Browsing Tag

m.rampur news

ବରିଷ୍ଠ ବିଜେପି ନେତା ପବନ ଅଗ୍ରୱାଲଙ୍କ ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳାର ଜଣେ ବରିଷ୍ଠ ବିଜେପି ନେତା ପବନ କୁମାର ଅଗ୍ରୱାଲଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହେଇଯାଇଛି । ମଣ୍ଡଳ ସଭାପତି ପ୍ରତାପ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ଯୁବନେତା ଶ୍ରୀକାନ୍ତ ହୋତା, ବରିଷ୍ଠ ବିଜେପି ନେତା
Read More...

ବିଶ୍ୱ ଆଦିବାସୀ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : ଆଦିସ୍କନ୍ଦ ସମାଜ ମ.ରାମପୁର ବ୍ଲକ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀଙ୍କ ନେତୃତ୍ୱରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହେଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ସହିତ ମ.ରାମପୁର ତହସିଲଦାର ଜୟନ୍ତ ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ଆଦିବାସୀ ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ଆଦିସ୍କନ୍ଦ ସମାଜ ମ.ରାମପୁର ବ୍ଲକର କାର୍ଯ୍ୟକାରିଣୀ ବୈଠକ ବୁରାଟଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୯ଟି ପଂଚାୟତ ସ୍ତରୀୟ ସଭାପତି, ସମ୍ପାଦକ ବ୍ଲକ କମିଟି ସଭ୍ୟ ଉପସ୍ଥିତ ଥିଲେ । ବ୍ଲକ ସଭାପତି ପଦମ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇ
Read More...

ବରିଷ୍ଠ ବିଜେପି ନେତା ପବନ ଅଗ୍ରୱାଲଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳାର ଜଣେ ବରିଷ୍ଠ ବିଜେପି ନେତା ପବନ କୁମାର ଅଗ୍ରୱାଲଙ୍କର ଆଜି ସକାଳେ ଭୁବନେଶ୍ୱରରେ ପରଲୋକ ହେଇଯାଇଛି । ତାଙ୍କ ମୃତ୍ୟୁରେ ବିଜେପି ମହଲରେ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ଗତ କିଛି ବର୍ଷ ଧରି ସେ ବିଜେପିର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା
Read More...

ପ୍ରାଥମିକ ଶିକ୍ଷାରେ ଗ୍ରାମ ପଂଚାୟତର ଭୂମିକା ସମ୍ପର୍କରେ ତାଲିମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର, ଓଡ଼ିଶାର ସରକାରଙ୍କ ସହଯୋଗରେ ମ.ରାମପୁରର ୧୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ୧୦ ଜଣ ୱାର୍ଡ ମେମ୍ବର/ ନାଏବ
Read More...

ଜଙ୍ଗଲରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗତ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରେ ନିଖୋଜ ଦୁଇଜଣ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ମ.ରାମପୁର ପୋଲିସ । ସୂଚନା ମୁତାବକ ମ.ରାମପୁର ବ୍ଲକ ତାଳକୁନା ଗ୍ରାମର ବିଶ୍ୱାମିତ୍ର ସୁନା ଓ କମଳ ବାଗ ଗତ ସୋମବାର ଦିନ ବାଲିପଡ଼ା
Read More...

ପୋଖରୀରୁ ମୃତ ଦେହ ଉଦ୍ଧାର

ମ.ରାମପୁର, (ହେମନ୍ତ ସାହୁ) : ଆଜି ଭୋର ସକାଳୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଚାରିଛକ ନିକଟରେ ଥିବା ମାଛିବନ୍ଧ ପୋଖରୀରୁ ଏକ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ନିକଟସ୍ଥ ଚାରିଛକରେ ଏକ ହୋଟେଲ କରି ରହୁଥିବା ହରିହର ନାଥ(୫୩)ଗତକାଲି ରାତି ପ୍ରାୟ ୯ଟାରୁ
Read More...

ବୈଷ୍ଣବଙ୍କୁ ଡ୍ରାଗନ୍ ଫଳ ଦେଲା ପରିଚୟ : କୋଡ଼ିଏ ଡ଼େସିମିଲରୁ ଆରମ୍ଭ ହେଇ ଏବେ ଏକ ଏକରରେ ଚାଷ

ମ.ରାମପୁର, (ହେମନ୍ତ ସାହୁ) : ଗତବର୍ଷ ଲକଡ଼ାଉନରେ ବିଦେଶୀ ଫଳ ଦେଇଚି ବଂଚିବାର ରାହା ଶୀର୍ଷକରେ ଏକ ସଫଳ କାହାଣୀ 'କୋଶଳ ପ୍ରବାହରେ'ରେ ପ୍ରକାଶ ପାଇଥିଲା ଯୁବ ଡ଼୍ରାଗନଚାଷୀ ବୈଷ୍ଣବଙ୍କର । ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପରେ ଏହି ଖବର ଏତେ ମାତ୍ରାରେ ପ୍ରଚାର ପ୍ରସାର ହେବାରେ
Read More...

ଦୁଇ ଡକାୟତକୁ ଧରି ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ : ଜବତ ହେଲା ବନ୍ଧୁକ, ଗୁଳି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅର୍ନ୍ତଗତ ମଦନପୁର ଗାଁର ଗ୍ରାମବାସୀ ଦୁଇ ଜଣ ଡକାୟତକୁ ଧରି ଉତ୍ତମ ମଧ୍ୟମ ଦେଇ ଦୌଡିରେ ବାନ୍ଧି ଥାନାରେ ଜିମା ଦେଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ ଓ ଦୁଇଟି ଅଫୁଟା ଗୁଳି ସହ ବ୍ୟବହାର କରିଥିବା ବାଇକକୁ ଜବତ
Read More...

ଲକ୍‌ଡ଼ାଉନ୍ ସୃଜନ : ଆଦିବାସୀ ଇଲାକା ଡ଼ୁଡ଼ୁକାରଞ୍ଜାର ନବମଶ୍ରେଣୀ ଝିଅ କୁନ୍ତଳା ଲେଖିଛନ୍ତି ୨୧ଟି ଗଳ୍ପ

ସପ୍ତମଶ୍ରେଣୀରୁ ଲେଖିବା ଆରମ୍ଭ କରିଥିଲି : କୁନ୍ତଳା ପାତ୍ର ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ଆମେ ସମସ୍ତେ କବଳିତ ହୋଇଛେ । ଅନେକ ଆପଣାର ଲୋକଙ୍କୁ ହରାଇବାର ଦୁଃଖ ସବୁ ଆମକୁ ଦୁଃଖିତ କରିଛି ସତ କିନ୍ତୁ ଏହି ଲକଡ଼ାଉନ ଜୀବନ ଜୀବିକାକୁ ପ୍ରଭାବିତ କରିବା
Read More...