Browsing Tag

m.rampur news

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ପଂଚମ ଦିନରେ ସାମିଲ ହେଲେ ବରିଷ୍ଠ ନାଗରିକ ମଂଚ

ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର, ଆନ୍ଦୋଳନରୁ ଓହରିବାକୁ ତହସିଲଦାରଙ୍କ ଅନୁରୋଧ ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀରେ ଗଣଧାରଣା ଆଜି ପଂଚମ ଦିନରେ ପହଂଚିଛି । ଆଜି ଏହି ଆନ୍ଦୋଳନରେ ମ.ରାମପୁର ବ୍ଲକ ଉର୍ଲଦାନୀ ପଂଚାୟତବାସୀଙ୍କ
Read More...

ଜେଏମ୍‌ଏଫ୍‌ସି ତଥା ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ସାଇଦାଲଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହରେ ଜାତୀୟ ଆଇନ ପ୍ରାଧିକରଣ ସହାୟତାରେ ଜେଏମ୍‌ଏଫ୍‌ସି ତଥା ତକୁକ୍ ଆଇନ ସେବା ସମିତି ତରଫରୁ ପଞ୍ଚାୟତ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ଆଇନ ପରାମର୍ଶ ଦାତା ଯତୀନ କୁମାର
Read More...

ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘ ନିର୍ବାଚନ : ବିଭୂତି ପ୍ରହରାଜ ହେଲେ ସଭାପତି, ପ୍ରଶାନ୍ତ ଦଣ୍ଡସେନା ହେଲେ ସଂପାଦକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବରେ ବିଭୂତି ପ୍ରହରାଜ ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବରେ ପ୍ରଶାନ୍ତ ଦଣ୍ଡସେନା ନିଦ୍ୱନ୍ଦରେ ମନୋନୀତ ହୋଇଛନ୍ତି । ଉକ୍ତ ନିର୍ବଚନୀ
Read More...

ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ : ତୃତୀୟ ଦିନରେ ଗଣଧାରଣା, ଦାବୀ ପୂରଣ ନ ହେବା ଯାଏଁ ସଂଗ୍ରାମ ଜାରୀ…

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ଆଜି ତୃତୀୟ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ଦାବୀ ପୂରଣ ନହେବା ଯାଏଁ ସଂଗ୍ରାମ ଜାରି ରହିବ ବୋଲି ମଂଚ ତରଫରୁ ଚେତାବନୀ ଦିଆଯାଇଛି । ଆଜି ତୃତୀୟ ଦିନରେ ମ.ରାମପୁର ବ୍ଲକ ସାଲେପାଲି ପଂଚାୟତବାସୀ ଆନ୍ଦୋଳନର
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ଦାବୀ : ୨ୟ ଦିନରେ ଗଣଧାରଣା

ସିପିଆଇଏମ ରାଜ୍ୟ ସଂପାଦକ ଅଳି ପଟ୍ଟନାୟକ ଓ ରାଜ୍ୟ ଉପଦେଷ୍ଠା ଜଗନ୍ନାଥ ମିଶ୍ର ମିଶାଇଲେ ସ୍ୱର : କହିଲେ ଦାବୀ ପୂରଣ ନହେବା ଯାଏଁ ଆମେ ସାଥ୍ ଦେବୁ ମ.ରାମପୁର, (ହେମନ୍ତ ସାହୁ) : ଦୀର୍ଘ ଛବିଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗୋଟିଏ ନାର୍ଯ୍ୟ ଦାବୀକୁ ନେଇ ଅଂଚଳବାସୀ ଅଡ଼ି ବସିଥିବା ବେଳେ
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ଦାବୀରେ ଆଜିଠୁ ଗଣ ଆନ୍ଦୋଳନ : ଅକ୍ଟୋବର ମାସ ସାରା ହେବ ଗଣଧାରଣା

ପ୍ରଶାସନ ନଶୁଣିଲେ ଦୋକାନ, ବଜାର ବନ୍ଦ ଓ ବିଧାନସଭା ଘେରାଉ ମ.ରାମପୁର, (ହେମନ୍ତ ସାହୁ) : ଦୀର୍ଘ ଛବିଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବୀ ହୋଇଆସୁଛି । କିନ୍ତୁ ସରକାରଙ୍କ ଉଦାସୀନତା ତଥା
Read More...

ମ.ରାମପୁର ଡାକବଙ୍ଗଳା ଠାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍‌ଡ କାଷ୍ଟ ଫେଡେରେସନ : ମ. ରାମପୁର ଶାଖାର ସ୍ୱତନ୍ତ୍ର ବୈଠକ…

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍‌ଡ କାଷ୍ଟ ଫେଡେରେସନ କଳାହାଣ୍ଡି, ମ. ରାମପୁର ବ୍ଲକ ଶାଖାର ଏକ ସ୍ବତନ୍ତ୍ର ବୈଠକ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଫେଡେରେସନର କଳାହାଣ୍ଡି ଜିଲ୍ଲା
Read More...

ୟୁଜିବି ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ମେନରୋଡ଼ଠାରେ ୟୁଜିବି ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ ହେଇଯାଇଛି । ସିଡ଼ିପିଓ କୁସୁମ ପ୍ରହରାଜ ଏହି ସେବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିବା ବେଳେ ଜୀବିକା ମିଶନ ସଂଯୋକକ ଦିପ୍ତୀ ରଂଜନ ନାୟକ, ଏପିଓ ମୋନାଲିସା ସାମଲ ପ୍ରମୁଖ
Read More...

ଏକତା ପରିଷଦର ନ୍ୟାୟ ଓ ଶାନ୍ତି ପାଇଁ ପଦଯାତ୍ରା

ମ. ରାମପୁର, (ମେନ୍‌ନ୍ତ ସାହୁ) : ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ନ୍ୟାୟ, ବିକାଶ ଓ ଶାନ୍ତି ସମାଜର ନିମ୍ନ ବର୍ଗଙ୍କ ପାଖରେ ପହଞ୍ଚି ପାରିନାହିଁ । ସମସ୍ତେ ଯେପରି ନ୍ୟାୟ ଓ ଶାନ୍ତି ପାଇବେ ଏହି ଲକ୍ଷରେ ଏକତା ପରିଷଦ ପକ୍ଷରୁ ସେପ୍ଟେମ୍ବର ୨୫ ଅନ୍ତରାଷ୍ଟ୍ରୀୟ ଶାନ୍ତି ଦିବସ ଠାରୁ ୨
Read More...

ମ. ରାମପୁରରେ ଭାରତ ବନ୍ଦ୍ ଡାକରା, ଆଂଶିକ ସଫଳ

ମ. ରାମପୁର, (ହେମନ୍ତ ସାହୁ) : କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମ ଓ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ଦାବୀରେ ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରାରେ ସିପିଏମ୍‌ ବ୍ଲକ୍ କମ୍ୟୁନିଷ୍ଟ ପାର୍ଟି ସମର୍ଥନ କରିବା ସହିତ ଭାରତ ବନ୍ଦ୍ ଡାକରାରେ ସାମିଲ ହୋଇଥିଲେ । ଏଥିରେ ଯାନ ବାହନ,
Read More...