ବୋଲେରୋ ଭଡାରେ ଆଣି ଦୁର୍ବୃତ୍ତଙ୍କ ମୁରିବାହାଲରେ ଲୁଟ୍ ଉଦ୍ୟମ ବିଫଳ ଘଟଣାଥାନାରେ ଅଟକ ୩ ଦୁର୍ଦ୍ଦାନ୍ତ ଡକାୟତଙ୍କ ପାଖରୁ ନକଲି ଆଇଜି ରେଙ୍କ ପୁଲିସ ପୋଷାକ ସହ ବହୁ ସାମଗ୍ରୀ ଜବତ, ଗିରଫ ପରେ କୋର୍ଟ ଚାଲାଣ, ଜେଲ୍ ଗଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆପଡ଼ା
Read More...

ନୂଆପଡ଼ାରୁ ବୋଲେରୋ ଭଡାରେ ଆଣି ଦୁର୍ବୃତ୍ତଙ୍କ ମୁରିବାହାଲରେ ଲୁଟ୍ ଉଦ୍ୟମ ବିଫଳ

୩ ଅଭିଯୁକ୍ତ ଥାନାରେ ଅଟକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୁଦୂର ନୂଆପଡ଼ା ଜିଲ୍ଲା ସଦର ମହକୁମାରୁ ଏକ ବୋଲେରୋକୁ ଭଡାରେ ଆଣି ଦୁର୍ବୃତ୍ତମାନଙ୍କ ମୁରିବାହାଲ ଥାନା ଅଞ୍ଚଳରେ ଲୁଟ୍ ଉଦ୍ୟମ ବିଫଳ ହୋଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏହି ଘଟଣାରେ ସଂପୃକ୍ତ ୩ ଜଣ
Read More...

ମୁରିବାହାଲ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

୬୮୦ ଜଣ ଭିନ୍ନକ୍ଷମ ପଞ୍ଜିକୃତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ତଥା ଓଏଲ୍‌ଏମ୍‌
Read More...

ଚଲକି ଗ୍ରାମରେ ସାମାଜିକ ସୁରକ୍ଷା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ସଦର ଗ୍ରାମର ହର୍ଷ କଲେତଙ୍କ ପୁଅ ଦର୍ଶନ(୨୬)ଙ୍କୁ ଶାରୀରିକ ଅସୁସ୍ଥତା ଯୋଗୁଁ ବଲାଙ୍ଗିର ମେଡିକାଲରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ଗତ ଅଗଷ୍ଟ ୨୮ ତାରିଖ ଦିନ
Read More...

ମୁରିବାହାଲରେ ବ୍ଲକସ୍ତରୀୟ ଯାଦବ ସମାଜ ବୈଠକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଯାଦବ ଭବନ ଠାରେ ମୁରିବାହାଲ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ସଭାପତି ଓ ସମ୍ପାଦକ ତଥା ସମସ୍ତ ଯାଦବ ବୃନ୍ଦଙ୍କୁ ନେଇ ମୁରିବାହାଲ ବ୍ଲକ ଯୁବ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣାଙ୍କ ସଭାପତିତ୍ୱରେ ରବିବାର ଏକ ବୈଠକ
Read More...

ମୁରିବାହାଲରେ ବିଜେଡିର ସଦସ୍ୟତା ଗ୍ରହଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଅଧିନସ୍ଥ ଖରାଲି ଗ୍ରାମ ନିକଟରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧି ଲିଙ୍ଗେଶ୍ୱର ମନ୍ଦିର (ରହେନଚୁଆ ମୁଣ୍ଡା) ପର୍ଯ୍ୟଟନ କ୍ଷେତ୍ରଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ
Read More...

କୋକଡୁଙ୍ଗୁରୀରେ କନ୍ଧ ସମାଜ ସଚେତନତା ବୈଠକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ କୋକଡୁଙ୍ଗୁରୀଠାରେ ବୁଡୁକା ପ୍ରଗଣା ଆଦି କନ୍ଧ ସମାଜ ଡ଼ଙ୍ଗରପଡା ଶାଖା ସଭାପତି ଲଳିତ ଯାନୀଙ୍କ ସଭାପତିତ୍ୱରେ କନ୍ଧ ସମାଜର ଏକ ସଚେତନ ମୂଳକ ସଭା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଇଷ୍ଟ
Read More...

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିର ସମ୍ମୁଖ ପଡିଆରେ ଶନିବାର ଏକ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି । ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍
Read More...