Browsing Tag

muribahal news

ଦେବଙ୍ଗ ଗ୍ରାମର ୩୬ତମ ମାଣବସା ଲକ୍ଷ୍ମୀପୂଜା ପାଇଁ ମହିଳାଙ୍କ ଦ୍ୱାରା ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗ୍ରାମ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ୩୬ତମ ମାଣବସା ଲକ୍ଷ୍ମୀପୁଜାର ଶୁଭାରମ୍ଭ ହୋଇଯାଇଛି । ଆଜି ସନ୍ଧ୍ୟା ୫ଟାରେ ଗ୍ରାମର ଶତାଧିକ ମହିଳାମାନଙ୍କ ଦ୍ଵାରା ଗ୍ରାମର ପୋଖରୀରୁ
Read More...

ମଧ୍ୟାହ୍ନ ଭୋଜନ ଖାଇ ୭୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଘଟଣା

ଡେଙ୍ଗପଦର ୟୁପି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସସପେଣ୍ଡ, ୩ପାଚିକା ବହିଷ୍କୃତସ୍କୁଲରେ ତାଲା ପକାଇ ଗ୍ରାମବାସୀଙ୍କ ପ୍ରତିବାଦ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର
Read More...

ମଧ୍ୟାହ୍ନ ଭୋଜନ ଖାଇ ୭୦ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା : ଡେଙ୍ଗପଦର ଗ୍ରାମରେ ସ୍ଥିତି ଅନୁଧ୍ୟାନ କଲେ କଣ୍ଟାବାଞ୍ଜି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ରୁ ଅଧିକ ଛାତ୍ରଛାତ୍ରୀ ଗତ ଶନିବାର ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ମଧ୍ୟାହ୍ନ ଭୋଜନର ଅଣ୍ଡା ତରକାରୀରେ
Read More...

ମୁରିବାହାଲ ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ୨ ଦିନ ବ୍ୟାପି ଚାଲିଥିବା ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜି ଦ୍ଵିତୀୟ ଦିନରେ ଏଲକେଜି, ୟୁକେଜି ଓ ନର୍ସରୀ
Read More...

ମୁରିବାହାଲ ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ୨ ଦିନିଆ ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବନବାହାଲ ଗ୍ରାମ ଖେଳପଡିଆରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନରେ ଷ୍ଟାଣ୍ଡାର୍ଡ - ୧ରୁ ଷ୍ଟାଣ୍ଡାର୍ଡ -
Read More...

ଯମୁନା ମାହେଶ୍ଵରୀ ମନ୍ଦିରରେ ଡୁମାଳ ସମାଜ ଯମୁନା ଚକର ବିରାଟ ସାଙ୍ଗଠନିକ ବୈଠକ

ସଂଗଠନରେ ଦୃଢ଼ତା ଓ ସୁପରିଚାଳନା ଉପରେ ଗୁରୁତ୍ୱ ଆରୋପ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ୍ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ ମାହେଶ୍ୱରୀଙ୍କ ସର୍ବ ପୁରାତନ ପୀଠରେ ଗୁରୁବାର ମହାଲକ୍ଷ୍ମୀ ପୂଜା ଓ
Read More...

ପଟାମରା ଗ୍ରାମର ପ୍ରଭାକର ଗହୀରଙ୍କ ଆକସ୍ମିକ ବିୟୋଗ

୭ଲକ୍ଷରୁ ଅଧିକ ଲୁଟର ଶିକାର ହୋଇଥିଲେ ତାଙ୍କ ପୁଅଝିଅ ଚିକିତ୍ସାରେ ଗୁରୁତର ଅବହେଳା ଅଭିଯୋଗ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ପଟାମରା ଗ୍ରାମର ପ୍ରଭାକର ଗହୀର (୫୭)ଙ୍କ ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ୧୧ଟା
Read More...

ଚଣାବାହାଲ ଗ୍ରାମରେ ଦୁର୍ବୃତ୍ତଙ୍କ ଧାନଗଦା ପୋଡ଼ି ଘଟଣା : ଜଣେ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗାଁର ଚାଷୀ ତରଣୀ ସୁନା (୪୫) ଧାନକାଟି ଅମଳ ପାଇଁ ରଖିଥିବା ବେଳେ ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ସବୁ ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ତରଣୀ ଏ ବିଷୟରେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ
Read More...

ମୁରିବାହାଲ ବ୍ଲକର ୧୧ଟି ଖରିଫ ଧାନମଣ୍ଡି ଉଦଘାଟିତ

ଚାଷୀଙ୍କ ଟୋକନ ଆସିନି, ଆଶଙ୍କାରେ ଧାନ ବିକ୍ରି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଥିବା ସମସ୍ତ ୧୧ଟି ଖରିଫ ଧାନମଣ୍ଡି ସୋମବାର ଉଦ୍‌ଘାଟିତ ହୋଇଯାଇଛି । ମୁରିବାହାଲ ବ୍ଲକର ମୁରିବାହାଲ, ହଳଦୀ, ଗୁଡିଘାଟ, ଇଛାପଡା, ବଡସାଇମରା, ପତ୍ରାପାଲି,
Read More...

ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ନୂତନ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କୁ ସ୍ୱାଗତ ସମାରୋହ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସିରୋଲ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଯୋଗଦାନ କରିଥିବା ନୂତନ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କର ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...